ଆମେ ଲେଡ଼ିଜ… ନିଆଁ ଜଳେଇବୁ… ଦେଖନ୍ତୁ Viral ଭିଡ଼ିଓ

କିଛି ଦିନ ପୂର୍ବରୁ ପଂଚାୟତ ନିର୍ବାଚନ ହୋଇ ଥିବାବେଳେ ବହୁତ ସାରା ହିଂସା କାଣ୍ଡ ମଧ୍ୟ ଦେଖା ଦେଇଥିଲା ଯାହାସବୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା।ଏବେ ପୁଣି ମୁନିସପାଲିଟି ନିର୍ବାଚନ ର ସମୟ ଯାହା ଏବେ ସହର ମାନଙ୍କରେ ରାଜନୀତି ଚହଳ ସୃଷ୍ଟି କରିଛି। ତେବେ ବନ୍ଧୁଗଣ ଏଠାରେ ଦୁଇ ଦଳ ମଧ୍ୟରେ ତିକ୍ତତା ହେବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯାହା ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ବୁଝି ପାରିବେ।

ଏଠାରେ ମହିଳା ସୁରକ୍ଷା ନେଇକି ଆନ୍ଦୋଳନ ଦେଖା ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ଆଉ ଆନ୍ଦୋଳନ ରେ ଦୁଇ ଗୋଷ୍ଠୀ ର ମହିଳା ମାନେ ସାମ୍ନାକୁ ଆସିଛନ୍ତି। ପ୍ରକୃତରେ କହିବାକୁ ଗଲେ ଏଠାରେ ନିର୍ବାଚନ ଘଟଣା କୁ ନେଇ ଉତ୍ତେଜନା ହୋଇଛି ବୋଲି ଶୁଣିବାକୁ ମିଳୁଛି। ଏହି ଘଟଣା ଟି ଲକ୍ଷ୍ମୀ ସାଗର ଥାନା ଅଂଚକ ରେ ଚହଳ ସୃଷ୍ଟି କରିଛି। ଏହିଠାରେ ଯାହା ହୋଇଛି ତାହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ଉଠୁଛି ଆମ ପ୍ରଶାସନ ବ୍ୟବସ୍ଥା ଉପରେ। ସେଠାରେ ଯେଉଁ ମହିଳା ମାନେ ଆସିଛନ୍ତି ସମସ୍ତେ ମହିଳା ର ସୁରକ୍ଷାକଥା ଉପରେ ଆନ୍ଦୋଳନ କରୁଛନ୍ତି।

ଏଠାରେ ମୁନିସପାଲିଟି ନିର୍ବାଚନ ପାଇଁ ଏହି ପରି ଉତ୍ତେଜନା ଦେଖା ଦେଇଛି ଯାହା ସୂଚନା ଯୋଗ୍ୟ। ଆଉ ଦୁଇ ଦଳ ଉଭୟ ବିଜେଡି ଓ ବିଜେପି ମଧ୍ୟ ରେ ତୀବ୍ର ଗଣ୍ଡଗୋଳ ଦେଖା ଦେଇଛି ଯାହା ପାଇଁ ଆଜି ଏଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଦୁଇ ଦଳ ବିଜେଡି ର ପାର୍ଥି ମଧ୍ୟ ଏହି ନିର୍ବାଚନରେ ଠିଆ ହୋଇଥିଲେ ଏବଂ ବିଜେପି ର ମଧ୍ୟ ଜଣେ ଠିଆ ହୋଇଥିଲେ। ତା ପରେ ଯାହା ହେଲା ଆପଣ ମାନେ ଏଠାରେ ସେଖିବାକୁ ପାଇବେ। କୌଣସି ଏକ କାରଣକୁ କେନ୍ଦ୍ର କରି ଏମିତି ପରିସ୍ଥିତି ଦେଖା ଦେଇଛି। ଶୁଣିବାକୁ ମିଳିଛି ଯେ ନିର୍ଵାଚନ ସମୟରେ ଭୋଟ ପାଇଁ କୌଣସି ସ୍ଥାନରେ ଲାଞ୍ଚ ଦେବାଲାଗି ଏମିତି ଘଟଣା ଘଟିଛି।

ନିର୍ବାଚନ ଆସିଲେ ସମସ୍ତ ଦଳର ଲୋକ ମାନେ ଅଧିକ ଭୋଟ ପାଇବା ପାଇଁ ଟଙ୍କା କୁ ଲାଞ୍ଚ ଆକାରରେ ଏବଂ ବିଭିନ୍ନ ସମୟରେ ଭୋଜି ଭାତ ପରି ବଡ଼ ବଡ଼ ଆୟୋଜନ କରି ଥାଆନ୍ତି ଯାହା ବିଭିନ୍ନ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖିବାକୁ ମିଳିଥାଏ। ଆଉ ଏଠାରେ ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ହେବା ପରେ ଉଭୟ ଦଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯାହା ପାଇଁ ଏବେ ଏହିପରି ଉତ୍ତେଜନା ଦେଖା ଦେଇଛି। ତେବେ ଏଠାରେ ଯେଉଁ ଦଳର ସମର୍ଥକ ମାନେ ଠିଆ ହୋଇଛନ୍ତି ସେମାନେ ସର୍ବଦା କହୁଛନ୍ତି ଯେ ତାଙ୍କ ଭାଇ ଙ୍କୁ ବା ଶିଖର ଜେନା ଙ୍କୁ ଛାଡି ଦିଆଯାଉ। କାରଣ ବିରୋଧୀ ଙ୍କ ଅଭିଯୋଗ ପରେ ପୋଲିସ ତାଙ୍କୁ ଥାନାକୁ ଆଣିଛନ୍ତି। ଆଉ ସେମାନେ ଏହିପରି ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ମଧ୍ୟ କରି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment