ଆନ୍ତରିକତାର ଅଭାବ ଯୋଗୁଁ ‘ମାଟିର ମିହିର’ ପୁଣି ଥରେ ମାଟିରେ ମିଶିଗଲା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ଏବଂ ଆଉ କିଛି ଦେଖିବା ପରେ ଆଖିରୁ ଅଶ୍ରୁ ଆସି ଯାଇଥାଏ। ଆଉ ଏବେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ଜଣେ ସୁନାମଧନ୍ୟ ତଥା ବିଶିଷ୍ଟ ଅଭିନେତା ଏବଂ ତାଙ୍କୁ ଯେତେ ସମ୍ମାନ କଲେ ମଧ୍ୟ କମ ହୋଇଯିବ କାରଣ ତାଙ୍କର ଅବଦାନ ଓଡ଼ିଆ ଫିଲ୍ମ ଜଗତ କୁ ବହୁତ ରହିଛି। ତେବେ ଏଠାରେ ତାଙ୍କର ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ମାଟିରେ ପୁଣି ଥରେ ମିଶିଗଲେ ଅଭିନେତା ମିହିର ଦାସ।

ଏହିଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି। ଆଉ ଏଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯାହା ଦେଖିବା ପରେ ସମସ୍ତେ ଙ୍କ ଆଖିରୁ ଅଶ୍ରୁ ଆସି ଯାଉଛି। ସୋସିଆଲ ମିଡ଼ିଆରେ ବିଭିନ୍ନ ସମୟରେ ଫିଲ୍ମ ଜଗତର ବିଭିନ୍ନ କଳାକାର ଙ୍କର ଭିଡ଼ିଓ ନଜରକୁ ଆସିଥାଏ।ଆଉ କିଛି କଳାକାରଙ୍କ ର ଅଭିନୟ ଏମିତି ରହିଥାଏ ଯାହାକୁ ଲୋକ ମାନେ କେବେ ମଧ୍ୟ ଭୁଲି ନ ଥାଆନ୍ତି। ଆଉ ତାଙ୍କର ଅଭିନୟ ରେ ଖୁସି ଅନେକ ସ୍ମୃତି ମଧ୍ୟ ରଖି ଥାଆନ୍ତି ଯାହା ବିଭିନ୍ନ ସମୟରେ ଦେଖିବାକୁ ମିଳିଥାଏ। ଆଉ ଏବେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ପୁଣି ଥରେ ବିଶିଷ୍ଟ ଅଭିନେତା ମିହିର ଦାସ ଙ୍କୁ ମାଟିରେ ମିଶାଇ ଦେଲେ।

ବିଭିନ୍ନ ସମୟରେ ଫିଲ୍ମ ଜଗତର ଏମିତି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଅତି ଦୁଃଖଦ ମୁହୂର୍ତ୍ତ ହୋଇଥାଏ। ଆଉ ବିଭିନ୍ନ ଫିଲ୍ମ ତାରକା ମାନଙ୍କର ଅଭିନୟ ଙ୍କୁ ମନେ ରଖିବା ପାଇଁ ଏବଂ ତାଙ୍କର ଅବଦାନ କୁ ମନେ ରଖିବା ପାଇଁ କିଛି ସ୍ମୃତି ଆକାରରେ କରା ଯାଇଥାଏ ଯାହା ଆମ ସମସ୍ତଙ୍କ ପ୍ରିୟ ଅଭିନେତା ମିହିର ଦାସ। ଆଉ ସେ ସିନା ଏହି ଦୁନିଆ ରେ ନାହାଁନ୍ତି ହେଲେ ତାଙ୍କର ଅଭିନୟ ଓ ଅବଦାନ ମଧ୍ୟ ଏବେ ବଂଚିବା ଭଳି ଲାଗୁଛି।।ଆଉ ଏବେ ମଧ୍ୟ ସେ ବଞ୍ଚିଛନ୍ତି ତାଙ୍କର ସେହି ଭଳି ପ୍ରତିଭା ପାଇଁ ଆଜି ବି କେହି ଭୁଲି ନାହାଁନ୍ତି। ଆଉ ଏହିପରି ତାଙ୍କର ମୃତ୍ୟୁ ହେବା ପରେ ଶିଳ୍ପୀ ମାନେ ଏକ ପ୍ରତିମୂର୍ତ୍ତି କରିଥିଲେ ଯାହା ସୋସିଆଲ ମିଡ଼ିଆରେ ଭାଇରଲ ମଧ୍ୟ ହୋଇଥିଲା। ଆଉ ସେହି ମୂର୍ତ୍ତି ସାହାଯ୍ୟ ରେ ତାଙ୍କୁ ମଧ୍ୟ ସବୁ ଦିନ ପ
ପାଖରେ ଦେଖି ହେବ।

ଆଉ ଏଠାରେ ତାଙ୍କୁ ପୁଣି ଥରେ ମାଟି ରେ ମିଶିବାକୁ ପଡିଲା ଯାହା ଏହି ଭିଡ଼ିଓ ଜାଣିବାକୁ ମିଳିଛି।ଆଉ ସେହି ଅଭିନେତା ମିହିର ଦାସ ଆଉ ନାହାଁନ୍ତି ଦୁନିଆ ରେ। ତାଙ୍କର ଯେଉଁ ପ୍ରତିମୂର୍ତ୍ତି ଟି ହୋଇଥିଲା ତାଙ୍କର ସେହି ଅବଦାନ କୁ ମନେ ରଖିବା ପାଇଁ ତାହା ଆଉ ନାହିଁ। ଆଉ ମୃତ୍ୟୁ ହେବା ସମୟରେ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ସେହି ପ୍ରତିମୂର୍ତ୍ତି କୁ ଏକ ସ୍ଥାନ ରେ ନେଇ ରଖା ଯିବ ଯେଉଁଠି ତାଙ୍କୁ ପୁଣି ଥରେ ସମସ୍ତେ ଦେଖିବା ପାଇଁ ସୁଯୋଗ ପାଇବେ। ଆଉ ସମସ୍ତ ରାଜନେତା ଓ ଲୋକ ମାନେ ମଧ୍ୟ କହିଥିଲେ ତାଙ୍କର ପ୍ରତିମୂର୍ତ୍ତି ରଖି ସବୁଦିନ ଦେଖି ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment