ଆମେରିକାରେ 512 କିମିର ରେସ ପୁରା କଲେ ସୁରଙ୍କ ପୁଅ… 10 କିମି ସ୍ବିମ୍ମିଙ୍ଗ, 418 କିମି ସାଇକ୍ଲିଂ ଓ 84 କିମି ଦୌଡ… ଦେଖନ୍ତୁ Video

ପ୍ରତ୍ୟେକ ମଣିଷ ନିଜ ଜୀବନ ଶୈଳୀ ଭିତରେ କିଛି ନା କିଛି କରିବାକୁ ପ୍ରାୟସ୍କରି ଥାଆନ୍ତି ଆଉ କାହା ଭାଗ୍ୟରେ କଣ ରହିଛି ତାହା କେହି କେବେ କଳ୍ପନା କରି ପାରିବେ ନାହିଁ। ଆଉ କାହା ଭବିଷ୍ୟତ ରେ ରାଜକୀୟ ସୁଖ ଥିବା ବେଳେ ଆଉ କାହାର ଜୀବନଟା ଏକ ସଂଘର୍ଷ। ଏମିତି ବେଳେ ବେଳେ ମଣିଷ କରିଥାଏ ଯାହାକୁ ସାରା ଦୁନିଆ ମନେ ରଖିଥାଏ। ତେବେ ନିକଟରେ ଭାଇରଲ ହୋଇଥିବା ଶ୍ରୀଯୁକ୍ତ ସୁର ରାଉତରାୟ ଙ୍କ ପୁଅ ଙ୍କ କ୍ୟାରିୟର ସମ୍ପର୍କରେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି।

କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା ଆପଣ ମାନଙ୍କ ପ୍ରିୟ ଜଟଣୀ ର ବିଧାୟକ ଶ୍ରୀଯୁକ୍ତ ସୁର ରାଉତ ରାୟ ଙ୍କ ଭିଡ଼ିଓ। ସେ ଏବେ ନିର୍ବାଚନ ସମୟରେ ଘର କୁ ଫେରି ଥିଲେ ଆଉ ଯାହାକୁ ସମ୍ବୋଧନ କରିବା ପାଇଁ ସମସ୍ତେ ପହଂଚି ଥିଲେ। ଆଉ ତାଙ୍କ ପୁଅ ବିଦେଶ ରହି ନିଜର ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଯାହା ଏହି ଭିଡ଼ିଓ ରେ ଆପଣ ମାନେ ଦେଖିବାକୁ ପାଇବେ। ଆଉ ଏପଟେ ତାଙ୍କର ଓଡିଶା ଆସିବ ସମୟରେ ଭୁବନେଶ୍ୱର ଏୟାରପୋର୍ଟ ରେ ବହୁତ ଭିଡ ଲାଗିଥିଲା ଯାହାର ଭିଡ଼ିଓ କିଛି ଦିନ ତଳେ ନଜର ରେ ଆସିଥିଲା।

ଏବେ ତାଙ୍କର ଏକ ସଭାରେ ଦେଖିବାକୁ ମିକିଛି ସେଠାରେ ସେ ନିଜ ବିଷୟରେ କିଛି କହିବା ପାଇଁ ପ୍ରୟାସ କରିଛନ୍ତି।ଆଉ ବିଧାୟକ ସୁର ରାଉତ ରାୟ ଙ୍କ ପୁଅ ମଧ୍ୟ ତାଙ୍କ ପରି ବ୍ୟକ୍ତିଗତ ଯାହା ସମସ୍ତେ କହୁଛନ୍ତି। ସେ ବିଦେଶ ର ରହି ବିଭିନ୍ନ ଦେଶ ଓ ମହାଦେଶ ଭ୍ରମଣ କରିଛନ୍ତି। ଆଉ ଏଠାରେ ସେ କହିଛନ୍ତି ” ସର୍ବଦା ଦେଶ ଓ ଜାତି ପାଇଁ ଗୌରବ ଆଣିଛନ୍ତି” ତାଙ୍କର ନିଜର ମାଟି ପାଇଁ କିଛି କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି। ସେ କହିଛନ୍ତି ଯେ ସେଠାରେ ଯେତେବେଳେ ପଚରା ଯାଏ ଘର ବିଷୟରେ ଓଡିଶା କହି ଥାଆନ୍ତି ବୋଲି ସୂଚନା ଦେଇଛନ୍ତି।

ଆଉ ଏଠାରେ ସେ ନିଜ ସବୁ ହାସଲ କରି ଦେଶ ଓ ରାଜ୍ୟର ନାଁ କମେଇଥିବା ନେଇ କିଛି ସୂଚନା ଦେଇଛନ୍ତି ଆଉ ସେ କିଛି ନିଜେ ହାସଲ କରିଥିବା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।ଆଉ ସିଏ ନିଜ କ୍ୟାରିୟର ଭିତରେ ୫ ଥର IRON ମ୍ୟାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏବଂ ତାଙ୍କର ପ୍ରଥମ IRON ମ୍ୟାନ ୨୦୧୬ ରେ ପାଇଥିଲେ। ଆଉ ତା ପରେ କିଛି ବର୍ଷପରେ ସେ ULTRA ମ୍ୟାନ ମଧ୍ୟ ହୋଇଥିଲେ ଯାହା ପାଇଁ ସେ ଏବେ ବହୁତ ଚର୍ଚ୍ଚିତ। ଆଉ ତାଙ୍କର ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସ କରିଛନ୍ତି। ଆଉ ସେ ମଧ୍ୟ କହିଛନ୍ତି ଯେ ତାଙ୍କର ବଡ଼ ଲକ୍ଷ୍ୟ ରହିଛି ଯେ ସାତ ଟି ମହଦେଶର ସବୁ ପର୍ବତ ଶିଖରରେ ମହାପ୍ରଭୁ ଜଗନ୍ନାଥ ଙ୍କ ପତିତପାବନ ଙ୍କୁ ଲାଗେଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment