ଆସିଲା ବର୍ଷାଙ୍କ ଆଉ ଏକ ଭାଇରଲ Audio Call… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ |ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନା କୁ ଆସିଛି | ଆଉ ଯେଉଁଠି ଦେଖୁବାକୁ ମିଳିଛି କି ସ୍ୱାମୀ ଙ୍କ ଉପରେ ଖରାପ ନଜର ପକାଇ ସ୍ତ୍ରୀ ଙ୍କ ପାଖରୁ ଅଲଗା କରିବାକୁ ଚେଷ୍ଟା କରୁଛନ୍ତି ଝିଅ ଜଣଙ୍କ |ଆଉ ଏତେ ସବୁ ପରେ ଯେତେବେଳେ ବର୍ଷା ତାଙ୍କର ସ୍ୱାମୀ ଙ୍କୁ ଠିକ ରାସ୍ତାରେ ଆଣିବା ପାଇଁ ଚେଷ୍ଟା କରୁଥିଲା ସେତେବେଳେ ବାହାରି ପଡିଥିଲା ଝିଅ ଜଣ ଙ୍କର ଭାଇ | ଆଉ ଯାହା ଫଳରେ ମହିଳା ଜଣଙ୍କ କୋଲ ରେ ଶୋଧିବାକୁ ଲାଗିଛନ୍ତି ଭାଇ ଜଣଙ୍କୁ |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅଡିଓ ଟି ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ମହିଳା ଜଣଙ୍କର ତାଙ୍କର ସ୍ୱାମୀ ଙ୍କ ସହିତ ସମ୍ପର୍କ ବେଶ ଭଲ ଥିଲା ତାହା ସହିତ ତାଙ୍କର ଗୋଟିଏ 7 ବର୍ଷର ଛୁଆଁ ମଧ୍ୟ ଅଛି | ଆଉ ଏତେ ସବୁ ପରେ ମଧ୍ୟ ବର୍ଷା ଙ୍କ ସ୍ୱାମୀ ଙ୍କ ଉପରେ ଆଖି ପକାଇଛନ୍ତି ଯୁବତୀ ନଣଙ୍କ | ଆଉ ଯାହା ଜଣା ପଡିଛି କି ନିଜର ପ୍ରେମ ଜାଲରେ ଫୋସାଇ ତାଙ୍କ ସହିତ ସମ୍ପର୍କ ମଧ୍ୟ ରଖିବାକୁ ଚେଷ୍ଟା କରୁଛି | ଆଉ ଯାହା ପାଇଁ ମହିଳା ଜଣ ଙ୍କ ବିରୋଧ କରିବାରୁ ଶୁଣିଥିଲେ ବିଭିନ୍ନ କଟୁ କଥା |

ତେବେ କୋଲ ରେକଡ଼ିଂ ରୁ ଯାହା ଜଣା ପଡିଛି କି ମହିଳା ଜଣଙ୍କର ସ୍ୱାମୀ ଙ୍କୁ ଠିକ ରାସ୍ତା ରେ ଆଣିବା ପାଇଁ ବର୍ଷା ଚେଷ୍ଟା କରୁଛନ୍ତି | ଆଉ ସେତିକି ବେଳେ ଯୁବତୀ ଙ୍କ ଭାଇ ବର୍ଷା ଙ୍କୁ ଫୋନ କରିକି ଗାଳି ଗୁଲଜ କରୁଛନ୍ତି | ତାହା ସହିତ ସେ ମଧ୍ୟ କହିଛନ୍ତି କି ବର୍ଷା ଙ୍କ ଅନ୍ୟ କାହା ସହିତ ସମ୍ପର୍କ ଥିଲା, ଆଉ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | ଆଉ ଆଜି ଯେଉଁ ପିଲା ଟି ତାଙ୍କ ପାଖରେ ଅଛି ସେ କୁଆଡେ ତାଙ୍କ ଛୁଆଁ ନୁହଁ ଅନ୍ୟ କାହାର ପିଲା | ଏମିତି ବହୁତ ଖରାପ ଖରାପ କଥା କହିବାକୁ ଲାଗିଛନ୍ତି ମହିଳା ଙ୍କ ନାଁ ରେ ଯୁବତୀ ଙ୍କ ଭାଇ |

ଆଉ ଏହିଭଳି କିଛି କଥା କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହିଳା ଜଣଙ୍କ ଆଉ ଫୋନ କୋଲ ରେ ଯୁବତୀ ଙ୍କ ଭାଇ ଙ୍କୁ ଗାଳି କରିବାରେ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ବର୍ଷା ତାଙ୍କର ଭାଇଙ୍କୁ ଗାଳି କରୁଛନ୍ତି ଆଉ କହୁଛନ୍ତି କି ନିଜ ଭଉଣୀ ଙ୍କୁ ସମ୍ଭାଳିକି ରଖ ଆଉ ତାଙ୍କ ସ୍ୱାମୀ ଙ୍କ ପଛରେ ନ ପଡିବାକୁ | ଆଉ ଏହି ଭାଇରାଲ ହେଉଥିବା ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment