ଆଶ୍ଚର୍ଯ୍ୟ ! ଭଉଣୀ ବାହାଘରରେ ବର ହେଲା ଭାଇ… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ କଥାଟି ଶୁଣି ଆପଣ ମାନଙ୍କୁ ଅର୍ଚଯ୍ୟ ଲାଗୁଥିବ କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ୍ୟ, ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀ ପୋଖରୀ ଶୋଷଦା ଅଞ୍ଚଳରେ, ଘଟଣାରୁ ଯାହା ଜଣା ପଡିଛି ଏହି ଅଞ୍ଚଳର ବିନା ସାମଲ ପ୍ରେମ ବିବାହ କରିଥିଲେ ଜଣେ ଝିଅ ଜ୍ୟୋତ୍ସ୍ନା ଙ୍କୁ କିନ୍ତୁ ଭଉଣୀର ବାହାଘର ବେଳେ ପହଞ୍ଚି ଥିଲେ ଜ୍ୟୋତ୍ସ୍ନା ତାଙ୍କ କୁନି ପୁଅ କୁ ନେଇ ଠିକ ଏତିକି ବେଳେ ଆରମ୍ଭ ହେଇଥିଲା ହାଇ ଭଲ୍ଟେଜେ ଡ୍ରାମା |

ଘଟଣା ର ଅନୁଧ୍ୟାନ ପରେ ଯାହା ଜଣା ପଡିଛି ବିନା ସାମଲ ଓ ଜ୍ୟୋତ୍ସ୍ନା ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗୋଡ଼ିଉଠିଥିଲା ଏମିତି କି ଜ୍ୟୋତ୍ସ୍ନା ଙ୍କୁ ଅପହରଣ କରିବା ମାମଲା ରେ ବିନା ସାମଲ ଜେଲ ରେ ମଧ୍ୟ ଥିଲା ଓ ଜ୍ୟୋତ୍ସ୍ନା ଙ୍କୁ ବିବାହ କରିବା ପରେ ସେ ଜେଲ ମୁକୁଳି ଥିଲେ, ବିବାହ କରିବା ପରେ ସେ ବାହାରେ ଘର ଭଡା ନେଇ ରହୁଥିଲେ, ହେଲେ ଜ୍ୟୋତ୍ସ୍ନା ଙ୍କ ଅନୁପସ୍ଥିତି ରେ ବିନା ସାମଲ ତାଙ୍କ ଭଉଣୀ ବିବାହ କରୁଥିଲେ ସିଏ ବି ବୋହୁ ଧୂମଧାମ ରେ ହେଲେ ଏତିକି ବେଳେ ପହଞ୍ଚି ଯାଇଥିଲେ ଜ୍ୟୋତ୍ସ୍ନା ଆଉ ତାପରେ ଘରେ ଗେଟ ସେ ଯେମିତି ପହାର କରିଥିଲେ ଯେମିତି ତାକୁ ଭାଙ୍ଗିଦେବେ, ସୂଚନା ଅନୁଯାୟୀ ବାହାରେ ଘର ଭଡ଼ା ନେଇ ରହୁଥିବା ବାବଦ କୁ ଜ୍ୟୋତ୍ସ୍ନା ଙ୍କୁ ଟଙ୍କା ମଧ୍ୟ ଦିଆ ଯାଉଥିଲା, ହେଲେ ବିନା ସାମଲ ଙ୍କ ଘର ଲୋକ ଜ୍ୟୋତ୍ସ୍ନା ଙ୍କୁ ବହୁ ବୋଲି ମାନୁନଥିଲେ ଓ ଜ୍ୟୋତ୍ସ୍ନା ଙ୍କୁ ଘରକୁ ମଧ୍ୟ ଉଠାଇ ବାକୁ ମନା କରିଦେଇଥିଲେ |

ଘଟଣା ସ୍ଥଳ ରେ ଜ୍ୟୋତ୍ସ୍ନା ଙ୍କର ଏହି ଭଳି କାର୍ଯ୍ୟ ଠିକ ଅଛି କି ନାହିଁ ଜ୍ୟୋତ୍ସ୍ନା ତାକୁ ବିଚାର କରିନାହାନ୍ତି କିନ୍ତୁ ଜ୍ୟୋତ୍ସ୍ନା ଙ୍କ କହିବା କଥା ଅନୁଯାୟୀ ତାଙ୍କୁ ନ୍ୟାୟ ମିଳିବା ଦରକାର ଓ ସିଏ ବି ଏ ଘରେ ରହିବାକୁ ଚାହୁଁନାହାନ୍ତି କାରଣ ସେ କହିଛନ୍ତି ଏ ଘରେ ତାଙ୍କ ପ୍ରତି ଅପବ୍ୟବହାର କରାଯାଏ ଓ କେହି ତାଙ୍କୁ ବହୁ ନଜର ରେ ଦେଖନ୍ତି ନାହିଁ ବୋଲି କହିଛନ୍ତି ନିଜେ ଜ୍ୟୋତ୍ସ୍ନା | ତାଙ୍କୁ ନ୍ୟାୟ ନ ମିଳିବା ଯାଏ ସେ ସେଠାରେ ବସି ରହିବେ ବୋଲି ଜଣା ପଡିଛି, ହେଲେ ଏବେ ପ୍ରଶ୍ନ ଉଠୁଛି କଣ ବିନା ସାମଲ ଏବେ ବିବାହ କରିଥିବା ସ୍ତ୍ରୀ କୁ ଛାଡି କଣ ଜ୍ୟୋତ୍ସ୍ନା ଙ୍କୁ ଆପଣାଇବ ଓ ତାଙ୍କ ପରିବାର ମଧ୍ୟ ରେ ସେ ଜ୍ୟୋତ୍ସ୍ନା ଙ୍କୁ ଜାଗା ଦବ ତାହା ନେଇ ଏବେ ଚିନ୍ତା ରେ ଅଛନ୍ତି ବିନା ସାମଲ ଓ ତାଙ୍କ ଘରେ ଲୋକେ, ଏ ପଟେ ଜ୍ୟୋତ୍ସ୍ନା ଙ୍କ ଅଭିଯୋଗ ଯେ ସେ ତାଙ୍କର ଅଧିକାର ନ ପାଇବା ଯା ସେ ସେଠାରୁ କୁଆଡେ ବି ଯିବେନି |

ହଁ ଦର୍ଶକ ବନ୍ଧୁ ଏହା ଥିଲା ପୁରା ଘଟଣା ର ସତ୍ୟା ସତ ହେଲେ ଆଗକୁ କଣ ହବ ତାହା ଏପର୍ଯନ୍ତ ଜଣା ପୋଡ଼ିନାହିଁ, ଏହା ଜାଣିବା ପାଇଁ ଆମ ଲେଖା କୁ ପଢନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment