Odisha News Portal

ଜରୁରୀ ଖବର – ଆଉ ମୋବାଇଲ କୁ ଆସିବନି SMS କି OTP ଆଜି ହିଁ ଶୀଘ୍ର କରନ୍ତୁ ଏହି କାମ ନଚେତ ପସ୍ତେଇବେ

0 134

ବନ୍ଦ୍ ହୋଇପାରେ ମୋବାଇଲ ସର୍ଭିସ୍ । ମୋବାଇଲ କୁ ଆଉ ଆସି ନପାରେ ଓଟିପି । ଆଉ ତିନି ଦିନ ପରେ ବନ୍ଦ୍ ହୋଇପାରେ ଏସେମେସ ସର୍ଭିସ୍ ଏବଂ ଫୋନ୍ କୁ ନ ଆସିପାରେ ଓଟିପି । ଟେଲିକମ ରେଗୁଲେଟରି ଅଥରିତୀ ଅଫ୍ ଇଣ୍ଡିଆ ଅର୍ଥାତ୍ ଟ୍ରାଇ ବ୍ୟାଙ୍କ୍ ଲଜିଷ୍ଟିକ ତଥା ଈ କମର୍ସ ବ୍ୟବସାୟ ୟୁନିଟ ଗୁଡିକ ଗୁଡ଼ିକ ଗ୍ରାହକ ମାନଙ୍କୁ ବହୁ ମୂଲ୍ୟ ର ବାଣିଜ୍ୟିକ ସେବା ପଠାଇବା ପାଇଁ ଦେଲି ମାର୍କେଟ ସେବା ର ତିନି ଦିନ ରେ ରେଜିଷ୍ଟ୍ରେସନ୍ ପକ୍ରିୟା ସମ୍ପୂର୍ଣ କରିବା ପାଇଁ କହିଛନ୍ତି ।

ଯଦି କୌଣସି କମ୍ପାନୀ ଏହାକୁ ମାନନ୍ତି ନାହିଁ ତେବେ ସେମାନଙ୍କ ଗ୍ରାହକ ମାନଙ୍କ ପାଖକୁ ଇ କମର୍ସ ତରଫରୁ ଯାଉଥିବା ମେସେଜ ପକ୍ରିୟା ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ।

ଆଉ ଏଭଳି ପରିସ୍ଥିତି ରେ ଗ୍ରାହକ ମାନେ ବ୍ୟାଙ୍କିଙ୍ଗ ସପିଙ୍ଗ ସମେତ ଅନ୍ୟ ଗୁଡ଼ିକ ସେବା ରେ ଓ କାର୍ଯ୍ୟ ରେ ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି। ତିନି ଦିନ ର ସମୟ ଦେଲା ଟ୍ରାଇ । ଟ୍ରାଇ ର ସୂଚନା ଅନୁସାରେ ଏହି ଏସେମେସ , ସ୍ପାମ ମେସେଜ , ଅନଲାଇନ୍ ଠକେଇ ଉପରେ ଲଗାମ କସିବାକୁ ଅଣା ଯାଇଛି । ସେହି ଭଳି ଭାବେ ଯେଉଁ କମ୍ପାନୀ ମାନେ ଏହି ନିୟମାବଳି କୁ ଅନୁସରଣ କରି ନାହାନ୍ତି ସେମାନଙ୍କୁ ନୂତନ ନିୟମ କୁ ଅନୁସରଣ କରି ପଞ୍ଜିକରଣ ପକ୍ରିୟା ତିନି ଦିନ ରେ ଶେଷ କରିବାକୁ ସମୟ ଦିଆ ଯାଇଛି।

ଯଦି କୌଣସି କମ୍ପାନୀ ଏହି ନିୟମ ଅନୁସାରେ କାମ ନକରନ୍ତି ତେବେ ସେମାନଙ୍କ ନାମ ସମ୍ପୂର୍ଣ କମ୍ପାନୀ ୱେବସାଇଟ ରେ ଏକ ଡିଫଲ୍ଟ କମ୍ପାନୀ ବୋଲି ସୋ କରିବ। ତେବେ ଏସେମେଶ୍ ସେବା ରେ ବାଧା ହେବାରୁ ବ୍ୟାଙ୍କ୍ , ଇ କମର୍ସ ସେବା କମ୍ପାନୀ ମାନଙ୍କ ରେ ଏସେମେଶ୍ ଆସିବା ପାଇଁ ବହୁତ୍ ବିଳମ୍ବ ହେଉ ଥିଲା । ହେଲେ ଏହି ସମସ୍ୟା କୌଣସି ଏକ ନେଟୱର୍କ କିମ୍ବା ଆପ କାରଣ ରୁ ନୁହଁ ବରଂ ସବୁ କ୍ଷେତ୍ର ରେ ଥିଲା । କୋ ଇଁନ ଓଟିପି ଓ ଦେବିଟ କାର୍ଡ ରେଜିଷ୍ଟ୍ରେସନ ପାଇଁ ବ୍ୟାଙ୍କ୍ ଓଟିପି , ଭେରିଫିକେଶନ ଓଟିପି ଆସିବା ପାଇଁ ବିଳମ୍ବ ହେଇଥିଲା ।

sms ସହିତ ଜଡିତ ନୂତନ ନିୟମାବଳୀ କାର୍ଯ୍ୟକାରୀ କରା ଯାଇଛି। ଏବେ sms ଜରିଆ ରେ ହେଉଥିବା ଠକାମୀ କୁ କିଛି ମାତ୍ରା ରେ ରୋକା ଯାଇ ପାରିବ। ନୂଆ sms କୁ ଲାଗୁ କରିବା ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଥିବା କାରଣ ରୁ ବାଧ୍ୟ ହୋଇ ଟ୍ରାଇ କୁ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ପଡିଛି । ଏହି ସମସ୍ୟା ର ଜଲ୍ଦୀ ସମାଧାନ ହେବ ବୋଲି ଆଶା କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।