ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ମାତ୍ର 2 ଦିନରେ ଭଲ ହେବ.. କରନ୍ତୁ ଏହି ଘରୋଇ ଉପାୟ – Joint pain Home remedy

ଅଳ୍ପ ବୟସ ହେବା ମାତ୍ରେ ଆପଣଙ୍କୁ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଭୋଗିବାକୁ ପଡିଥାଏ , ସେଥିପାଇଁ ଆମେ ଅନେକ ପ୍ରକାର ମେଡିସିନ ବା ଆଣ୍ଟିବାଓଟିକ ର ସେବନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ , ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଜଏଣ୍ଟ ପେନ ଏବଂ ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ , ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରାଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ପିଆଜ
2.ହଳଦୀ
3. ସୋରିଷ ତେଲ

ପ୍ରସ୍ତୁତ ପ୍ରଣାଳୀ :-

ଜଏଣ୍ଟ ପେନ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁୂ ଏମିତି ଗୋଟିଏ ପିଆର ଆବଶ୍ୟକତା ପଡିବ । ପିଆଜରେ ଏମିତି ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ , ଯାହା ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା କମର ବିନ୍ଧା ଏବଂ ବିଭିନ୍ନ ପ୍ରକାର ଜଏଣ୍ଟ ପେନ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ଏମିତି ଏକ ଲାଲ ପିଆଜର ପ୍ରୟୋଗ କରି ପାରିବେ । ପ୍ରଥମେ ଆପଣ ପିଆଜକୁ ଏହି ପ୍ରକାରରେ କାଟି ନିଅନ୍ତୁ ଏବଂ ତାର ଚୋପା ବାହାର କରି ନିଅନ୍ତୁ । ଏକ ଗ୍ରେଟର ସାହାର୍ଯ୍ୟରେ ଏହିପରି ଭାବରେ ଗ୍ରେଟ କରି ନିଅନ୍ତୁ । ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ହଳଦୀ ।

ହଳଦୀରେ ଏମିତି ଅନେକ ପୋଷକ ତତ୍ତ୍ୱ ରହିଥାଏ , ଯାହା ଆପଣଙ୍କର ହାତଗୋଡ ବିନ୍ଧା କିମ୍ୱା ଆପଣଙ୍କର କାନ୍ଧ ବିନ୍ଧା ବା କମର ବିନ୍ଧା ବା ଅଣ୍ଟା ବିନ୍ଧା ଭଳି ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଆମେ ଏହି ମିଶ୍ରଣରେ ଏକ ଚାମଚ ହଳଦୀଗୁଣ୍ଡ ମିଶାନ୍ତୁ , ଏହି ଦୁଇ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏଥିପାଇଁ ଶେଷ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ସୋରିଷ ତେଲ । ଏଥିରେ ଅଳ୍ପ ମାତ୍ରାରେ ସୋରିଷ ତେଲ ମିଶାଇ ଏହାକୁ ମିକ୍ସ କରି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗ୍ୟାସ ଉପରେ ବସାନ୍ତୁ ଏବଂ ତାହାକୁ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ପ୍ୟାନ ହାଲକା ଗରମ ହେବା ପରେ ଏହି ମିଶ୍ରଣକୁ ତାହା ଉପରେ ବସାନ୍ତୁ ଏବଂ ଚାମଚ ସାହାର୍ଯ୍ୟରେ ହାଲାକା ମିକ୍ସ କରି ଦିଅନ୍ତୁ ।

ପ୍ରୟୋଗ ପ୍ରଣାଳୀ :-

ଜଏଣ୍ଟ ପେନ ହେଉଥିବା ସ୍ଥାନରେ ବା ଆପଣଙ୍କର ଗଣ୍ଠି ଯେଉଁ ସ୍ଥାନରେ ବିନ୍ଧା ହେଉଛି ଆପଣ ଏହି ମିଶ୍ରଣକୁ ଆପ୍ଲାଏ କରନ୍ତୁ । ଯେତିକି ମାତ୍ରାରେ ଗରମ ସହି ପାରିବେ ସେତିକି ମାତ୍ରାରେ ଗରମ ଏଥିରେ ଲଗାନ୍ତୁ । ଏଥିପାଇଁ ଆପଣଙ୍କୁ ଧଳା କପଡା ର ଆବଶ୍ୟକତା ପଡିବ , ପ୍ରଥମେ ଆପଣ ସେହି ଜାଗାରେ କପଡାକୁ ବାନ୍ଧି ଦିଅନ୍ତୁ । ରାତିରେ ଏହାକୁ ଟ୍ରାଏ କଲେ ବହୁତ ବେନିଫିଟ୍ ମିଳିଥାଏ , ସେଥିପାଇଁ ଏହାକୁ ରାତି ଯାକ ରଖି ସକାଳ ହେଲେ ଏହାକୁ ଖୋଲି ଦିଅନ୍ତୁ । ଦେଖିବେ ଆପଣଙ୍କର ଜଏଣ୍ଟ ପେନ ଏବଂ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment