ଦେଖନ୍ତୁ Exclusive ଭିଡ଼ିଓ : ପବନରେ ଉଡିଲେ ଅଟୋ ଡ୍ରାଇଭର, ଭିଡିଓ ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ….

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଥାଏ, ଯାହାକୁ ଦେଖିବା ମାତ୍ରକେ ବହୁତ ଆଶ୍ଚର୍ଯ୍ୟ ଲାଗିବା ସହିତ ସେହି ଦୃଶ୍ୟକୁ ଦେଖିଲେ ମଧ୍ୟ ବିଶ୍ୱାସ କରି ହୋଇ ନଥାଏ। ଏଭଳି ଅନେକ ଦୃଶ୍ୟ ଦେଖିବା ପାଇଁ ମିଳିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ନିକଟରେ ଏକ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଜଣେ ଅଟୋ ଡ୍ରାଇଭର ଉଡୁ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବେଙ୍ଗାଲୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ସେହି ସହରର ଟିସୁ ପାଲାଏ ରୋଡ଼ରେ ଏକ ଟେଲିକମ୍ ତାର ଝୁଲୁ ଥିଲା। ଟେଲିକମ୍ ତା’ର ଟି ଢିଲା ଥିବାରୁ ଓହଳି ରାସ୍ତାରେ ପଡି ଯାଇ ଥିଲା। ସେହି ବାଟ ଦେଇ ଏକ ଅଟୋ ଯାଉ ଥିଲା ଓ ଅଟୋ ଚକାରେ ତାରଟି ଲାଗି ଯାଇ ଥିଲା। ଅଟୋଟି ଯିବାରେ ବହୁତ ଅସୁବିଧା ହେଉଥିଲା। ସେଥିପାଇଁ ଅଟୋ ଚକାରେ ଲାଗି ଥିବା ତରକୁ ବାହାର କରିବା ପାଇଁ ଅଟୋ ଡ୍ରାଇଭର ଜଣଙ୍କ ଅଟୋରୁ ଓଲ୍ହାଇ ତାରକୁ ବାହାର କରୁଥିଲେ।

ଠିକ ସେହି ସମୟରେ ଆଉ ଏକ ଗାଡି ଆସି ତାରରେ ଫସି ଯାଇ ଥିଲା। ଯାହା ଫଳରେ କି ଅଟୋ ଡ୍ରାଇଭର ଜଣଙ୍କ ଛିଟିକି ପଡିଥିଲେ। ସେହି ସମୟରେ ସୁନିତା ନାମକ ଜଣେ ମହିଳା, ତାଙ୍କର ବୟସ ୪୨ ବର୍ଷ ଅଟେ। ସେହି ବାଟ ଦେଇ ଅନ୍ନପୂର୍ଣ୍ଣ ଶ୍ୱରୀ ଯାଉ ଥିଲେ ଓ ସେତେକି ବେଳେ ଜଣେ ତାଙ୍କୁ ଡାକି ଥିଲେ ଓ ସେ ପଛକୁ ଅନାଇଲା ବେଳେ, ସେହି ସମୟରେ ଅଟୋ ଡ୍ରାଇଭର ଜଣଙ୍କ ଖୁବ ଜୋର ଭାବରେ ଛିଟିକି ଯାଇ ତାଙ୍କ ଉପରେ ପଡି ଯାଇ ଥିଲେ। ଏହି ଦୃଶ୍ୟଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା।

ତେବେ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେବେ ମହିଳାଙ୍କ ଉପରେ ପଡି ଯିବା ଫଳରେ ତାଙ୍କ ବେକରୁ ପ୍ରବଳ ରକ୍ତ ବାହାରି ଥିଲା। ଏହା ପରେ ସେ ବହୁତ ଗୁରୁତ୍ବର ହୋଇ ଯାଇ ଥିଲେ ଓ ଗୁରୁତ୍ବର ଅବସ୍ଥାରେ ତାଙ୍କୁ ମେଡିକାଲରେ ନେଇ ଭର୍ତ୍ତି କରା ଯାଇ ଥିଲା ଓ ତାଙ୍କ ଦେହରେ ୫୨ ଟି ଷ୍ଟିଜ ପଡି ଥିଲା। ଏହି ଘଟଣା ପରେ ପୋଲିସ ଟେଲିକମ୍ କମ୍ପାନୀ ନାଁ ରେ ମାମଲା ରୁଜୁ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment