Odisha News Portal

ଆସନ୍ତା 21 ବର୍ଷ ପର୍ଯ୍ୟନ୍ତ ଶନି ଦେବ ଙ୍କ ବୃହତ ଚଳନ ଏହି ୫ଟି ରାଶିରେ ରାଜଯୋଗ, ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆଜି ହିଁ ଘରେ କରନ୍ତୁ ଏହି ଉପାୟ

ଗ୍ରହ ନକ୍ଷତ୍ର ମାନଙ୍କ ର ଲଗାତାର ସ୍ଥିତି ବଦଳୁ ଥିବାରୁ ଆକାଶମଣ୍ଡଳ ରେ କେତେ ଯୋଗ ନିର୍ମାଣ ହୋଇଥାଏ । ଏହି ସଂଯୋଗ ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ । ।ଗ୍ରହ ମାନଙ୍କ ଚଳନ ପ୍ରଭାବ ରେ ଜୀବନ ରେ ଖୁସି କି ଦୁଃଖ ଆସିଥାଏ । ସେମିତି ରେ ତ ଜୀବନ ରେ ଦୁଃଖ ନଥିଲେ ସୁଖ ର ଆନନ୍ଦ ମିଳି ପାରେ ନାହିଁ। ଗ୍ରହ ଓ ରାଶି ମାନଙ୍କ ର ପରିବର୍ତ୍ତନ ପାଇଁ ମଣିଷ ଜୀବନ ରେ ପରିବର୍ତ୍ତନ ଦେଖା ଯାଇଥାଏ । ବର୍ତ୍ତମାନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଭାଗ୍ୟ ବର୍ତ୍ତମାନ ଶନି ଦେବ ଙ୍କ କୃପା ରୁ ପଡ଼ିବାକୁ ଯାଉଛି ତାହା ପୁଣି ଆଗାମୀ ୨୧ ବର୍ଷ ଜାଏ ତେବେ ଆସନ୍ତୁ ଜାଣିବା କିଏ ସେହି ସବୁ ରାଶି ଅଟନ୍ତି ।

କୁହାଯାଏ ଶନି ଦେବ ଙ୍କ କୃପା ଯେତେବେଳେ ପ୍ରାପ୍ତି ହୁଏ ସେତେବେଳେ ଜୀବନ ରେ କୌଣସି ସମସ୍ୟା ଯେମିତି ମାନହାନି , ଦୁର୍ଘଟଣା , ରୋଗ ବ୍ୟାଧି ଆଦି କେବେବି ପାଖ ମାଡ଼ି ନଥାଏ । ସବୁବେଳେ ଶନି ଦେବ ଙ୍କ ପୂଜା ଓ ଆରାଧନା କରିବା ଜରୁରୀ ହୋଇଥାଏ। ତେବେ ଆଜି ଆମେ ସେହି ୫ ଟି ରାଶି ବିଷୟ ରେ କହିବାକୁ ଯାଉଛୁ ଯେଉଁ ରାଶି ର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବ ଙ୍କ ର କୃପା ରହିବ । ତେବେ ଆସନ୍ତୁ ଜାଣିବା ।

୧- ମେଷ ରାଶି ,

ଏହି ରାଶି ର ଲୋକ ମାନଙ୍କ ର ଚାକିରି କ୍ଷେତ୍ର ରେ ଉନ୍ନତି କରିବେ । ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ଶନି ଦେବ ଙ୍କ କୃପା ରେ ବ୍ୟାପାର ବାଣିଜ୍ୟ ରେ ବହୁତ୍ ଲାଭ ମିଳିବ । ପୁରୁଣା ବନ୍ଧୁ ମାନଙ୍କ ସହିତ ଦେଖା ହେବ ।

୨- ସିଂହ ରାଶି ,

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଖର୍ଚ୍ଚ ଅଧିକ ହେବାର ଯୋଗ ରହିଛି ତେଣୁ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ର ରେ ଆପଣ ସଫଳତା ପାଇବେ। ପ୍ରେମ ସମ୍ପର୍କ ସୁଦୃଢ ହେବ । ଘର ଲୋକ ମାନଙ୍କ ସହୋଜୋଗ ମିଳିବ ।

୩- କନ୍ୟା ରାଶି ,

ସ୍ଵାସ୍ଥ୍ୟ ଅବସ୍ଥା ସାମାନ୍ୟ ଖରାପ୍ ରହିପାରେ।ଶନି ଦେବ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଚାକିରି କ୍ଷେତ୍ର ରେ ପଦୋନ୍ନତି କରିବେ ଓ ଧନ ପ୍ରାପ୍ତି ର ଯୋଗ ରହିଛି।

୪- କର୍କଟ ରାଶି ,

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ପରିବେଶ ବଦଳି ଯିବ । ଆର୍ଥିକ ଅବସ୍ଥା ସୁଧୁରି ଯିବ ।ବ୍ୟବସାୟ ରେ ଉନ୍ନତି କରିବେ। ମନ ଚଞ୍ଚଳ ରହିବ । ତୀର୍ଥ ଭ୍ରମଣ ର ଯୋଗ ରହିଛି।

୫- ତୁଳା ରାଶି ,

ଅନେକ ଦିନରୁ ଏହି ରାଶିର ଲୋକ ମାନଙ୍କ ର ଅନେକ ଦିନରୁ ଖରାପ୍ ସମୟ ଚାଲିଥିଲା । କିନ୍ତୁ ବର୍ତ୍ତମାନ ଏହି ରାଶି ର ଲୋକ ମାନଙ୍କ ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଅନେକ ଖେତ୍ର ରେ ଆପଣ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।