ବନ୍ଧୁଗଣ ଆପଣ ତ ଜାଣିଛନ୍ତି ଅଭିନେତା ଏବଂ ଅଭିନେତ୍ରୀ ମାନଂକର କ୍ରେଜ କିପରି ଭାବରେ ରହିଥାଏ, ଦର୍ଶକଙ୍କ ପାଖରେ।ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି ତାହା ଆପଣ ଜାଣି ପାରୁଥିବେ। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।
ଅନେକ ଦର୍ଶକ ସେମାନଙ୍କ ପାଇଁ ପାଗଳପ୍ରାୟ ଅଟନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି। ସେହିପରି ଓଡ଼ିଶାରେ ଓଡ଼ିଆ ସିନେମା ଜଗତରେ କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ।ଉଭୟ ଛୋଟ ଓ ବଡ଼ ପରଦାରେ ସେମାନେ ବଡ଼ ଧମାକା ଦେଖାଇଥାନ୍ତି। ସେମାନଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥାଏ। ସେହିପରି ଆମେ କହୁଛୁ ଓଡ଼ିଆ ଫିଲ୍ମ୍ ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କ ବିଷୟରେ।
ଯିଏକି ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି।ସେ ଫିଲ୍ମ୍ ରେ ହିରୋଇନ୍ ଭାବରେ ବେଶ୍ ଦମଦାର ଭୂମିକାରେ ଅଭିନୟ କରିଥାଆନ୍ତି। ତାଙ୍କ ଲୁକ୍ସ ଏବଂ ଅଭିନୟରେ ସମସ୍ତେ ଆଜିବି ଦିବାନା ଅଟନ୍ତି।ତେବେ ବାସ୍ତବିକ୍ ଭାବରେ ଏମିତି ରେ ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ରହସ୍ୟ ଭରି ରହିଥାଏ କାରଣ କଳାକାର ଙ୍କ ଜୀବନ ଶୈଳୀ ଟିକେ ଅଲଗା ଧରଣର। ତେଣୁ ଯେତେବେଳେ ସିନେମା ବା ଅଭିନୟ ଜଗତ ର କଥା ଆସେ ସେତେବେଳେ ସମସ୍ତେ ସାମାନ୍ୟ ଚକିତ ହେବା ସାଧାରଣ କଥା। ଷ୍ଟାର୍ ନାୟକ ଓ ନାୟିକା ମାନେ ସେମାନଙ୍କର ଦୈନନ୍ଦିନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚାରେ ରହିଥାନ୍ତି।
ପ୍ରତି ମୁହୂର୍ତ୍ତକୁ ସେମାନଙ୍କ ପ୍ରଶଂସକ ମାନଙ୍କ ସହିତ ସେୟାର କରିଥାନ୍ତି। ସେହିପରି ଏବେ ଝିଳିକ୍ ଙ୍କ ସାଦ ଖିଆ ଦିନର ମଜାଦାର ମୁହୂର୍ତ୍ତର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏବେ ଝିଲିକ ଗର୍ଭବତୀ ଅଛନ୍ତି।ସେ ତାଙ୍କ ସାଦ ଖିଆରେ ଅନେକ ସିନେ କଳାକାର ଏବଂ ସିଙ୍ଗର ଇନଭାଇଟ କରିଥିଲେ। ଅନେକ ଏହି ସୁନ୍ଦର୍ ମୁହୂର୍ତ୍ତରେ ଯୋଗଦେଇ ବହୁତ୍ ମଜାମସ୍ତି କରୁଥିବାର ଦେଖିବାକୁ ମିଳୁଛି। ଝିଲିକ ସେମାନଙ୍କ ସହିତ ମିଶି ଡାନ୍ସ କରୁଛନ୍ତି ଏବଂ ଖୁସିର ସହିତ ପରିବାରର ସଦସ୍ୟଙ୍କ ସହିତ ଏହାକୁ ଉପଭୋଗ କରୁଥିବାର ଖୁସିର ଦୃଶ୍ୟ ଆପଣା ଏଠାରେ ଏହି ଭିଡିଓ ରେ ଦେଖି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।