ଦେଖନ୍ତୁ Shocking ଭିଡ଼ିଓ : ଆର୍ମି ଚାକିରୀ ପାଇଲେନି ଜୀବନ ହାରିଦେଲେ… ବଞ୍ଚିଥିଲା ବେଳେ କରୁଥିଲେ ଏମିତି…

ହଁ ଦର୍ଶକ ବନ୍ଧୁ ପ୍ରତେକ ପିଲା ଜନ୍ମ ହେଲା ପରେ ବାପା ମାଆ ତାଙ୍କୁ କେତେ ସ୍ନେହରେ ପାଳି ପଶି ମଣିଷ କରିଥାନ୍ତି, ଆଉ ମଧ୍ୟ ମାଆ ଟି ଦଶମାସ ଦଶଦିନ ଗର୍ଭରେ ଧରି ପୁଅକୁ ଜନ୍ମ ଦିଏ ଆଉ ପାଠ ପଢାଇ ବଡ଼ ମଣିଷ ମଧ୍ୟ କରାଏ , ଆଉ ବାପା ମାଆ ଙ୍କ ସହିତ ସନ୍ତାନ ମାନଙ୍କର ମଧ୍ୟ କିଛି ଆଶା ଥାଏ ଆଉ ଯେତେବେଳେ ସବୁ ଆଶା ତାଙ୍କର ଭାଙ୍ଗି ଯାଏ ସେତେବେଳେ ସିଏ ପିଲାଟି ସମ୍ପୂର୍ଣ୍ଣ ହତାଶ ହୋଇ ଭାଙ୍ଗିପଡେ, ଏପରି ଏକ ଅଭାବ ନିୟ ଘଟଣା ଘଟିଛି ଆମ ବାଲେଶ୍ୱର ଜିଲ୍ଲାରେ ଆଉ ପୁଅକୁ ହରାଇ ମାଆ ମଧ୍ୟ କାନ୍ଧୁଛନ୍ତି ମୁଣ୍ଡକୁ ପିଟି ପିଟି, ତାହେଲେ ଆସନ୍ତୁ ଜାଣିବା କଣ ଥିଲା ପ୍ରକୃତ କଥା ଆଉ କଣ ପାଇଁ ପୁଅଟି କରିଥିଲା ଆତ୍ମହତ୍ୟା ଭଳି କାମ |

ବାଲେଶ୍ୱର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଦୟାନିତପୁର ଗ୍ରାମର ରାଜନୀକାନ୍ତ ମହାନ୍ତି ଙ୍କର ସାନ ପୁଅ ଦୟାନିଧି ମହାନ୍ତି, ଆଜି ଆଉ ଏ ଦୁନିଆରେ ନହନ୍ତି ପିଲାଟି ଦିନରୁ ତାଙ୍କର ଗୋଟିଏ ବଡ ସ୍ବପ୍ନ ଥିଲା କି ସେ ଦିନେ ବଡ ହେବେ ଆଉ ଦେଶ ଜାତିର ନା କୁ ରଖିବେ, ଯେପରି ତାଙ୍କର ମାଆ ଙ୍କୁ ସେ ଭଲ ପାଉଥିଲେ ଠିକ ସେହି ଭଳି ଭାରତ ମାଆଙ୍କୁ ବି ସେ ବହୁତ ଭଲ ପାଉଥିଲେ, ଆଉ ସେଥିପାଇଁ ସେନାରେ ଯୋଗଦେଇ ଭାରତ ମାଆ ପାଇଁ ଜୀବନ ଦେବାର ଦୃଡ ସଂକଳ୍ପ ମଧ୍ୟ କରିଥିଲେ, ସେଥିପାଇଁ ମଧ୍ୟ୍ୟ ସେ ଆକ୍ରାନ୍ତ ପରିଶ୍ରମ ମଧ୍ୟ କରୁଥିଲେ |

ସକାଳେ ଉଠି ସେନାରେ ଯୋଗ ଦେବା ପାଇଁ ଯାହା ଯାହା ସବୁ ଲାଗେ ସେ ସବୁ ପରିଶ୍ରମ କରିବା ସହିତ ନିଜ ଅଣ୍ଟାରେ ଟାୟାର ବାନ୍ଧି ଦୌଡିବାଠୁ ଆରମ୍ଭ କରି ପାଣିରେ ବୁଡିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ସେ କରିଥିଲେ |2021 ମସିହା ମାର୍ଚ୍ଚ ମାସରେ ଫିଜିକାଲ ଟେଷ୍ଟ ଦେଇଥିଲେ ଆଉ ପରେ ମେଡିକାଲ ଟେଷ୍ଟ ମଧ୍ୟ ଦେଇଥିଲେ ଆଉ ସବୁରେ ସେ କୃତକାର୍ଯ୍ୟ ମଧ୍ୟ ହୋଇଥିଲେ , କିନ୍ତୁ ରିଟେନ ଟେଷ୍ଟ ର ତାରିଖ ଦିନକୁ ଦିନ ସରକାର ଘୁଂଚାଇବାକୁ ଲାଗିଥିଲେ |

ଆଉ ଶେଷରେ ଆସି 2022 ପହଂଚିଗଲା କିନ୍ତୁ ପରୀକ୍ଷା ହୋଇନଥିଲା, ତାପରେ କେନ୍ଦ୍ର ସରକାର ସେନାରେ ଯୋଗ ଦେବା ପାଇଁ ଗୋଟିଏ ନୂଆ ନିୟମ ପ୍ରଣୟନ କରିଲେ ତାହା ହେଉଛି 21 ବର୍ଷ ର ପୁଅ ମାନେ କେବଳ ସେନାରେ ଯୋଗ ଦେଇ ପାରିବେ,ତେବେ ଏଭଳି ନିୟମ ପ୍ରଣୟନ ହେବା ବେଳେ ଧନଞ୍ଜୟ କୁ 22 ବର୍ଷ ହୋଇଯାଇଥିଲା, ଆଉ ସେ ସେନାରେ ଯୋଗ କରିପାରିବେନି ବୋଲି ଜାଣିଲା ପରେ ଶୋଇଥିବା ଘର ଭିତରେ କରିଥିଲେ ଆତ୍ମହତ୍ୟା |

ତାଙ୍କ ବାପାଙ୍କର ମଧ୍ୟ ବଡ ଇଚ୍ଛା ଥିଲା କି ତାଙ୍କର ବାପା ସ୍ୱାଧୀନତା ସଂଗ୍ରାମୀ ଥିଲେ ଆଉ ପୁଅ ମଧ୍ୟ ଯବାନ ହେବ , କିନ୍ତୁ ସମସ୍ତ ସ୍ବପ୍ନ ସ୍ୱପ୍ନରେ ହି ରହିଗଲା ଆଉ ତାଙ୍କର ପୁଅ ସବୁଦିନ ପାଇଁ ଆର ପାରିକୁ ଚାଲିଗଲା, ତେଣୁ ସରକାରଙ୍କର ଏଭଳି ନିୟମକୁ ସେ ଦୃଢ଼ ନିନ୍ଦା କରିଛନ୍ତି, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment