Odisha News Portal

Jyotish Shastra- ଆସନ୍ତା କାଲିର ଦିନ ଟି ଏହି ରାଶି ପାଇଁ ନେଇ କରି ଆସୁଛି ବର୍ଷ ର ସବୁଠୁ ବଡ ଖୁସି ଖବର

0 202

ବେଳେ ବେଳେ ଆମେ ଦେଖିବାକୁ ପାଇଥାଉ ଅଧିକାଂଶ ଲୋକ ଦିନ ରାତି କଠିନ ପରିଶ୍ରମ କରନ୍ତି, ମାତ୍ର ଧନୀ ହୋଇ ପାରନ୍ତି ନାହିଁ କାରଣ ତାଙ୍କର ଭାଗ୍ୟରେ ଅର୍ଥ ପ୍ରାପ୍ତିର ଯୋଗ ନଥାଏ।ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ଉଥାନ ପତନ ଆସିଥାଏ ଯାହା ସମୟ ଚକ୍ର ଯୋଗୁଁ ହୋଇଥାଏ। ସମୟ ଠାରୁ ବଳବାନ କିଛି ମଧ୍ୟ ନୁହଁ । ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଇଁ ଥାଆନ୍ତି । ଆପଣ ନିଜ ଆଖିରେ କେବେ ଦେଖିଥିବେ ଯେ କୌଣସି ବ୍ୟକ୍ତି ଧନୀ ରୁ ଗରିବ ଓ ଗରିବ ରୁ ରାଜା ହେବାର। ଏହା ସବୁ ସମୟ ହାତ ରେ ଥାଏ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଲୋକ ମାନଙ୍କର ସମୟ ବର୍ତ୍ତମାନ ଶୁଭ ହେବାକୁ ଯାଉଛି। ବୁଧ ଗ୍ରହ ଆସନ୍ତା କାଲି ମକର ରାଶି ରେ ଚଳନ କରିବାକୁ ଯାଉଛନ୍ତି ଯାହା ଫଳରେ କିଛି ରାଶିର ଲୋକ ମାନଙ୍କ ପ୍ରତି ଏହା ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ତେବେ କିଏ ସେହି ଶୁଭ ରାଶି ଅଟନ୍ତି ଆସନ୍ତୁ ଜାଣିବା ;

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକଙ୍କ ଉପରେ ଗ୍ରହ ନକ୍ଷତ୍ର ମାନଙ୍କ ଶୁଭ ଦୃଷ୍ଟି ରହିଛି। ତେଣୁ ଏହି ରାଶିର ଲୋକଙ୍କ ପାଇଁ ଆସନ୍ତା ଦିନ ଗୁଡିକ ଅତ୍ୟନ୍ତ ସୁଭଦାୟକ ହେବ। ତେବେ ଆସନ୍ତୁ ଜାଣିବା ସେହିସବୁ ରାଶି ମାନଙ୍କ ବିଷୟରେ।

ବୃଷ ରାଶି –

ଆପଣଙ୍କ ପାଇଁ ଅତ୍ୟନ୍ତ ସୁଭଦାୟକ ରହିଛି।ବହୁତ ବର୍ଷ ର ସ୍ୱପ୍ନ ଏହି ବର୍ଷ ପୂରଣ ହେବ। ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ପୂର୍ବ ବର୍ଷ ମାନଙ୍କ ତୁଳନାରେ ଏହି ମାସରେ । ଆର୍ଥିକ ସ୍ଥିତି ଭଲ ରହିବ ।

କନ୍ୟା ରାଶି –

ଭଗବାନ ଗଣେଶ ଙ୍କ କୃପା ରୁ ଆପଣଙ୍କ କର୍ମ କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ପଦୋନ୍ନତି ମଧ୍ୟ ମିଳିବ।ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ।

ମକର ରାଶି –

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର କର୍ମ ଏବଂ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ। ଆଗାମୀ ଦିନରେ ଆପଣଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଆଣିବ। ଏହି ବର୍ଷ ଆପଣ ନିଜ ପସନ୍ଦର ଜୀବନ ସାଥି ପାଇବେ। ଏହା ସହିତ ଆପଣ ବୁଧବାର ଦିନ ଗାଈ କୁ ଗୁଡ଼ ରୁଟି ଖାଇବାକୁ ଦିଅନ୍ତୁ ଏହା ଅତ୍ୟନ୍ତ ଶୁଭ ରହିବ।

ବିଛା ରାଶି –

ଏହି ରାଶିର ଲୋକ ମାନଙ୍କ ର ଆସନ୍ତା କାଲି ଠାରୁ ଗତ କିଛି ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମ କ୍ଷେତ୍ରରେ ଏବଂ ବିଦ୍ୟା କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସମସ୍ୟା ଦୂର ହେବ। ଆପଣ ଭଗବାନ ଗଣେଶ ଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ରହିବ।

ତୁଳା ରାଶି –

ଏହି ରାଶି ର ଲୋକ ମାନଙ୍କ ର ଦମ୍ପଦ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ପ୍ରେମ ଜୀବନରେ ମଧୁରତା ଆସିବ ଏବଂ ଏକ ଦୃଢ଼ ସମ୍ପର୍କ ସ୍ଥାପିତ ହେବ ।

କୁମ୍ଭ ରାଶି –

ଏହି ରାଶି ମାନଙ୍କ ଭାଗ୍ୟ ରେ ନୂତନ ସୁଯୋଗ ଆସିବ ରହିଯାଇଥିବା କାର୍ଯ୍ୟ ପୂରଣ ହେବ। ପ୍ରଭୁ ଙ୍କ କୃପା ରୁ ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।