Odisha News Portal

ମା ” ନା ରାକ୍ଷସୀ ! ବାରମ୍ବାର କାନ୍ଦୁଥିଲା ଶିଶୁ, ମା’ ମୁହଁରେ ଲଗାଇଦେଲା Fevi kwik ତାପରେ ଯାହା ହେଲା ଜାଣିଲେ ଆପଣ ସେହି ମାଙ୍କୁ କଣ କଣ କହିଦେବେ ?

ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସିଛି , ଯାହା ଆପଣ ମାନେ ଶୁଣିଲେ କେବେ ବି ବିଶ୍ବାସ କରି ପାରିବେ ନାହିଁ । ଆଉ ତାହା ଶୁଣିବା ପରେ ପୂରା ଚକ୍କିତ ହୋଇଯିବେ । ତେବେ ଘଟଣାଟି ହେଉଛି ଶିଶୁ କାନ୍ଦରେ ବିରକ୍ତ ହୋଇ ମା’ ତାର ପିଲାର ଓଠରେ ଫେବିକୁଇକ୍ ଲଗାଇ ଦେଲେ, ଆଉ ତାହା ପରେ ଯାହା ହେଲା ତାହା କହିବା ପାଇଁ ମଧ୍ୟ ଯୋଗ୍ୟ ନୁହଁ । ଯାହା ସମାଜରେ ଆଦୌ ଗ୍ରହଣୀୟ ନୁହଁ କିମ୍ବା ଉପସ୍ଥାପନର ଯୋଗ୍ୟ ମଧ୍ୟ ନୁହଁ ।ତେବେ ହଁ ଆଜ୍ଞା ଆପଣ ମାନେ ସଂମ୍ପୂର୍ଣ୍ଣ ଭାବରେ ଠିକ୍ ଶୁଣିଛନ୍ତି ।

ତେବେ ଏହି ଖବର ଟି ଶୁଣିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ଏକ ଶକ୍ତ ଝଟକା ଲାଗିଥିବ । କିନ୍ତୁ ଏହି ଘଟଣାଟି ହେଉଛି ନିରାଟ ସତ୍ୟ । ତେବେ ଚାଲନ୍ତୁ ଜାଣିବା କଣ ରହିଥିଲା ଏହା ପଛରେ ପ୍ରକୃତ ରହସ୍ୟ ଏବଂ କଣ ପାଇଁ ନିଜ ଜନ୍ମ କରିଲା ମାଁ ହୋଇ ତା ଶିଶୁ ଉପରେ ଏତେ ନିର୍ଦ୍ଧୟ ହୋଇ ପାରିଲା ।

କିନ୍ତୁ ସେଥି ପାଇଁ ଆପଣ ମାନେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଏପରି ଏକ ଅମାନବୀ ଘଟଣା ଘଟିଛି ବିହାର ରେ । ତେବେ ବିହାର ର ଛପରାରୁ ଏକ ଅଭାବନୀୟ ତଥା ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଶିଶୁ କାନ୍ଦରେ ବିରକ୍ତ ହୋଇ ନିଜ ଜନ୍ମ କରିଲା ମା’ ତାର ଓଠରେ ଫେବିକୁଇକ୍ ଲଗାଇ ଦେଇଥିଲା ।

ଆଉ ଏହାପରେ ଶିଶୁର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା ଏବଂ ଚିକିତ୍ସା ପାଇଁ ପିଲାଟିର ବାପା ତୁରନ୍ତ ହସ୍ପିଟାଲ୍ ରେ ଭର୍ତ୍ତି କରାଇଥିଲେ । ସେହି କଅଁଳ ପିଲାଟିର ବାପା ଙ୍କ କହିବାନୁସାରେ, ମୋର ଛୁଆ ବାରମ୍ବାର କାନ୍ଦିବାକୁ ଲାଗିଥିଲା ଏବଂ ଏହାର କିଛି ସମୟ ପରେ ମୁଁ କାମରୁ ଫେରିଲା ବେଳକୁ ଶିଶୁ ପୂରା ଚୁପ୍ ହୋଇଯାଇଥିଲ । ଶିଶୁକୁ ଦେଖି ମୋତେ ଲାଗିଲା କି ସେ କିଛି କହିବାକୁ ଚେଷ୍ଟା କରୁଛି । କିନ୍ତୁ କହି ପାରୁ ନାହିଁ ଏବଂ ତା’ର ମୁହଁ ରୁ ନାଳ ବାହାରିବାରେ ଲାଗି ଥାଏ ।

ଆଉ ଏହା ପରେ ପତ୍ନୀ ଙ୍କୁ ଯେତେବେଳେ ଏ ବିଷୟ ରେ ପଚାରି ଥିଲି ସ୍ତ୍ରୀ କହି ଥିଲେ କି ଶିଶୁ ବାରମ୍ବାର କାନ୍ଦିବାକୁ ଲାଗି ଥିଲା । କୌଣସି ବି ପ୍ରକାରେ ଚୁପ୍ ହେବାର ନାଁ ହିଁ ଧରୁ ନ ଥିଲା , ତେଣୁ ବାଧ୍ୟ ହୋଇ ତାକୁ ଚୁପ୍‌ କରାଇବା ପାଇଁ ସେ ତା’ର ଓଠରେ ଅଠା ଲଗାଇ ଦେଇ ଥିଲେ ।

ଏହା ପରେ ଶିଶୁ କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଛି । ତେବେ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଆଉ ଏପରି ଏକ ଘଟଣା ବିଷୟ ରେ ଜାଣିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ରହି ଯାଇ ଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।