ଆମ ଘର ଦୁର୍ଗା ପୂଜା… ଅଭିନେତ୍ରୀ ଅର୍ଚ୍ଚିତା ( Archita ) ନିଜ ଘରେ କେମିତି ପାଳିଲେ ଦୁର୍ଗା ପୂଜା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚାରିଆଡେ ଏହି ଗୋଟିଏ କଥା ଭାଇରାଲ ହେବାରେ ଲାଗିଛି ତାହା ହେଉଛି ମା ଦୁର୍ଗା ଙ୍କର ପୂଜା | ଆଉ ଗା ଠୁ ଆରମ୍ଭ କରିକି ସହର ପର୍ଯ୍ୟନ୍ତ ଚାରିଆଡେ ପାଳନ କରାଯାଉଛି ମା ଦୁର୍ଗା ଙ୍କର ପୂଜା ଅର୍ଚନା | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ନାୟକ ସବ୍ୟସାଚୀ ଓ ଅର୍ଚିତା ଙ୍କ ଘରେ ଏବେ ପାଳିତ ହେଉଛି ମା ଙ୍କର ଦୁର୍ଗାଷ୍ଟମୀ ବାର ର ପୂଜା ଅର୍ଚନା | ଆଉ ଭକ୍ତି ର ସହିତ ତାଙ୍କର ଘର ଲୋକ ମିଶିକି ପାଳନ କରାଯାଇଛି ମା ଙ୍କର ପୂଜା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଦେଖୁବାକୁ ମିଳିଛି କି ଏଠାରେ ଅର୍ଚିତା ତାଙ୍କର ଶାଶୂ ଙ୍କ ଘରେ ପାଳନ କରୁଛନ୍ତି ମା ଦୁର୍ଗା ଙ୍କର ପୂଜା ବ୍ରତ | ତାହା ସହିତ ଭକ୍ତି ର ସହିତ ଅର୍ଚିତା ବନାଉଛନ୍ତି କାକରା ପିଠା | ଆଉ କୁହାଯାଏ ଯିଏ କାକରା ବନେଇବା ଜାଣିଛି ସିଏ ସବୁ ବନେଇବା ଜାଣିଛି | ଆଉ ଯାହା ଜଣା ପଡିଛି କି ଅର୍ଚିତା ଙ୍କୁ ଟିକେ ସମୟ ଲାଗିଥିଲା ପିଠା ବଣାଇବା ପାଇଁ | କିନ୍ତୁ ସେ କାକରା ପିଠା ବନାଇଥିଲେ ମା ଙ୍କ ପାଇଁକି |ଆଉ ଭକ୍ତି ର ସହିତ ସେ ମା ଙ୍କର ପୂଜା ପାଇଁ ସବୁ କିଛି ଜିନିଷ ଯୋଗାଡ଼ କରିଥିବାର ଦେଖିବାକୁ ମିଳିଛି |

ଆଉ ସେପଟେ ଅର୍ଚିତା ମା ଙ୍କର ଆଳତି ପାଇଁ ମଧ୍ୟ ବନ୍ଦାଳ ଥାଳି କୁ ସଜ କରୁଛନ୍ତି | ଆଉ ସମସ୍ତେ ଘର ଲୋକ ମିଶିକି ମା ଦୁର୍ଗା ଙ୍କୁ ଭକ୍ତି ର ସହିତ ପୂଜା କରୁଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ଭକ୍ତି ର ସହିତ ପୂଜା କରୁଛନ୍ତି ସମସ୍ତେ, ବାଜା ଘଣ୍ଟ ଆଉ ଘାଣ୍ଟିରେ ତାଙ୍କର ଘର ଟି ପୁରୀ ଯାଉଛି | ଆଉ ଅର୍ଚିତା ଙ୍କ କୁନି ପୁତୁରା ମଧ୍ୟ ମା ଙ୍କର ଆରାଧନା କରିବାକୁ ଲାଗିଛନ୍ତି | ଆଉ ସୁନ୍ଦର ଭାବରେ ମନ୍ତ୍ର ମଧ୍ୟ ଉଚ୍ଚାରଣ କରୁଛନ୍ତି | ଆଉ ଯାହା ସମସ୍ତଙ୍କ ମନକୁ ବେଶ ଆକୃଷ୍ଟ ମଧ୍ୟ କରିଛି |

ତେବେ ମା ଦୁର୍ଗା ଙ୍କର ଆଗମନ ରେ ଅର୍ଚିତା ଙ୍କ ଘରେ ଖୁସିର ମାହୋଲ ଖେଳିଯିବାର ଦେଖିବାକୁ ମିଳିଛି | ଆଉ ଯାହା ପାଇଁ ସମସ୍ତଙ୍କ ମନ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି | ଆଉ ମା ଙ୍କର କେଉଁ ଭଳି ଭାବରେ ପୂଜା ପାଇଁ ସଜ କରୁଛନ୍ତି ଅର୍ଚିତା ଙ୍କ ପରିବାର ଲୋକ ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି | ଆଉ ଅର୍ଚିତା ଙ୍କର ଦୁର୍ଗା ପୂଜା ଅବସରେ ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment