“ଆଜିବି ନ୍ୟାୟ ମାଗୁଛି କାଶ୍ମୀର ପଣ୍ଡିତ” ” ଦି କାଶ୍ମୀର ଫାଇଲସ ଫିଲ୍ମ ଦେଖି ଲୁହ ଅଟକେଇ ପାରିଲେନି ଦର୍ଶକ… ଦେଖନ୍ତୁ ହୃଦୟ ବିଦାରକ ଦୃଶ୍ୟ..

ପୁଣି ବଲିଉଡ ଚର୍ଚ୍ଚାରେ ଆସିଛି ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। କରୋନା କଟକଣା ଥିଲେ ମଧ୍ୟ ଏହିପରି ଏକ ଫିଲ୍ମ ତିଆରି କରା ଯାଇଛି ତାହା କଳ୍ପନୀୟ ନୁହେଁ ବହୁତ ସତ୍ୟତା ଉପରେ ଆଧାରିତ। ଏହି ଫିଲ୍ମର ନାମ ଦି କାଶ୍ମୀର ପଣ୍ଡିତ । ଏହି ଫିଲ୍ମ ରେ କାଶ୍ମୀର ରେ ବସବାସ କରୁଥିବା ପଣ୍ଡିତ ମାନଙ୍କ ଉପରେ ଆଧାରିତ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା।

ସମୟ ଏମିତି ଯାହା ଆମକୁ ପଛ କଥା ମନେ ପକେଇବାକୁ ପଡୁଛି। ଆଉ ଏବେ ମଣିଷ ସବୁ ବେଳେ ନିଜ ର ମାତୃଭୂମି କୁ ବେଶୀ ଭଲ ପାଇଥାଏ। ଯେତେବେଳେ ନିଜ ଦେଶ ରେ ନିଜ ମାଟି ରୁ କେହି ଜୋର ଜବରଦସ୍ତ ଦଖଲ କରି ଥାଆନ୍ତି ସେ ସମୟରେ ବହୁତ କଷ୍ଟ ଅନୁଭବ ହୋଇ ଥାଏ। ଆଉ ଏହି ସମୟରେ ସେହିପରି ଏକ ଫିଲ୍ମ ତିଆରି କରା ଯାଇଛି। ଏହି ଫିଲ୍ମ ଟି ବଲିଉଡ ରେ ଶୁଟିଂ ହୋଇ ଥିବା ବେଳେ ତାହାକୁ ବିଶ୍ୱ ଆଗରେ ଦେଖେଇବା ପାଇଁ ତାହା ଏମିତି କରା ଯାଇଛି। ଏହି ଫିଲ୍ମ ରେ କାଶ୍ମୀର ର ଭିଟା ମାଟି ଉପରେ ଏକ କରୁଣା କାହାଣୀ ଉପରେ ପର୍ଯ୍ୟବେସିତ।

ଏହି ଫିଲ୍ମ ରେ କୁହା ଯାଇଛି ଯେ କାଶ୍ମୀର ଅଂଚଳ ର ନିଜ ଛୁଆ ମାନଙ୍କୁ ଛାଡି ଦେଇ ସେଠାରୁ ପଳେଇ ଯିବାକୁ ନିର୍ଦେଶ ଦିଆ ଯାଇଥାଏ ଏବଂ ଆଉ ନିଜ ମାଟିରେ ରହିକି ସେମାନଙ୍କର ପାଖରେ ଶରଣର୍ଥୀ ହେବାକୁ ପଡୁଛି। ଏହା ହେଉଛି କାଶ୍ମୀର ପଣ୍ଡିତ ମାନଙ୍କର ଦୁଃଖ ଯାହା ପାଇଁ ଏବେ ଯାଏ ଲଢେଇ କରୁଛନ୍ତି। ସେମାନଙ୍କ ଦୁଃଖ ଦୁର୍ଦଶା ଦେଖି କାହାକୁ ରାତିରେ ନିଦ ହୋଇନାହିଁ। ଆଉ ଏଠିକାର ପଣ୍ଡିତ ମାନଙ୍କୁ ବହୁତ ଶୋଷଣ ସହିତ ସେମାନଙ୍କୁ ବିଭିନ୍ନ ସୁବିଧା ରୁ ଵଂଚିତ କରାଅ ଯାଉଛି ଯାହା ସୂଚନା ଯୋଗ୍ୟ। ଆଉ ଏହି ସବୁ ଘଟଣା କୁ ନେଇ ବଲିଉଡ ରେ ଫିଲ୍ମ ତିଆରି ହୋଇ ଏବେ ପ୍ରେକ୍ଷାଳୟ ରେ ପଡ଼ିବାକୁ ଯାଉଛି। ଯାହା ପାଇଁ ଅଧିକାଂଶ କାଶ୍ମୀର ନାଗରିକ ମାନେ ଅପେକ୍ଷା କରିଥିବା ବେଳେ ଅନ୍ୟ ଦେଶ ଓ ଅନ୍ୟ ରାଜ୍ୟରେ ଲୋକ ମାନେ ଏହାକୁ ଦେଖିବା ପାଇଁ ଇଛୁକ ଅଛନ୍ତି ବୋଲି ଜଣା ପଡୁଛି।

ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଏହି ଫିଲ୍ମ ଶୁଟିଂ ପରେ ଦେଖିବା ପରେ ସମସ୍ତ ଲୋକଙ୍କ ଆଖିରେ ଅଶ୍ରୁର ଧାର ସୃଷ୍ଟି ହୋଇ ଯାଇଛି ଏବଂ ଏଠାରେ ଅନେକ ଶୋଷଣ ହେଇଛନ୍ତି କାଶ୍ମୀର ପଣ୍ଡିତ ମାନେ। ଏହି ଫିଲ୍ମ ର ନାମ ” କାଶ୍ମୀର ପଣ୍ଡିତ “। ଏହି ଫିଲ୍ମ ରେ ଭିଟା ମାଟି କୁ ଭଲ ପାଉଥିବା ଲୋକ ମାନଙ୍କ ଉପରେ ତିଆରି କରା ଯାଇଛି ଯାହାକୁ ଦେଖିବା ପରେ ସମସ୍ତେ ଦୁଃଖ ରେ ଅନ୍ତରରୁ ଲୁହ ଆସି ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment