Odisha News Portal

ଅଭିନେତା ସବ୍ୟସାଚୀ ଯୌତୁକ ରେ ଅର୍ଚ୍ଚିତା ଙ୍କ ପାଖରୁ ଯାହା ଆଣିଲେ ଜାଣିଲେ ମୁଣ୍ଡ ଖରାପ ହୋଇଯିବ,ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆମେମାନେ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ପ୍ରଜାରର ନୀତି ଅବଲମ୍ବନ କରିଥାଉ ଯେମିତି ଫିଲ୍ମ,ସଙ୍ଗୀତ,ଗପ,ବହି ପଢି,ଇତ୍ୟାଦି। ମନୋରଞ୍ଜନ ଦୁନିଆରେ ଆମ ଓଡିଶାରେ ବର୍ତ୍ତମାନ ବହୁତ ସାରା ଫିଲ୍ମ ମଧ୍ୟ ଆସୁଛି। ସେଥିରେ କିଛି ଫିଲ୍ମ ସୁପର ହିଟ ହୁଏ। ଫିଲ୍ମ ର ଷ୍ଟାର ମାନେ ମଧ୍ୟ ଦର୍ଶକ ବା ଫ୍ୟାନ୍ସ ମାନଙ୍କ ହୃଦୟ ଜିତି ଥାଆନ୍ତି। ସେହି ଷ୍ଟାର ମାନଙ୍କ ମଧ୍ୟରେ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। ଅଭିନେତା ସବ୍ୟସାଚୀ ସେ ତାଙ୍କ ଜୀବନରେ ବହୁତ ସାରା ଆଲବମ ଏବଂ ଫିଲ୍ମ କରିଛନ୍ତି। ତାଙ୍କର ଅଭିନୟ ବଳରେ ସମସ୍ତଙ୍କ ମନକୁ କିଣି ପାରିଛନ୍ତି ଏବଂ ଅର୍ଚ୍ଚିତା ସେ ଏକ ବହୁତ ସୁନ୍ଦର ଅଭିନେତ୍ରୀ ଆଉ ତାଙ୍କ ଅଭିନୟ ଦର୍ଶକ ଙ୍କୁ ଆଚଙ୍କିତ କରିଦିଏ। ଆସନ୍ତୁ ଜାଣିବା ଦୁହିଁଙ୍କ ବିଷୟରେ।

ଅଭିନେତା ସବ୍ୟସାଚୀ ପ୍ରଥମେ ସମାଜ ପ୍ରେମୀ ମଧ୍ୟ । ସେ ଏବଂ ଅର୍ଚ୍ଚିତା ଦୁହେଁ ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି। ଧୀରେ ଧୀରେ ଦୁହିଁକ ମଧ୍ୟରେ ପସନ୍ଦ ହୋଇଥିଲେ। ତା ପରେ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଭଲ ପାଇବା ଆଗକୁ ଯାଇଥିଲା ଏବଂ ପରେ ଦୁହେଁ ଘରେ କହିଥିଲେ। ଆସନ୍ତୁ ଜାଣିବା ପରବର୍ତ୍ତୀ ଖବର।

ତାଙ୍କ ଘରେ ସବୁ ବାହାଘର ପାଇଁ ରାଜି ହୋଇ ଯାଇଥିଲେ। ଗତ ସୋମବାର ଦିନ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କର ରାଜସ୍ଥାନ ରେ ବାହାଘର ହୋଇଥିଲା। ଏହି ବାହାଘର ରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କ ପାଖରୁ କେତେ ଯୌତୁକ ଆଣିଥିଲେ ଜାଣିବା ପାଇ ଭିଡ଼ିଓ ଟିକୁ ଶେଷ ଯାଏ ଦେଖନ୍ତି।

ସୋମବାର ଦିନ ରାଜସ୍ଥାନର ଗୋଟିଏ ବିଳାସ ପୂର୍ଣ ସ୍ଥାନରେ ହିନ୍ଦୁ ରୀତିନୀତି ରେ ବାହାଘର ହୋଇଥିଲା। ଦୁହିଁଙ୍କର ୧୩ ବର୍ଷ Film Life ରୁ Real Life ରେ ଏକାଠି ହୋଇଥିଲେ ଜାହାକୁ ନେଇ ଏବେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଚର୍ଚ୍ଚା। ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଏକାଠି ଫିଲ୍ମ ରେ ଆସିଥିଲେ ଏବଂ ଫିଲ୍ମ ର ନାଁ “ ମୁ ସପନର ସୌଦାଗର” । ତା ପରେସେ ଦୁହେଁ ୧୦ ରି ଅଧିକ ଫିଲ୍ମ ରେ ଏକାଠି ଅଭିନୟ କରି ଥିବାର ଦେଖିବାକୁ ମିଳିଛି।

ସବ୍ୟସାଚୀ ଏବଂ ଅର୍ଚ୍ଚିତା ସୁନ୍ଦର ଯୋଡି କୁ ବହୁତ ଷ୍ଟେଜ ପରଫର୍ମନ୍ସ ଏବଂ ଅଡିସନ ରେ ଦେଖିବାକୁ ପାଇଥିବେ।ଏହି ବାହାଘର ଟି ରାଜସ୍ଥାନ ରେ ହୋଇଥିଲା ବୋଲି ଆପଣ ମାନେ ଜାଣିଥିବେ । ବାହାଘର ରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କଠାରୁ କିଛି ବି ଯୌତୁକରେ ନେଇ ନାହାନ୍ତି କାରଣ ଆପଣ ମାନେ ଜାଣିଥିବେ ସେ ଦୁହେଁ ପରସ୍ପର ପରସ୍ପର କୁ ବହୁତ ଭଲ ପାଇଁ ଥାଆନ୍ତି।

ସବ୍ୟସାଚୀ ଅର୍ଚ୍ଚିତା ଙ୍କ ଠାରୁ କେବଳ ଯୌତୁକ ରେ ହାର୍ଟ ବା ଦିଲ ବା ମନ ନେଇଛନ୍ତି ଅନ୍ୟ କିଛି ନୁହେଁ। ଆଉ ବିବାହ ଘରେ ଯୌତୁକ ନେବା ତା ଆମ ଓଡିଶାରେ ଦଣ୍ଡନୀୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।