Breaking News -ଏବେ ଏବେ ସିନେମା ଜଗତରୁ ଆସିଲା ବହୁତ ବଡ଼ ଦୁଖଦଃ ଖବର ! ଏହି ବରିଷ୍ଠ ଅଭିନେତାଙ୍କ ହୃଦଘାତ ରେ ପରଲୋକ…ଦେଖନ୍ତୁ video ….

ଆସିଲା ସବୁଠାରୁ ବଡ଼ ଦୁଃଖଦ ଖବର ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାଁନ୍ତି। ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଯାହାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହଁ ଆଜ୍ଞା ମାତ୍ର ୪୬ ବର୍ଷ ବୟସରେ ଏହି ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଙ୍କର ପରଲୋକ ଘଟିଛି। ଜିମ୍ ରେ ୱାର୍କ ଆଉଟ୍ କରୁଥିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ଆଉ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଆପଣ ଏହି ସବୁ ଟେଲି ଅଭିନେତାଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ଅନେକ ସିରିଏଲ୍ ରେ ନଜର ଆସିଛନ୍ତି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ। ସିଦ୍ଧାନ୍ତ ଟିଭି ସିରିଏଲ କୁସୁମ୍, ବାରିସ୍, ସୂର୍ୟପୁତ୍ର, କରନ୍ ପାଇଁ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ। ନିଜ ଫିଟନେସ ଉପରେ ବହୁତ୍ ଧ୍ୟାନ ଦେଇଥିଲେ ସିଦ୍ଧାନ୍ତ। ତାଙ୍କର ଏହି ଅକାଳ ବିୟୋଗ ଭାଙ୍ଗି ପଡିଛନ୍ତି ପୁରା ପରିବାର। ସିଦ୍ଧାନ୍ତଙ୍କ ସ୍ତ୍ରୀ ଆଲିଶା ରାଉତ ଏବଂ ଦୁଇ ପିଲା ଦୁଃଖ ରେ ଭାଙ୍ଗି ପଡିଛନ୍ତି। ସିଦ୍ଧାନ୍ତଙ୍କ ଏପରି ଅକାଳ ବିୟୋଗ କୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ଫ୍ୟାନସ୍ ମାନେ।ଟିଭି ଅଭିନେତା ଜୟ ଭାନୁଶାଳୀ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଙ୍କ ଅକାଳ ବିୟୋଗର ଖବର ଫ୍ୟାନସ୍ ମାନଙ୍କୁ ଜଣାଇ ଥିଲେ।
ତେବେ କୁହା ଯାଉଛି କି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାଁନ୍ତି ଶୁକ୍ରବାର ସକାଳେ ଚୀନର ଏକ ଜିମ୍ ରେ ୱାର୍କ୍ ଆଉଟ୍ କରୁଥିବା ସମୟରେ ଅଚାନକ ସିଏ ଅସୁସ୍ଥ ମନେ କରିଥିଲେ ଏହାପରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ଆଉ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡ଼ାକ୍ତର ମାନେ ସିଦ୍ଧାନ୍ତଙ୍କୁ ବଞ୍ଚାଇବା ପାଇଁ ବହୁତ୍ ପ୍ରୟାସ କରିଥିଲେ ମଧ୍ୟ ଅସଫଳ ହୋଇ ଥିଲେ।

ତେବେ ରାଜଶ୍ରୀ ବାସ୍ତବ ଏବଂ ଦିପେଶଙ୍କ ପରେ ଏହା ତୃତୀୟ ଘଟଣା ଯେଉଁଠି ଜିମ୍ ରେ ୱାର୍କ୍ ଆଉଟ୍ ସମୟରେ କୌଣସି ଅଭିନେତା ଙ୍କ ମୃତ୍ୟୁ ଘଟିଛି। ଜୟ ଭାନୁସାଲି ସିଦ୍ଧାନ୍ତଙ୍କ ଫୋଟ ସେୟାର କରି ଲେଖିଛନ୍ତି ଭାଇ ତମେ ଜଲଦି ଚାଲିଗଲ। ସେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଜୟ କହିଥିଲେ କି ତାଙ୍କୁ ଜଣେ କମନ୍ ସାଙ୍ଗ ଏ ବାବଦରେ ସୂଚନା ଦେଇଥିଲେ। ତେବେ ଏହି ଖବର ବର୍ତ୍ତମାନ ସମୟରେ ସମସ୍ତଙ୍କୁ ମର୍ମାହତ କରିଛି।ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାଁନ୍ତି ଯାହାକୁ ନେଇ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment