ଆଉ କିଛି କହିବାର ନାହିଁ… ହଠାତ କାହିଁକି ଏମିତି କହିଲେ Sidhanta Mohapatra… ଦେଖନ୍ତୁ Video

ବନ୍ଧୁଗଣ ଓଡ଼ିଆ ଫିଲ୍ମ୍ ଜଗତର ଜଣେ ଲୋକପ୍ରିୟ, ବର୍ଷୀୟାନ ଏବଂ ପ୍ରମୁଖ କଳାକାର ହେଉଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଓଡ଼ିଶାର ଘରେ ଘରେ ସେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କୁ କିଏ ବା ଭଲ ନପାଏ। ଆପଣ ତ ଜାଣିଛନ୍ତି ଅଭିନୟ ଜଗତର କଳାକାର ମାନେ ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ଅଭିନୟ ଜଗତର କଳାକାର ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।

ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଯଦି ଆମେ ଓଡ଼ିଶାର ସିନେ ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ।ସିନେ ଜଗତର କଳାକାର ମାନଙ୍କ ପ୍ରତି ସମସ୍ତଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ତେବେ ସିନେମା ଦୁନିଆର କିଛି ଏମିତି କଳାକାର ଅଛନ୍ତି ଯେଉଁମାନେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅନ୍ୟତମ।ସେ ଅନେକ ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ପରିଚିତ।ସେ ଦର୍ଶକ ଏବଂ ପ୍ରସଂଶକ ମାନଙ୍କ ଉପରେ ତାଙ୍କର ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାରେ ଲାଗିଛନ୍ତି। ତେବେ ଏହି ଅଭିନେତା ଜଣଙ୍କ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ତାଙ୍କର ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି ସିନେପ୍ରେମୀଙ୍କୁ।

ତାଙ୍କ ଅଭିନୀତ ଫିଲ୍ମ ପ୍ରେକ୍ଷାଳୟକୁ ଆସିଲେ ତାଙ୍କ ପାଇଁ ଦର୍ଶକ ଉତ୍ସାହର ସହିତ ଫିଲ୍ମ୍ ଦେଖିବାକୁ ଯାଆନ୍ତି। ସେହିଭଳି ତାଙ୍କର ଏକ ଫିଲ୍ମ୍ ପ୍ରେମମ ଏବେ ହଲ୍ ରେ ପଡିଥିବା ବେଳେ ଆଉ ଏକ ଫିଲ୍ମ୍ ଯାହାର ନାମ ହେଉଛି ଚନ୍ଦ୍ରିକା, ତାହା ଆଗକୁ ଆସିବାକୁ ଯାଉଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର।ସେ କହିଛନ୍ତି ଦର୍ଶକ ଭଲ ଫିଲ୍ମ୍ ଟେ ଦେଖନ୍ତୁ। ଓଡ଼ିଆ ଫିଲ୍ମକୁ ଭଲ ପାଆନ୍ତୁ, ଆଶିର୍ବାଦ କରନ୍ତୁ। ଫିଲ୍ମ୍ ଇଣ୍ଡଷ୍ଟ୍ରି ପ୍ରତି ସମସ୍ତଙ୍କ ସହଯୋଗ, ଭଲପାଇବା ରହିଲେ ଆଗକୁ ଆହୁରି ଭଲ ଫିଲ୍ମ୍ ସବୁ ଆସିବ।ଏହି ଫିଲ୍ମ୍ ଟି ମଧ୍ୟ ଦର୍ଶକଙ୍କୁ ବହୁତ୍ ଭଲ ଲାଗିବ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment