Odisha News Portal

Personality Test – ଜାଣିବା ନିଜ ବିଷୟରେ କିଛି ଖାସ କଥା, କେବଳ ଜନ୍ମ ବୟସ ଅନୁସାରେ

ଆଜିକାଲି ଦୁନିଆରେ ଅଧିକାଂଶ ମଣିଷ ନିଜ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରି ଥାଆନ୍ତି ସେଥିପାଇଁ ସେମାନେ ଜ୍ୟୋତିଷ ଏବଂ ଅନେକ ବୁଦ୍ଧିଜୀବୀ ଙ୍କ ପାଖକୁ ଯାଇଥାନ୍ତି ।ଆପଣଙ୍କ ର ଜନ୍ମ ବର୍ଷ ଆପଣଙ୍କ ଜୀବନ ର ବହୁତ କିଛି ଦର୍ଶାଇଥାଏ । ସେ ଆପଣଙ୍କ ର ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ବିଷୟରେ ଜଣାଇ ଦେଇଥାଏ । ଆଉ ମଧ୍ୟ ଏହା ଆପଣଙ୍କ କିଛି ରହସ୍ୟ ବିଷୟରେ ମଧ୍ୟ ଜଣାଇଥାଏ ଯାହାକୁ କି କେହି ଜାଣି ନଥିବେ । ତେବେ ଚାଲନ୍ତୁ ଜନ୍ମ ମସିହା ଦ୍ବାରା କିଛି କଥା ଜାଣିବା ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୦ ମସିହାର ସେମାନଙ୍କ ପାଖରେ ଗୋଟିଏ ଚୁମ୍ବକୀୟ ଆକର୍ଷଣ ରହିଥାଏ । ଏମାନେ ବହୁତ ଧନୀ ହୋଇଥାନ୍ତି ଯାହାଫଳରେ ଏମାନଙ୍କ ପାଖକୁ ବହୁତ ଲୋକ ଆସିବାକୁ ଚେଷ୍ଟା କରିଥାନ୍ତି ।ନିଜେ ନିଜର ଅହଂ ଭାବ କୁ ନିୟନ୍ତ୍ରଣ ରେ ରଖନ୍ତୁ ।

ଯାହାର ଜନ୍ମ ୧୯୮୧ ମସିହା ସମୟରେ ସେମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ସେମାନେ କଠିନ ପରିଶ୍ରମ କରି ଥାଆନ୍ତି ଏବଂ ସବୁ କାର୍ଯ୍ୟ ହାସଲ ମଧ୍ୟ କରି ଥାଆନ୍ତି । ଏମାନେ ଏତେ ସହଜରେ କାହାକୁ ବିଶ୍ୱାସ କରନ୍ତି ନାହିଁ । ତେଣୁ ଏମାନଙ୍କୁ ଲୋକ ସ୍ଵାର୍ଥପର ବୋଲି ଭାବିଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୨ ମସିହାରେ ହୋଇଥାଏ ସେମାନେ ବହୁତ ଜଲଦି ବିଶ୍ୱାସ କରି ଥାଆନ୍ତି।ତେଣୁ ଆପଣ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ଚେଷ୍ଟା କରନ୍ତୁ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୩ ମସିହାରେ ହୋଇଥାଏ ସେମାନେ ବହୁତ ନମ୍ର , ଦୟାଳୁ ଏବଂ ସ୍ନେହୀ ହୋଇଥାନ୍ତି । ସମସ୍ତଙ୍କ ଉପରେ ବହୁତ ଜଲଦି ବିଶ୍ୱାସ କରି ନିଅନ୍ତି ଯାହାଫଳରେ କି ସେମାନେ ଧୋକା ପାଇଥାନ୍ତି । ତେଣୁ ପ୍ରଥମେ ଲୋକଙ୍କ ବିଷୟରେ ଜାଣନ୍ତୁ ତାପରେ ବିଶ୍ୱାସ କରନ୍ତୁ।

୧୯୮୪ ମସିହାର ଜନ୍ମ ହୋଇଥିବା ଲୋକମାନେ ସକାରାତ୍ମକ ପ୍ରଭୃତିର ହୋଇଥାଆନ୍ତି। ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କର ସବୁ ବନ୍ଧୁ ତାଙ୍କୁ ପସନ୍ଦ କରିଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୫ ମସିହାରେ ହୋଇଥାଏ ସେମାନେ ସବୁବେଳେ ନିଜ କୁ ବିଶ୍ୱାସ କରିଥାନ୍ତି । ସେମାନେ ନିଜର ଇଚ୍ଛା ଅନୁସାରେ ସେ ସବୁ କାର୍ଯ୍ୟ କରିଥାନ୍ତି ଆଉ କାହାର ପରାମର୍ଶ ନେବା ସେ ଠିକ ଭାବି ନଥାନ୍ତି । ଯଦି ଆପଣ ସବୁବେଳେ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ ।

୧୯୮୬ ମସିହାରେ ଜନ୍ମ ହୋଇଥିବା ଲୋକ ମାନେ ସ୍ୱତନ୍ତ୍ର ଧରଣ ର ହୋଇଥାନ୍ତି । ସେ ଆଉ କାହା ହିସାବରେ ଚଳିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେ କୌଣସି କାମ କରିବା ପୂର୍ବରୁ ଆଉଥରେ ତାହାକୁ ଭାବିନେବେ ନହେଲେ ଆପଣ ଅସୁବିଧା ରେ ପଡ଼ିଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୭ ମସିହାରେ ହୋଇଥାଏ ସେମାନେ ଯାହାକୁ ଭଲ ପାଇଥାନ୍ତି ସେମାନେ ତା ସହ ପୁରା ଜୀବନ ସାଥ ଦେଇଥାନ୍ତି

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୮ ମସିହାରେ ହୋଇଥାଏ ସେମାନେ ଜୀବନ ସାରା ମସ୍ତି କରିବାକୁ ହିଁ ପସନ୍ଦ କରିଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଆପଣଙ୍କୁ ଆପଣଙ୍କ ସ୍ଵଭାଵ ରେ ଟିକେ ସନ୍ତୁଳନ ରଖିବା ଉଚିତ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୯ ମସିହାରେ ହୋଇଥାଏ ସେମାନେ ନିଜ କାମ ନିଜେ କରିଥାନ୍ତି । ସେମାନେ ଆପଣଙ୍କ ଉପରେ ଏତେ ଭରଷା କରିନଥାନ୍ତି

ଏହି ସବୁ ପ୍ରକୃତିର ଲୋକ ମାନେ ବେଶୀ ଦେଖା ଯାଇଥାନ୍ତି। ଯାହା ଏବେ ସମସ୍ତେ ଭାବୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।