Odisha News Portal

Jyotish Shastra – ଆସନ୍ତା ସୋମବାର ସକାଳୁ ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର

ସଂସାରରେ ଅନେକ ଦେବାଦେବୀ ମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ କିନ୍ତୁ ସମସ୍ତ ଦେବାଦେବୀ ମାନଙ୍କ ଠାରୁ ଦେବ ଦେବ ମହାଦେବଙ୍କ ମହିମା ଟିକିଏ ନିଆରା ହୋଇଥାଏ । ସେ ହେଉଛନ୍ତି ସ୍ୱଂୟମ୍ଭୁ ଏବଂ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ତାଙ୍କ କ୍ରୋଧରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା ବା ପ୍ରସନ୍ନ କରିବା ଅନ୍ୟ ଦେବା ଦେବୀ ମାନଙ୍କ ଠାରୁ ବହୁତ ସହଜ ହୋଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିବଙ୍କ କୃପା ଯେଉଁ ବ୍ୟକ୍ତିଙ୍କ ଉପରେ ରହିଥାଏ , ତାର ସମସ୍ତ ଦୁଃଖ ଓ ଅସୁବିଧା ଦୂର ହୋଇଯାଇଥାଏ । ବହୁୁ ବର୍ଷ ପରେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି , ଯାହାର ପ୍ରଭାବରେ କିଛି ରାଶି ମାନଙ୍କର ଭାଗ୍ୟ ଖୋଲିଯିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1 ମେଷରାଶି

ଏହି ସଂଯୋଗର ପ୍ରଭାବ ଆପଣଙ୍କ ଉପରେ ପଡିବାକୁ ଯାଉଛି , ଯାହାଫଳରେ ଆପଣଙ୍କର ଜୀବନରେ କୌଣସି ସମସ୍ୟା ରହିବ ନାହିଁ । ଖୁସୀରେ ଜୀବନ ଅତିବାହିତ କରିବେ , ଆପଣ ନିଜର ସମସ୍ତ ଅସୁବିଧାରୁ ବର୍ତ୍ତମାନ ହିଁ ମୁକ୍ତି ପାଇ ପାରିବେ । ଧନ ପ୍ରପ୍ତି ହେବ ଏବଂ ସମ୍ମାନ ମଧ୍ୟ ମିଳିବ । ବ୍ୟବସାୟରେ ମଧ୍ୟ ଉନ୍ନତି ହେବ ।

2 ବୃଷରାଶି

ବୃଷ ରାଶିର ବ୍ୟକ୍ତିମାନେ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ ଏବଂ ପଦୋନ୍ନତିର ଯୋଗ ମଧ୍ୟ ବନୁଛି । ଧନର ଲାଭ ହେବ ଏବଂ ସମ୍ମାନ ମଧ୍ୟ ମିଳିବ , ବ୍ୟବସାୟରେ ମଧ୍ୟ ଆପଣ ଉନ୍ନତି ଏବଂ ଲାଭ କରିବେ । ଜୀବନରେ ଥିବା ସମସ୍ତ ଅସୁବିଧା ଏବେ ଦୂର ହେବ ଏବଂ ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଏହି ସମୟଟି ବହୁତ ଭଲ ଅଟେ ।

3 ସିଂହରାଶି 

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଏହି ସଂଯୋଗର ପ୍ରବାବ ପଡିବାକୁ ଯାଉଛି ଏବଂ ଏମାନଙ୍କର ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯିବ । ଆପଣଙ୍କୁ ଅନେକ ଅବସର ମଧ୍ୟ ପ୍ରାପ୍ତ ହେବ , ଆପଣ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିବେ । ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଖୁସୀର ସମୟ ମଧ୍ୟ ଆସିବ ।

4 କନ୍ୟାରାଶି 

ନୂତନ ଅବସର ପ୍ରାପ୍ତ ହେବ ଏବଂ ଆପଣ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିବେ । ଏମାନଙ୍କୁ ମଧ୍ୟ ଅଚାନକ ଧନ ର ପ୍ରାପ୍ତି ହେବ , ପରିକ୍ଷାରେ ଉତ୍ତିର୍ଣ୍ଣ ହେବେ । ଆପଣଙ୍କ ପାଇଁ ପରିବାର ଲୋକେ ବହୁତ ଖୁସୀ ହେବେ । ଏମାନେ ନିଜର ପରିବାର ସହିତ ବହୁତ ଖୁସୀରେ ସମୟ ବିତାଇବେ ଏବଂ ଏମାନଙ୍କର ସମସ୍ତ ଅସପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

5 କୁମ୍ଭରାଶି 

ଏହି ସଂଯୋଗର ପ୍ରଭାବ ଯୋଗୁଁ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନରେ ଥିବା ସମସ୍ତ ଅସୁବିଧା ଏବେ ଦୂର ହୋଇଯିବ ଏବଂ ଧନର ଲାଭ ହେବ । ବ୍ୟବସାୟରେ ଉନ୍ନତି କରିବେ , ଏମାନଙ୍କ ଉପରେ ଏହି ସଂଯୋଗ ଏବଂ ଇଶ୍ୱରଙ୍କ ଆଶୀର୍ବାଦ ଯୋଗୁଁ ଜୀବନରେ ଥିବା ସମସ୍ତ କଷ୍ଟ ଏବଂ ସମସ୍ୟା ଦୂର ହେବ । ଧନର ଲାଭ ହେବ ଏବଂ ସମ୍ମାନ ମଧ୍ୟ ମିଳିବ । ଏହି ରାସିର ବ୍ୟକ୍ତି ମାନେ ଖୁବ୍ ଭାଗ୍ୟଶାଳୀ ବିବେଚିତ ହେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।