ବିଭିନ୍ନ ସମୟରେ ଏମିତି କିଛି ଘଟଣା ଦେଖିବାକୁ ମିଳୁଛି ଯେଉଁଠାରେ ଅଭୂତ ପ୍ରକାର ରହସ୍ୟ ନଜରେରେ ଆସୁଛି।ଏହାରି ଭିତରରେ ଅଧିକାଂଶ ସମୟରେ କଳାକାର ଜଗତରେ କିଛି ଦୁଃଖଦପୁର୍ଣ୍ଣ ଘଟଣା ଦେଖା ଦେଇଥାଏ। ଆଉ ଫିଲ୍ମ ଜଗତରେ ଏମିତି ଦେଖା ଦେଇଛି ପୁଣି ଏବେ ଥରେ ଏବଂ ତାହା ସାରା ଦେଶରେ ଖେଳି ଯାଇଛି। ଆଉ ଏହା ବେଙ୍ଗୋଲି ଅଭିନେତା ଅଭିଷେକ ଙ୍କର ନିକଟରେ ପରଲୋକ ହୋଇଛି। ଆଉ ତାଙ୍କର ଏହି ସମୟରେ ସବୁଆଡେ ଶୋକର ଛାୟା ଖେଳି ଯାଇଛି। ତେବେ ଆସନ୍ତୁ ଜାଣିବା ଏଥିନେଇ ଅଭିନେତ୍ରୀ ରଚନା ବାନାର୍ଜୀ କଣ କହିଛନ୍ତି।
କିଛି ଦିନ ତଳେ ଏକ ଦୁଃଖଦ ଘଟଣା ସମଗ୍ର ଦେଶ ଖେଳି ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ନଜରରେ ଆସିଥିଲା। ଆଉ ଏହି ଘଟଣା ଟିରେ ଜଣେ ସୁନାମଧନ୍ୟ ଅଭିନେତା ଯିଏ କି ଅନେକ ଫିଲ୍ମ ଓ ଟେଲିଭିଜନ ଶୋ ରେ ଅଭିନୟ କରି ସମସ୍ତ ହୃଦୟ କୁ ଜିତି ପାରିଥିଲେ। ଏହାକୁ ନେଇ ଏବେ ପୁଣି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯେଉଁଠାରେ ଲୋକପ୍ରିୟତା ହାସଲ କରିଥିବା ସୌନ୍ଦର୍ଯ୍ୟମୟୀ ଅଭିନେତ୍ରୀ ରଚନା ବାନାର୍ଜୀ ନଜର ରେ ଆସୁଛନ୍ତି। ତାଙ୍କୁ ସାରା ଦେଶେ ଫ୍ୟାନ୍ସ ମାନେ ରହିଛନ୍ତି ଆଉ ସେ ମଧ୍ୟ ବିଭିନ୍ନ ଭାଷାରେ ସିନେମା ସହିତ ଟିଭି ଶୋ ରେ ନିଜର ପ୍ରତିଭା ଦେଖାଇଛନ୍ତି। ଆଉ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ମଧ୍ୟ ଆପଣ ମାନେ ଭଲ ଭାବରେ ଜାଣିଥିବେ।
ଆଉ ନିକଟରେ ବେଙ୍ଗୋଲି ଅଭିନେତା ଅଭିଷେକ ଚାଟାର୍ଜୀ ଙ୍କ ପରଲୋକ ହୋଇଥିବା ବେଳେ ଅନେକ ନେତା ଓ ଅଭିନେତା ଏମିତି ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଥିଲେ ଯାହା ଦେଖିବାକୁ ମିଳିଥିଲା। ଆଉ ତାଙ୍କର ମାତ୍ର ୫୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଆଉ ତାଙ୍କର କିଛି ଦିନ ପୂର୍ବେ ଦେହର ଖରାପ ହୋଇଥିଲା ଯାହା ପାଇଁ ମେଡିକାଲ ଯାଇଥିଲେ ଆଉ ପରବର୍ତ୍ତୀ ସମୟରେ ଦେହାନ୍ତ ହୋଇଥିଲେ ମଜା ସୂଚନା ଯୋଗ୍ୟ। ଆଉ ଏହି ଘଟଣା ହୋଇ ଯିବା ପରେ ସାରା ଦେଶ ଏବେ ତାଙ୍କୁ ଝୁରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ମୃତ୍ୟୁ ପରେ ଅଭିନେତ୍ରୀ ରଚନା ବାନାର୍ଜୀ ଆସି ମୃତ ଶରୀର ପାଖରେ ପହଂଚି ଥିଲେ।
ଆଉ ତାଙ୍କର ବିୟୋଗ ପରେ ପହଂଚି ନିଜର କିଛି ସମୟ ବିତେଇଥିବା ଘଟଣା ବଖାଣି ଥିଲେ ଏବଂ କହିଥିଲେ ଯେ ତାଙ୍କର ଅଭିନୟ ସମସ୍ତଙ୍କୁ ଆଚଙ୍କିତ କରି ଦେଇଥାଏ। ଏମିତି ସେ ଏକ କଳାକାର ଯାହା ପାଇଁ ତାଙ୍କର ସ୍ଥାନ ପୂରଣ କରି ହେବ ନାହିଁ। ଆଉ ତାଙ୍କ ସହିତ ମଧ୍ୟ ଫିଲ୍ମ ରେ ଅଭିନୟ କରିଥିବା ନେଇ ସୂଚନା ଦେଇଛନ୍ତି। ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ତେବେ ଏମିତି ଏକ କଳାକାର ଥିଲେ ଯାହାର ଅଭିନୟ ରେ ଦର୍ଶକ ମାନେ କେବେ ତାଙ୍କୁ କେବେ ଭୁଲି ପାରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।