Odisha News Portal

ଏହି ୩ଟି ରାଶିର ବ୍ୟକ୍ତି ଭୁଲରେ ବି ପିନ୍ଧନ୍ତୁ ନାହିଁ କଇଁଛର ମୁଦି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ଗତିବିଧି ଆମ ରାଶି ମାନଙ୍କ ଉପରେ ଏମାନଙ୍କର ପ୍ରଭାବ ପଡ଼ିଥାଏ। କେତେବେଳେ ଶୁଭ ଦୃଷ୍ଟି ପଡିଥାଏ, ଏବଂ ଆଉ କେତେବେଳେ ଖରାପ ଦୃଷ୍ଟି ପଡ଼ିଥାଏ। ଯେତେବେଳେ ଶୁଭ ଦୃଷ୍ଟି ପଡ଼ିଥାଏ, ଅସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଯାଏ। ଯେତେବେଳେ ଖରାପ ଦୃଷ୍ଟି ପଡ଼ିଥାଏ ହବାକୁ ଥିବା କାର୍ଯ୍ୟ ମଧ୍ୟ ହୋଇନଥାଏ।

ପ୍ରତ୍ୟେକ ରାଶିର ଜାତକ ପାଇଁ ଭିନ୍ନ ଭିନ୍ନ ନିୟମ ଏବଂ ଉପାୟ ରହିଛି। ଯଦି ଆମେ ରହିଥିବା ନିୟମ ନୀତିକୁ ମାନିବା ନାହିଁ ତାହାଲେ ଜୀବନରେ କେବେବି ସଫଳତା ପାଇପାରିବା ନାହିଁ। ଆପଣ ମାନେ ଅନେକ ସମୟରେ ଦେଖିଥିବେ ଏପରି କିଛି ଲୋକ ଅଛନ୍ତି, ସେମାନେ ଅନେକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ସଫଳ ହୋଇ ପାରନ୍ତି ନାହିଁ। ସେହି ବ୍ୟକ୍ତିମାନେ ଏମିତି କିଛି ଭୁଲ କରୁଛନ୍ତି ଯାହା ଫଳରେ ସେମାନେ ସଫଳ ହୋଇ ପାରନ୍ତି ନାହିଁ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଭୁଲ ମାନଙ୍କ ମଧ୍ୟରୁ ଏମିତି ଗୋଟିଏ ଭୁଲ ବିଷୟରେ ଜଣେଇବାକୁ ଯାଉଛୁ ଯାହାକି ଏହି ତିନୋଟି ରାଶିର ଲୋକମାନେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ଏହି ଭୁଲ କରିବା ଉଚିତ ନୁହଁ ଯାହା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ।

ଏମିତି କିଛି ଜିନିଷ ଆମେ ଆମର ମଙ୍ଗଳ ପାଇଁ ବ୍ୟବହାର କରିଥାଉ। କିନ୍ତୁ ସେହି ଜିନିଷ ବେଳେବେଳେ ଆମର ମଙ୍ଗଳ ପରିବର୍ତ୍ତେ କ୍ଷତି ସାଧିତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ରତ୍ନ ଖୋଦିତ ମୁଦି କିମ୍ବା ସୁନାର ବ୍ରେସଲେଟ ପିନ୍ଧି ଥାଏ ତାହାଲେ ତାହାଲେ, ପିନ୍ଧିଥିବା

ବ୍ୟକ୍ତିର ଶୁଭଫଳ ମିଳିଥାଏ। କିନ୍ତୁ ସମସ୍ତଙ୍କ ଜାତକ ଆନୁସାରେ ଏହାର ଅଲଗା ଅଲଗା କିସମର ଧାତୁର ଜିନିଷ ପିନ୍ଧିବା ଆବଶ୍ୟକ। ଆଜି କାଲି ବଜାରରେ ଅନେକ ପ୍ରକାର ଧାତୁ ଧାରଣ କରିଥାନ୍ତି, ଏହି ମାନଙ୍କ ମଧ୍ୟରୁ କଇଁଛ ଆକୃତିର ମୁଦି ସମସ୍ତେ ପିନ୍ଧିବା ଉଚିତ ନୁହେଁ ନଚେତ ଏହା ଅତ୍ୟନ୍ତ କ୍ଷତି ସାଧିତ ହୋଇଥାଏ।

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏମିତି କିଛି ରାଶି ରହିଛି କଇଁଛ ମୁଦି ପିନ୍ଧିବା ଆବଶ୍ୟକ ଏହି କଇଁଛ ମୁଦି ପିନ୍ଧିବା ଦ୍ୱାରା ଜୀବନରେ ମନୁଷ୍ୟ ସଫଳତା ଲାଭ କରେ। କିନ୍ତୁ ଏମିତି କିଛି ରାଶି ରହିଛି କଇଁଛ ମୁଦି ପିନ୍ଧିବା ପାଇଁ ବାରଣ ହୋଇଥାଏ। ସେହି ରାଶି ଗୁଡିକ ହେଲା ମେଶ, କନ୍ୟା, ବିଛା, ମିନ ରାଶିର ବ୍ୟକ୍ତି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ। କାରଣ ଏହା ପିନ୍ଧିବା ଦ୍ୱାରା ତାଙ୍କ ପାଇଁ ଅଶୁଭ ହୋଇଥାଏ।

ଏବଂ ପିନ୍ଧିଥିବା ବ୍ୟକ୍ତି ମାନେ ଯେତେ ପରିଶ୍ରମ କଲେ ମଧ୍ୟ ଜୀବନରେ କେବେବି ସଫଳ ହୋଇ ପାରନ୍ତି ନାହିଁ। ଏହି ରାଶିର ଲୋକମାନେ ଏହି କଇଁଛ ମୁଦି ପିନ୍ଧନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ। ତେଣୁ ଆପଣମାନେ ସାବଧାନ ହୋଇ ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।