Odisha News Portal

ଆପଣଙ୍କ ଜନ୍ମ ସମୟ କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି – ଜାଣନ୍ତୁ ସବିଶେଷ ତଥ୍ୟ କିପରି ଅଟେ ଆପଣଙ୍କ ଭାଗ୍ୟ ଓ ଭବିଷ୍ୟ..

କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ସହିତ ବ୍ୟକ୍ତି ର ଭବିଷ୍ୟତ ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ସମୟ ହିସାବରେ ଆପଣ ଙ୍କ ର ଭବିଷ୍ୟତ ବିଷୟ ରେ ଜାଣିବା ;

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୪-୬ ଟା ସମୟ ଭିତରେ ହୋଇଥାଏ ସେମାନଙ୍କ ସୂର୍ଯ୍ୟ ପ୍ରଥମ ସ୍ଥାନ ରେ ଥାଏ ଯେଉଁଥିପାଇଁ ଏମାନେ ଖୁବ୍ ଆତ୍ମ ବିଶ୍ବାସୀ ଓ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୬-୮ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ୧୨ ସ୍ଥାନ ରେ ରହିଥିବା ହେତୁ ଏମାନଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ଆସିଥାଏ। ଆପଣ ସାମାନ୍ୟ ରାଗି ସ୍ଵଭାବ ର ହୋଇ ଥାଆନ୍ତି ସବୁ କିଛି କାର୍ଯ୍ୟ ଭାବି ଚିନ୍ତି କରନ୍ତୁ ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୮- ୧୦ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ୧୧ ସ୍ଥାନ ରେ ରହିଥାଏ ଯାହା ଦର୍ଶାଇ ଥାଏ ଆପଣ ବହୁତ୍ ଫ୍ରେଣ୍ଡଲି ସ୍ଵଭାବ ର ହୋଇ ଥାଆନ୍ତି । ଆପଣଙ୍କ ଜୀବନ ରେ ଆପଣଙ୍କ ବନ୍ଧୁ ମାନେ ଏକ ଗୁରୁତ୍ୱପର୍ଣ୍ଣ ଭୂମିକା ନିର୍ବାହ କରନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ଦ୍ୱିପ୍ରହର ୧୨-୨ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ଦଶମ ସ୍ଥାନ ରେ ରହିଥାଏ । ଆପଣ ନିଜ କଠିନ ପରିଶ୍ରମ ପାଇଁ ବେଶ୍ ପରିଚିତ ଅଟନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୨-୪ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ଅଷ୍ଟମ ସ୍ଥାନ ରେ ରହିଥାଏ । ଏମାନଙ୍କ ଜୀବନ ରେ ଋଣ , ଟ୍ରଷ୍ଟ , ଫଣ୍ଡ ଆଦି ସାମାନ୍ୟ ଅସୁବିଧା ସୃଷ୍ଟି କରିଥାଏ କିନ୍ତୁ ଆପଣ ଏହାର ସମାଧାନ କରି ପାରନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୪- ୬ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ସପ୍ତମ ସ୍ଥାନ ରେ ରହିଥାଏ । ଆପଣଙ୍କ ଜୀବନ ରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବୈବାହିକ ଜୀବନ ସାମାନ୍ୟ କଷ୍ଟମୟ ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୬-୮ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ଷଷ୍ଠ ସ୍ଥାନ ରେ ରହିଥାଏ। ଆପଣ ପରିଶ୍ରମୀ ହୋଇ ଥାଆନ୍ତି। ସମାଜ ସେବା ରେ ମନ ନିବେଶ କରନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୧୦-୧୨ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ଚତୁର୍ଥ ସ୍ଥାନ ରେ ରହିଥାଏ। ଆପଣ ସାଧାରଣ ବ୍ୟବସାୟ ରେ ଲାଭ ପାଇ ଥାଆନ୍ତି । ଆପଣଙ୍କ ପରିବାର ରୁ ଆପଣଙ୍କୁ ସର୍ବଦା ସପୋର୍ଟ ମିଳିଥାଏ ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୧୨-୨ ରାତି ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ତୃତୀୟ ସ୍ଥାନ ରେ ରହିଥାଏ। ଆପଣ ନିୟୂଜ ପେପର ଓ ଟିଭି କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିବେ । ଆପଣଙ୍କୁ ସମାଜ ରେ ସର୍ବଦା ମାନ ସମ୍ମାନ ମିଳିଥାଏ ।

ଯେଉଁ ବ୍ୟକ୍ତି ମାନଙ୍କ ଜନ୍ମ ସମୟ ୨-୪ ଟା ସମୟ ଭିତରେ ହୋଇଥାଏ ସେମାନଙ୍କର ସୂର୍ଯ୍ୟ ଘର ଦ୍ଵିତୀୟ ସ୍ଥାନ ରେ ରହିଥାଏ। ଆପଣ ଜୀବନ ରେ ବହୁତ୍ ପଇସା ରୋଜଗାର କରିବେ । ସମାଜ ରେ ଆପଣଙ୍କୁ ମାନ ସମ୍ମାନ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।