Odisha News Portal

ଆସନ୍ତାକାଲି ଠାରୁ ଏହି 3 ଟି ରାଶିରେ ପ୍ରବେଶ କରୁଛନ୍ତି ରବି ଓ ଶୁକ୍ର , ଖୁବ୍ ଶୀଘ୍ର ହେବେ କୋଟିପତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ହେବା ଯୋଗୁଁ ଏହି 3 ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଯାହାଫଳରେ ସେମାନେ ଖୁବ୍ ଶୀଘ୍ର କୋଟିପତି ମଧ୍ୟ ହେବାକୁ ଯାଉଛନ୍ତି । ଗ୍ରହ ଓ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ଯୋଗୁଁ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବା ସହିତ ଅଉ କେତେକ ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପଡିବାକୁ ଯାଉଛି ।ଜ୍ୟୋତିଷ ମାନଙ୍କର ଗଣନା ଅନୁସାରେ ଫେବୃଆରୀରେ ସୂର୍ଯ୍ୟ , ଶୁକ୍ର ଓ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଫେବୃାରୀ ମାସରେ କେଉଁ ରାଶିର ପରିବର୍ତ୍ତନ ହେବାକୁ ଯାଉଛି ।

ଫେବୃଆରୀ ମାସ 12 ତାରିଖ 9 ଟା 3 ମିନିଟରେ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିବେ ଏବଂ ସୂର୍ଯ୍ୟ ଏହି ଦିନ ମକର ରାଶିରେ ନିଜର ଯାତ୍ରା ଆରମ୍ଭ କରିବେ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ନିଜର କାର୍ଯ୍ୟ ସମ୍ମନ୍ନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଯାହା ଫଳରେ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ କିଛି ପରିବର୍ତ୍ତନ ହେବାର ଅନୁଭବ ହେବ ଏବଂ ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ ସୂର୍ଯ୍ୟଦେବଙ୍କ କୃପାରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ଶୁକ୍ର ଗ୍ରହ ମଧ୍ୟ ଫେବୃଆରୀ 21 ତାରିଖ ଦିନ ସକାଳ 2 ଟା 12 ମିନିଟରେ ମକର ରାଶିରୁ ଆସି କୁମ୍ଭ ରାଶିରେ ପ୍ରବେଶ କରିବେ । ଫଳରେ ଶୁକ୍ରର ଏହି ଚଳନ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କୁ ଅନେକ ସଫଳତା ଆଣିଦେବ ।

ମଙ୍ଗଳ ଗ୍ରହ ମଧ୍ୟ 22 ଫେବୃାରୀ ସକାଳ 5 ଟା 2 ମିନିଟରେ ମେଷ ରାସିରୁ ବୃଷ ରାଶିକୁ ପରିବର୍ତ୍ତନ କରିବେ ଏବଂ ବୃଷ ରାସଇର ବ୍ୟକ୍ତି ମାନଙ୍କର ଶୁଭ ସମୟ ଆରମ୍ଭ ହେବ ।

ସମାଜରେ ମାନସମ୍ମାନ ବୃଦ୍ଦି ହେବ ଏବଂ ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ପୂର୍ଣ୍ଣ ହେବ । ଦୂର ଯାତ୍ରାରେ ଧନ ଲାଭ ହେବା ଫଳରେ ଜମି କ୍ରୟ କରିବାର ଯୋଗ ମଧ୍ୟ ରହିଛି ।

ପାରିବାରିକ କ୍ଷେତ୍ରରେ ନୂତନ ସମ୍ପର୍କ ସୃଷ୍ଟି ହେବ ଏବଂ ସନ୍ତାନ ମାନେ ମଧ୍ୟ କୌଣସି ଖୁସୀ ଖବର ଦେଇ ପାରନ୍ତି । ମହିଳା ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଶିକ୍ଷାର୍ଥୀ ମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ ଏବଂ ନିଜର ପରିଶ୍ରମ ବଳରେ ସମସ୍ତ ବାଧାବିଘ୍ନକୁ ଦୂର କରି ସଫଳତା ହାସଲ କରିବେ ।

ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷରାଶି , ମିଥୁନରାଶି , ଧନୁରାଶି ଏବଂ କୁମ୍ଭରାଶି । ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ମେଷ ରାଶି , ବୃଷ ରାଶି , ଏବଂ ମକର ରାଶିର ବ୍ୟକ୍ତି ମାନଙ୍କ ଉପରେ ଶୁଭଫଳ ମିଳିବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।