breacking news-ଆଧାରକାର୍ଡ଼ କୁ ନେଇକି କେନ୍ଦ୍ର ସରକାର ଜାରି କରିଛନ୍ତି ଏକ ନୂଆ ଗାଇଡଲାଇନ,ସେୟାର କରି ଜଣାନ୍ତୁ..

ହଁ ବନ୍ଧୁଗଣ ସରକାର ଙ୍କ ତରଫରୁ ସବୁବେଳେ କିଛି ନା କିଛି ନୂଆ ନୂଆ ଗାଇଡଲାଇନ ଶୁଣିବାକୁ ମିଳିଥାଏ | ଆଉ ଯାହା ଲୋକ ମାନଙ୍କର ଭଲ କରିବା ସହିତ ବିଭିନ୍ନ କାର୍ଯ୍ୟ ରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଗାଇଡଲାଇନ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇଛି | ଆଉ ଯେଉଁଠି ଆଧାର କାର୍ଡ ଉପରେ ବିଶେଷ କରିକି ଗୁରୁତ୍ୱ ଦେଇଛନ୍ତି ସରକାର | ଆଉ କୁହାଯାଇଛି କି ପ୍ରତେକ 10 ବର୍ଷକୁ ଥରେ ଆଧାର ଧାରୀ ମାନେ ତାଙ୍କର ଆଧାର କାର୍ଡ ଯାଞ୍ଚ କରିବା ସହିତ ଆପଡେଟ କରିବା ପାଇଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କଣ କଣ ସବୁ ନିୟମ କରାଯାଇଛି ସରକାର ଙ୍କ ତରଫରୁ ସେ ବିଷୟରେ ଜାଣିବା |
ତେବେ କେନ୍ଦ୍ର ଏକ ନୂଆ ଗାଇଡଲାଇନ ଜାରି କରିଛି |ଇଲେକ୍ଟରାନିକ୍ସ ମନ୍ତ୍ରାଳୟ ଓ ଆଇଟି ତରଫରୁ କୁହାଯାଇଛି ଯେ ନାମ ଧାରୀ ମାନଙ୍କର ଆଧାର ରେ ନାମ ଲେଖିବାର 10 ବର୍ଷ ପୁରିଲା ପରେ ନାମାଧାରୀ ମାନେ ତାଙ୍କର ସପୋର୍ଟିଂ ଡକୁମେଣ୍ଟସ ନେଇକି ଦଲିଲ ଗୁଡିକୁ ପ୍ରତି 10 ବର୍ଷ ରେ ଥରେ ଆପଡେଟ କରିବା ର ଆବଶ୍ୟକତା ରହିଛି |ତେବେ ମନ୍ତ୍ରାଳୟ ଏକ ଗିଜିତ ବିଜ୍ଞପ୍ତି ଜାରି କରିକି କହିଛି ଯେ CIDR ରେ ଆଧାର ସମ୍ବଧୀୟ ତଥ୍ୟ ଏକୁରେସୀ କୁ ନିଶ୍ଚିତ କରିବା ପାଇଁ | ତେବେ ଯାହା କୁହାଯାଉଛି କି ଆଧାରରେ ନାମ ଲେଖା ପରଠୁ ପ୍ରତି 10 ବର୍ଷ ରେ ପ୍ରୁଫ ଅଫ ଆଇଡେଣ୍ଟିଟି POI ବା POA ପ୍ରୁଫ ଅଫ ଏରିଆ କୁ ଯାଞ୍ଚ କରିବା ଆବଶ୍ୟକ |
ତେବେ ଯାହା କୁହାଯାଉଛି କି ଆଧାର ଯାଞ୍ଚ କରିବା ଦ୍ୱାରା ଗ୍ରାହକ ମାନଙ୍କର ଲାଭ ହେଉଛି ବୋଲି କୁହାଯାଉଛି | ଆଉ CIDR ଅନୁସାରେ କରାଯିବ ବୋଲି ମଧ୍ୟ କୁହାଯାଉଛି | ତେବେ ଏହି କଥା ଟି ପ୍ରକାଶ ହେବା ପରେ ସରକାର ଙ୍କୁ କିଛି ଘଣ୍ଟା ଭିତରେ ରିପୋର୍ଟ ଦେବା ପାଇଁ ପଡିଲା କି ଏହି ନିୟମ ଟି ଯେଉଁ ହୋଇଛି 10 ବର୍ଷ ରେ ଥରେ ଆପଡେଟ କରିବା ତାହା ବାଧ୍ୟତା ମୂଳକ ନୁହଁ ବୋଲି | କେତେକ ଗଣମାଧ୍ୟମ ଏହା ଉପରେ ଭୁଲ ରିପୋର୍ଟ ଦେଇଛନ୍ତି ବୋଲି କୁହାଯାଇଛି |

ଆଉ ଯେଉଁଠି ଇଲେକ୍ଟରାନିକ୍ସ ମନ୍ତ୍ରାଳୟ ଓ ଆଇଟି ତରଫରୁ କୁହାଯାଇଛି କି ସୋସିଆଲ ମିଡ଼ିଆ ପୋଷ୍ଟ ଆଉ ଗଣ ମାଧ୍ୟମରେ କଥା କୁ ଅଣଦେଖା କରିବା ପାଇଁ | ଏହା କେବଳ ଡକୁମେଣ୍ଟ ଭେରୀଫିକେସନ ପାଇଁ ରିପୋର୍ଟ ଦେଇଛି କି ଆପଡେଟ ବାଧ୍ୟତାମୂଳକ ନୁହଁ ବୋଲି କହିଛନ୍ତି ସରକାର | ତେବେ ଯଦି ଆପଣଙ୍କର ଆଧର କାର୍ଡ ରେ କୌଣସି ତ୍ରୁଟି ରହୁଛି ତାହେଲେ ଏହା ନିହାତି କରିବା ଉଚିତ |ତେବେ UIDAI ମାଇଁ ଆଧାର ପୋର୍ଟାଲ ବା ମୋବାଇଲ ରେ ଡକୁମେଣ୍ଟ ଆପଡେଟ କରିବା ପାଇଁ ଅପଡେଟ ଡକୁମେଣ୍ଟ ର ଏକ ନୂଆ ଫିଚର ଆସିଛି ଆଉ ଯେଉଁଥିରେ ଏହି ସବୁ କରିହେବ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment