Odisha News Portal

ଆଶ୍ଚର୍ଯ୍ୟ ! ଯେବେ ହଠାତ ହେଲେ 91 ବର୍ଷର ମହିଳା ପ୍ରେଗନେଣ୍ଟ, ତା’ ପରେ ଯାହା ହେଲା ଦେଖିଲେ ହୋସ ଉଡିଯିବ…

ଅନେକ ଘଟଣା ଯାହା ଆମେ ଦେଖିବାକୁ ପାଉଛୁ ଆମ ଦୈନନ୍ଦିନ ଜୀବନରେ ତାହା ବାସ୍ତବରେ ସବୁବେଳେ ସମାନ ହୋଇ ନଥାଏ। ବିଭିନ୍ନ ଦିଗକୁ ଏହା ସୂଚାଇଥାଏ। ବେଳେବେଳେ ଏହା ଆମକୁ ବାଧ୍ୟ କରିଥାଏ ଏହା ଭାବିବାକୁ ଯେ ଏ ଦୁନିଆ କେତେ ପରିବର୍ତ୍ତନ ହୋଇ ଗଲାଣି ଏବଂ ଏ ଦୁନିଆର ଲୋକେ ମଧ୍ୟ କିଭଳି ଭାବରେ ପରିବର୍ତ୍ତନଶୀଳ। ତେବେ ଏହା ନିଶ୍ଚିତ ଯେ କାହା ସହ କେତେବେଳେ କଣ ଘଟିବ ତାହା କହିବା ସମ୍ଭବ ନୁହେଁ। ତଥାପି କିଛି ଘଟଣା ଏପରି ହୋଇଥାଏ ଯେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ହିଁ ହୋଇଥାଏ। ଆଜି ଆମେ ସେହିପରି ଆପଣଙ୍କୁ ଏକ ହୃଦୟସ୍ପର୍ଶୀ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ।

ଆମେ ଯେଉଁ କାହାଣୀକୁ କହିବା ପାଇଁ ଯାଉଛୁ ତାହା ସବୁଠାରୁ ଭିନ୍ନ ଏବଂ ଏକ ସୁନ୍ଦର ପ୍ରେମ ସମ୍ପର୍କ ର କାହାଣୀ। ଏଠାରେ ଦୁଇଟି ଚରିତ୍ର ଯଥା ୯୦ ବର୍ଷର ଅଷ୍ଟିଲା ମ୍ୟାଲେଣ୍ଡିସ ଏବଂ ୯୧ ବର୍ଷର ତାଙ୍କର ସ୍ଵାମୀ ମ୍ୟାନୁଲ ରହିଛନ୍ତି। ଯେଉଁମାନେ ବିବାହ ପରେ ସୁନ୍ଦର ଭାବରେ ତାଙ୍କର ବୈବାହିକ ଜୀବନକୁ ଅତିବାହିତ କରୁଥିଲେ।ଏଠାରେ ଏହି ୯୧ ବର୍ଷ ବୟସ୍କ ମହିଳା ଜଣଙ୍କ ୬୦ ବର୍ଷ ଧରି ପ୍ରେଗନେଣ୍ଟ ରହିଥିଲେ।୭୪ ବର୍ଷ ପର୍ଯ୍ୟନ୍ତ ବୈବାହିକ ଜୀବନକୁ ଭଲ ଭାବରେ ନିଭାଇବା ପରେ ଏହି ଦମ୍ପତ୍ତି ଅଲଗା ହୋଇଥିଲେ।ଅଚାନକ ଭାବରେ ଅଷ୍ଟିଲାଙ୍କ ସ୍ଵାମୀ ୯୧ ବର୍ଷ ବୟସରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କୁ ଛାଡି ଚାଲିଗଲେ।

ଆଉ ସେତେବେଳକୁ ମହିଳାଙ୍କ ୟୁଟ୍ରେସ ରେ ଗୋଟିଏ ଟ୍ଯୁମର ହେଇଥିଲା ଯାହାକୁ ଅପେରେସନ ମଧ୍ୟ କରା ଯାଇଥିଲା। ପୁଣି ପୁନର୍ବାର ଯେତେବେଳେ ଟ୍ଯୁମର ହେଲା ଏବଂ ସେ ଡାକ୍ତର ପାଖକୁ ଗଲେ ସେତେବେଳେ ଡାକ୍ତର ଭଲ ଭାବରେ ନିରୀକ୍ଷଣ କରିବାରୁ ଜଣା ପଡିଲା ଯେ ସେ ପ୍ରାୟ ୬୦ ବର୍ଷ ରୁ ପ୍ରେଗନେଣ୍ଟ ଅଛନ୍ତି।

ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ମିଛ ଲାଗୁଥିଲେ ମଧ୍ୟ ସତ।ଏହା ପୁରା ଦୁନିଆରେ କିଛି ମହିଳାଙ୍କୁ ହୋଇଥାଏ।ଏବଂ ଏହି କଣ୍ଡିସନ କୁ ଲିପୋପିଡିଓ ନାମରେ ମଧ୍ୟ ଜଣା ଯାଇଥାଏ।ଏହି କଣ୍ଡିସନ୍ ରେ ନିଜ ମା ପେଟ ବାହାରେ ପିଲା ବଢିବାକୁ ଲାଗିଥାନ୍ତି ଏବଂ ଏହି କଣ୍ଡିସନ ବହୁତ କ୍ଵଚିତ ହେବା ସହିତ ବହୁତ ଭୟାନକ ମଧ୍ୟ ହୋଇଥାଏ।

ଆଉ ଏହି ଅବସ୍ଥାରେ ପେଟରେ ବଢୁ ଥିବା ପିଲାକୁ ଷ୍ଟୋନ ବେବି ବୋଲି କୁହା ଯାଇଥାଏ। ଆଉ ଏହି ଘଟଣାରେ ମହିଳା ଜଣଙ୍କ ଏସବୁ ବିଷୟରେ ଜାଣିବା ପରେ ନିଷ୍ପତ୍ତି ନେଲେ ଯେ ସେ ଏହି ପିଲାକୁ ଅପରେସନ କରି ବାହାର କରିବେ ନାହିଁ। କାରଣ ଏହା ତାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ। ତେଣୁ ସେ ଏହି ପିଲାକୁ ତାଙ୍କ ପେଟ ଭିତରେ ରଖିବାକୁ ଚାହିଁଲେ ଏବଂ ତାହା ହିଁ ଶେଷରେ ଘଟିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।