ଅଭିନେତା ବାବୁଶାନ ମହାନ୍ତି interview ସମୟରେ କାହିଁକି କହିଲେ ଏମିତି… ଦେଖନ୍ତୁ Video

ହଁ ବନ୍ଧୁଗଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଫିଲ୍ମ ଅଭିନେତା ବାବୁସାନଙ୍କୁ ତ ଆପଣମାନେ ଖୁବ ଭଲ ଭାବରେ ଜାଣିଥିବେ, ତାଙ୍କର ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ଙ୍କର ଏକମାତ୍ର ପୁଅ ଆଉ ବହୁତ କମ ବୟସରୁ ଫିଲ୍ମ ଜଗତକୁ ଆସି ବହୁତ ଓଡ଼ିଆ ଫିଲ୍ମ ଆମ ମାନଙ୍କୁ ଦେଇଛନ୍ତି , ଓ ତାଙ୍କର ଅଭିନୟ ଓ ସଂଗୀତ , ହିରୋ ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ କରିଛି ପାଗଳ |ଆଉ ବାବୁସାନଙ୍କ ଫିଲ୍ମର ଯାଦୁରେ ମଧ୍ୟ ସମସ୍ତେ ଆତ୍ମହରା ହେଇଯାନ୍ତି ଓ ଅପେକ୍ଷା କରି ରହିଥାନ୍ତି ସେହି ଦିନକୁ କେବେ ତାଙ୍କର ଫିଲ୍ମ ଆସିବ ଆଉ ସମସ୍ତେ ଫିଲ୍ମ ଦେଖି ତାର ମଜା ନେବେ, ତେବେ ଆଜି ଆମେ ପ୍ରେମମ ଫିଲ୍ମ ବିଷୟରେ ଆଲଚନା କରିବା |

ବାବୁସାନଙ୍କୁ ମଧ୍ୟ ଚକଲେଟ ହିରୋ ବୋଲି କୁହାଯାଏ କାରଣ ତାଙ୍କୁ ଦେଖିବାକୁ ଯେମିତି ଚକଲେଟ ପରି ତାଙ୍କର ଏକ୍ଟିଙ୍ଗ ବି ସେମିତି, ତାଙ୍କର ଅଭିନୟର ଯାଦୁରେ ସେ ସମସ୍ତଙ୍କୁ କରିଥାନ୍ତି ଆତ୍ମହରା , ତାହା ସହିତ ସେ ଭଲ କମେଡି ମଧ୍ୟ କରନ୍ତି, ଯାହା ଯୋଗୁ ଦର୍ଶକ ମାନେ ବେଶୀ ତାଙ୍କ ଆଡକୁ ଆକୃଷ୍ଟ ହେଇଯାଇଥାନ୍ତି |

ସେହିପରି ବହୁତ ଦିନ ପରେ ତାଙ୍କର ଗୋଟିଏ ଫିଲ୍ମ ଆସିଛି ପ୍ରେମମ, ଆଉ ସେହି ଫିଲ୍ମ ର ସୁଟିଂ ସରିଲା ପରେ , ଏକ ସାକ୍ଷାତକାରକୁ ଆସିଛନ୍ତି ବାବୁସାନ, ଆଉ ତାଙ୍କୁ ପ୍ରେମମ ଫିଲ୍ମ ବିଷୟରେ କିଛି ପ୍ରଶ୍ନ ପୋଚରାଯାଇଥିଲା | ଫିଲ୍ମ ର ଷ୍ଟୋରୀ ଅନୁସାରେ ବାବୁସାନ ତାଙ୍କର ପ୍ରେମ ପାଇଁ ଶେଷରେ ଜୀବନ ଦେଇଛନ୍ତି | ସେହି ଲଭ ଷ୍ଟୋରୀ କୁ ନେଇକି ବହୁତ ପ୍ରଶ୍ନ ପଚାର ଯାଇଥିଲା ଆଉ ସେ କହିଥିଲେ କି ବହୁତ ଦିନ ପରେ ମୋତେ ଗୋଟିଏ ମନ ପସନ୍ଦର ଫିଲ୍ମ ଟେ ମିଳିଛି , କିନ୍ତୁ ଫିଲ୍ମ ରେ କଣ ପାଇଁ ହିରୋ ମରିଗଲା ତାହା ମୁଁ କହିପାରିବିନି |

ଆଉ ବାବୁସାନଙ୍କୁ ମଧ୍ୟ ପଚାରା ଯାଇଥିଲା କି ଏହି ଫିଲ୍ମ କରି ସେ କେତେ ଖୁସି ଅଛନ୍ତି, ଆଉ ବାବୁସାନ ମଧ୍ୟ କହିଥିଲେ କି ବହୁତ ଦିନରୁ ମୁଁ ଏମିତି ଗୋଟେ ଫିଲ୍ମ ଆଶା କରିଥିଲେ |ଆଉ ସେ ଧନ୍ୟବାଦ ଜଣାଇଛନ୍ତି ତାପସ ସାରଙ୍କୁ, ନିର୍ଦେଶକ, ପ୍ର୍ରଯୋଜକଙ୍କୁ ଓ ଅଣ୍ଟାୟାର ଟିମ କୁ ଯାହା ପାଇଁ ଫିଲ୍ମଟି ଏତେ ସୁନ୍ଦର ହେଇପାରିଛି | ସେ ଶେଷରେ ଏତିକି କହିଛନ୍ତି କି ମୁଁ ବାସ ମୁଲିଆ ଲୋକ ସେତିକି, ଆଉ ମୁଁ ଫିଲ୍ମ ଟେ କରି ବହୁତ ଖୁସି ଅଛି |

ତେଣୁ ବାବୁସାନଙ୍କ ଏହି ପ୍ରେମମ ଫିଲ୍ମ ର ସାକ୍ଷାତ କାରରେ ଏପରି କହିବା ବର୍ତମାନ ସେସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ସେ ଫିଲ୍ମ କେବେ ଫିଲ୍ମ ହଲ ରେ ପଡିବ ସମସ୍ତେ ଅପେକ୍ଷା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment