Odisha News Portal

ଆଜିକାଲି ପଇସା ଯଉଠି , ଟୋକି ସେଇଠି ..ପଇସାବାଲା ବଏଫ୍ରେଣ୍ଡ ସପୋର୍ଟ କରୁନଥିଲେ ସୋନାଲି ବନ୍ଧା ହୁଅନ୍ତାଣି. .. କାହିଁକି ଏମିତି କହିଲେ Rani Panda… ଦେଖନ୍ତୁ Video

ବିଭିନ୍ନ ସମୟରେ ପ୍ରେମକୁ ନେଇ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ ଯାହା ଏବେ ଏଠାରେ ସାମ୍ନାକୁ ଆସିଛି। ପ୍ରେମ ପାଇଁ କେଉଁଠି ଜୀବନ ଯାଉଥାଏ ଆଉ କେଉଁଠି ଜୀବନ ନେଇ ଯାଇ ଥାଆନ୍ତି। ହେଲେ ଏଠାରେ ଦେଖିବାକୁ ମିଳିଛି ଯେ କିଛି ଦିନ ତଳେ ମଡେଲର ସୌମ୍ୟ ଙ୍କର ମୃତ୍ୟୁ କୁ ନେଇ ବିବାଦ। ହେଲେ ଘଟଣା ବହୁତ ଦିନ ହୋଇଥିଲେ ମଧ୍ୟ ତାହାର ନ୍ୟାୟ ମିଳି ପାରି ନାହିଁ। ଆଉ ଏବେ ତାଙ୍କର ସେହି ପ୍ରେମିକା ସୋନାଲି ଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ଏହିଠାରେ ପୁଣି ଏକ ମଡେଲର ସୌମ୍ୟ ଙ୍କର ଆତ୍ମହତ୍ୟା ହୋଇଥିଲା ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ଏହି ଘଟଣା ଟିରେ ମଡେଲର ସୌମ୍ୟ ଙ୍କର ମୃତ୍ୟୁ ଆଜି କି ଏତେ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ପରିବାର କୁ କିଛି ନ୍ୟାୟ ମିଳି ପାରି ନାହିଁ। ଆଉ ଏପଟେ ତାଙ୍କର ପ୍ରେମିକା ଜଣଙ୍କ ଆଉ ଜଣଙ୍କ ସହିତ ବାହାଘର ହୋଇଯିବା ନେଇ ସୂଚନା ମିଳି ଥିବା ବେଳେ ତାହାକୁ ନେଇ ବର୍ତ୍ତମାନ ସମୟରେ ପରିବାର ଲୋକ ଆଗକୁ ଆସିଛନ୍ତି। ପୁଣି ଏବେ ତାଙ୍କର ପ୍ରେମ ପାଇଁ ମୃତ୍ୟୁ ହୋଇଥିବା ଶୁଣିବା ପରେ ଆହୁରି ଥରେ ନିଜର ବୟାନ ରଖିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରରେ ଭାଇରଲ ହେବାରେ ଲାଗିଛି।

ଏହିଠାରେ ପୁଣି ମଡେଲର ସୌମ୍ୟ ର ମୃତ୍ୟୁ କୁ ନେଇ ନ୍ୟାୟ ଦାବିରେ ଓଲିଉଡ ଅଭିନେତ୍ରୀ ସମ୍ନାକୁ ଆସିଛନ୍ତି ଆଉ କିଛି ମଧ୍ୟ ନିଜର ମନ୍ତବ୍ୟ ଦେଇଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ସେ ଏଠାରେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ରେ ପଇସା ଯେଉଁଠି ଝିଅ ମାନଙ୍କର ପ୍ରେମ ସେଇଠି ଏବଂ ସେଠାରେ ସେ ସବୁ କିଛି କରି ଦେବେ। ଆଉ ଯଦି ଜଣଙ୍କୁ ପ୍ରେମ କରିଛନ୍ତି ସେହି ସମୟରେ ଆଉ ଜଣେ ବହୁତ ପଇସା ଵାଲା ପୁଅ ଆସିଯିବ ତେବେ ସଂଗେ ସଂଗେ ତାଙ୍କ ସହିତ ସେମାନେ ସମ୍ପର୍କ ରଖିଛନ୍ତି ଯାହା ଏଠାରେ ସେ କହିଛନ୍ତି। ଆଜିକାଲି ପ୍ରେମ ହିଁ ସବୁ ଏମିତି ଯାହା ଏବେ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହୋଇଛି।

ଏବେ ସୋନାଲି ଜଣଙ୍କ ଜୀବନ ନେଇ ଆଉ ଜଣଙ୍କ ସହିତ ବିବାହ ହେବା କଥା ଶୁଣିବା ପରେ ରାନୀ ପଣ୍ଡା କହିଛନ୍ତି ଯେ ପଇସା ଯେଉଁଠି ଟୋକି ସେଇଠି ଯାହା ଏଠାରେ ସୋନାଲି ମଧ୍ୟ କରିଛନ୍ତି।
ଆଉ ସୋନାଲି ଙ୍କର ନୂଆ ବୟଫ୍ରେଣ୍ଡ ଶାର୍ଶ୍ୱତ ସମ୍ପର୍କରେ କିଛି କହିଛନ୍ତି ଯାହା ଏଠାରେ ଶୁଣିବାକୁ ମିଳିଛି। ଆଉ ସେ ପଇସା ଵାଲା ବୋଲି ଏହି ଘଟଣା କୁ ଚପେଇ ଦେଇଥିବା ନେଇ ସୂଚନା ଦେଇଛନ୍ତି। ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି ଯେ ଯଦି ଏହି ଘଟଣା କୁ ନେଇ ସୋନାଲି ନିଜର ମନ୍ତବ୍ୟ ଦେବେ ନାହିଁ ତେବେ ଏହା ପରେ ଭୟଙ୍କର ପରିସ୍ଥିତି ଉପୁଜିବା ଯାହା ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।