Odisha News Portal

ଆନ୍ଧ୍ରପ୍ରଦେଶରୁ ବନ୍ଧା ହେଲା ଓଡିଆ ପ୍ରେମିକ, ଏତେ ଭିତରେ କରୁଥିଲେ କୁକର୍ମ କାମ…ଦେଖନ୍ତୁ ଭିଡ଼ିଓ

ଆଜିକାଲିର ଯୁବକ ଯୁବତୀ ମାନେ ସବୁବେଳେ ପ୍ରେମ ପଛରେ ଦୌଡ଼ି ଛନ୍ତି। ଆପଣ ମାନେ ଦେଖିଥିବେ ଯେ ଯୁବକ ଯୁବତୀ ବହୁତ କମ୍ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଭଲ ପାଇବା ହୋଇଯାଏ। ତେବେ ଭଲ ପାଇବା ଚିରସ୍ଥାୟୀ ହେଉନାହିଁ, କିଛି ଦିନ ସେମାନଙ୍କ ମଧ୍ୟରେ ଭଲ ପାଇବା ଖୁବ ନିବିଡ଼ ହୋଇଯାଏ। ତାପରେ ମଧ୍ୟ ଉଭୟଙ୍କ ମଧ୍ୟ ରେ ଶାରୀରିକ ସମ୍ପର୍କ ରହିଥାଏ। ତା ପରେ ସୃଷ୍ଟି ହୋଇ ଯାଉଛି ସମ୍ପର୍କରେ ଫାଟ , ଏହା ପରେ ପ୍ରେମିକ ଗର୍ଭବତୀ ହୋଇଯାଉଛି, ଏବଂ ଆତ୍ମହତ୍ୟା କରିବା ଭଳି ଘଟଣା ସାମ୍ନାକୁ ଆସିଥାଏ। ତେବେ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ତେବେ ଆଜି ଆମେ ଯେଉଁ ଘଟଣା ଟି ବିଷୟରେ କହିବା ପାଇଁ ଯାଉଛୁ, ଗୁଜରାଟ ପ୍ରେମିକାକୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ପରେ, ଫେରାର ଯୁବକଙ୍କୁ ଧରିଛି ପୋଲିସ, ଏଭଳି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ତେବେ ପୁରା ଘଟଣା ଟି ଜାଣିଲେ ହୋସ ଉଡିଯିବ, ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ;

ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟ ନଗରର ବଡ଼କୁଳର ଅରେନ୍ଦ୍ର କରଣ ନାମକ ଯୁବକ ଗୁଜୁରାଟ ଯାଇଥିଲେ କାମ କରିବା ପାଇଁ ସେଠାରେ ସେ ଜଣେ ଗୁଜୁରାଟ ଝିଅକୁ ଛଳନା କରି ଭଲ ପାଇଁ ତା ସହିତ ସାରୀରିକ ସମ୍ପର୍କ ରଖି ନିଜ ଗାଁକୁ ଫେରି ଆସଥିଲେ। ଏହା ପରେ କିଛି ଦିନ ବିତିଗଲା, ଯୁବତୀ ଜଣକ ଫୋନ ରିସିଭ ନକରିବାରୁ ସେ ଶୁଣିବା ପାଇଁ ପାଇଥିଲେ ଯେ ଅରେନ୍ଦ୍ର କରଣଙ୍କ ଅନ୍ୟତ୍ର ବାହାଘର ଠିକ ହୋଇଯାଇଛି। ଏହା ପରେ ସେ ସୁଦୂର ଗୁଜୁରାଟରୁ ଓଡିଶାର ଗଂଜାମ ଜିଲ୍ଲା ତାଙ୍କ ଗାଁରେ ଆସି ପହଁଚି ଥିଲେ। ଯୁବତୀ ଜଣକ ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ତ ହୋଇଥିଲେ। ପୋଲିସ ମଧ୍ୟ ତଦନ୍ତ ଆରମ୍ବ କରିଥିଲେ, କିନ୍ତୁ ତାଙ୍କର କୌଣସି ଖୋଜ ଖବର ପାଉଁଥିଲେ। ଗୁଜୁରାଟରୁ ଆସିଥିବା ଯୁବତୀ ଜଣକ ଯଦି ସେ ନ୍ୟାୟ ନ ପାଇବେ ତାହାଲେ ଏହି ଠାରେ ହିଁ ସେ ଆତ୍ମହତ୍ୟା କରିବେ କିନ୍ତୁ ସେ ତାଙ୍କ ଘରକୁ ଫେରିବେ ନାହିଁ।

କିନ୍ତୁ ସେହି ଗାଁର ଅନ୍ୟ ଜଣେ ଯୁବତୀ ତାଙ୍କୁ ପୂର୍ଣ ସହଯୋଗ କରିଥିଲେ। ଏହା ପରେ ଧୋକାବାଜ ପ୍ରେମିକକୁ ଆନ୍ଧ୍ରପ୍ରଦେଶ ପୋଲିସ ଧରିଥିଲା। ତାଙ୍କୁ ବର୍ତ୍ତମାନ ଓଡିଶା ଆଣା ଯାଇଛି। ତେବେ ଏହି ଖବର ଗୁଜରାଟ ଯୁବତୀଙ୍କୁ ଅତ୍ୟନ୍ତ ଖୁସି ପ୍ରଦାନ କରିଛି। ତେବେ ଏହା ପରେ ଖାଲି ଦେଖିବାର ବିଷୟ ଏହିକି ଯେ, ସେ ତାଙ୍କୁ ବିବାହ କରିବେ ନା ତାଙ୍କୁ ପୋଲିସ ଜେଲରେ ଭର୍ତ୍ତି କରିବେ। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି କିଛି କରନ୍ତୁ ନାହିଁ ଯେଉଁଥିରେ ଅନ୍ୟର କ୍ଷତି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।