Odisha News Portal

ଦେଖନ୍ତୁ Live ଭିଡ଼ିଓ – ଅଧ ରାତିରେ Live ଆସିଲେ ସିରିଏଲ କୁଇନ Lipi ଏବଂ ରୁପମ, Serial ଛାଡ଼ିବାକୁ ନେଇ Rupama କଲେ ବଡ ଖୁଲାସା

ଟେଲିଭିଜନ ଜଗତରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି।ଏହା ଏକ ଏମିତି ନିଆରା ମନୋରଞ୍ଜନ ର ମାଧ୍ୟମ ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ ତାର ଯାଦୁରେ। ଗୋଟିଏ ଦିନ ନଦେଖିଲେ ଯେମିତି ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ଯାଆନ୍ତି। ଓଡ଼ିଶାରେ ମଧ୍ୟ ଧାରାବାହିକ ଦେଖିବାର ବହୁତ୍ ଅଧିକ ଚାହିଦା ରହିଛି। ସମସ୍ତେ ଏହାକୁ ବେଶ୍ ପସନ୍ଦ କରନ୍ତି। ନିଜର ପସନ୍ଦର ସିରିଏଲ ଦେଖିବା ପାଇଁ ସେମାନେ ପୂର୍ବରୁ ସବୁ କାମ ଶେଷ କରି ବସି ଯାଆନ୍ତି ଟିଭି ଆଗରେ। ନିଜର ପ୍ରିୟ ଚରିତ୍ରକୁ ଦେଖିବା ସହିତ ସେମାନଙ୍କ ଅଭିନୟ ଭିତରେ ସେମାନେ ବାସ୍ତବତା କୁ ପରିକଳ୍ପନା କରି ହଜି ଯାଇ ଥାନ୍ତି ସେମାନଙ୍କ ଚରିତ୍ର ଭିତରେ।

ତେବେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଟିଭି ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ବିଷୟରେ। ଯାହା ଏବେ ଓଡ଼ିଶାର ଦର୍ଶକ ମାନଙ୍କ ମାନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛି। ଯାହାକୁ ଅନେକ ପସନ୍ଦ କରୁଛନ୍ତି ଏବଂ ଭଲପାଇବା ମଧ୍ୟ ଦେଉଛନ୍ତି।ତେବେ ଏହାକୁ ନେଇ ଯାହା ଦର୍ଶକ ଙ୍କ ମନରେ ଆଗ୍ରହ ରହିଛି ତାହା କହିଲେ ନସରେ।ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି ଲିପି ମହାପାତ୍ର ଯିଏ କି ତାରିଣୀ ଭୂମିକାରେ ଫିମେଲ୍ ଚରିତ୍ର ରେ ଅଭିନୟ କରୁଛନ୍ତି। ଯାହାଙ୍କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଅଭିନୟରେ ନିଜକୁ ଯେମିତି ହଜାଇ ଦେଉଛନ୍ତି।

ତେବେ ଏହି ଲୋକପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର ,ଏହି ଧାରାବାହିକ ତାରାତାରିଣୀ ରେ ଅଭିନୟ କରିବା ପରେ ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ହାସଲ କରିଛନ୍ତି।ସେ ଏବେ ଘରେ ଘରେ ପରିଚିତ ଏବଂ ତାଙ୍କ ଅଭିନୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଦର୍ଶକ ମାନଙ୍କ ମନରେ। ଏବେ ସେ ସିରିଏଲ୍ ଛାଡ଼ିବାକୁ ନେଇ ତାଙ୍କ ବିଷୟରେ ମତ ଦେବାକୁ ରୁପମ୍ କୁ କହିଥିଲେ। ଯାହାର ଏକ ଭିଡିଓ ଲିପି ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଛାଡିଛନ୍ତି। ଏଥିରେ ରୁପମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜଣଙ୍କ ଲିପିଙ୍କ ସହିତ ମଜା କରୁଛନ୍ତି।ସେ କହିଛନ୍ତି ଯେ ଲିପି ଅଭିନେତ୍ରୀ ଭାବରେ ବହୁତ୍ ଲୋକପ୍ରିୟ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ବେଶ୍ ଆକର୍ଷଣୀୟ। ଅଭିନୟ ସମୟରେ ସେ ସଂପୂର୍ଣ୍ଣ ଭାବରେ ଚରିତ୍ର ରେ ହଜି ଯାଇଥାନ୍ତି। ତାଙ୍କର ବଳିଷ୍ଠ ଅଭିନୟ ର ଯାଦୁ ଏବଂ ସହଯୋଗୀ ମନୋଭାବ ପାଇଁ ସମସ୍ତେ ତାଙ୍କୁ ବହୁତ୍ ପସନ୍ଦ କରନ୍ତି। ତାରିଣୀ ଏବଂ ରୁପମ ଏମିତି ରେ ବି ଦୁଇଜଣ ଭଲ ବନ୍ଧୁ ଅଟନ୍ତି। ଲିପି ସବୁବେଳେ ବହୁତ ଭଲ ଭାବରେ ସବୁ ଜିନିଷକୁ ମେନେଜ୍ କରନ୍ତି। ସୁଟିଂ ସେଟ୍ ରେ ତାଙ୍କର ଟିଫିନ୍ ମଧ୍ୟ ସେୟାର କରନ୍ତି।ସେମାନେ ଦୁଇଜଣ ବହୁତ୍ ଭଲ ସାଙ୍ଗ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।