Odisha News Portal

Jyotisa Shastra – ଆଜି ରାତି ଠାରୁ ଅଢେଇ ବର୍ଷ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀ ଏହି 6 ଟି ରାଶି ଉପରେ କରିବେ ଧନବର୍ଷା ନିଶ୍ଚୟ ଦେଖନ୍ତୁ

0 288

ଗ୍ରହ ନକ୍ଷତ୍ର ମାନଙ୍କ ର ଲଗାତାର ସ୍ଥିତି ବଦଳୁ ଥିବାରୁ ଆକାଶମଣ୍ଡଳ ରେ କେତେ ଯୋଗ ନିର୍ମାଣ ହୋଇଥାଏ । ଏହି ସଂଯୋଗ ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ । ତେବେ ଗ୍ରହ ମାନଙ୍କ ଚଳନ ପ୍ରଭାବ ରେ ଜୀବନ ରେ ଖୁସି କି ଦୁଃଖ ଆସିଥାଏ । ସେମିତି ରେ ତ ଜୀବନ ରେ ଦୁଃଖ ନଥିଲେ ସୁଖ ର ଆନନ୍ଦ ମିଳି ପାରେ ନାହିଁ। ଗ୍ରହ ଓ ରାଶି ମାନଙ୍କ ର ପରିବର୍ତ୍ତନ ପାଇଁ ମଣିଷ ଜୀବନ ରେ ପରିବର୍ତ୍ତନ ଦେଖା ଯାଇଥାଏ । ତେବେ ଅଧିକାଂଶ ଲୋକ ଦିନ ରାତି କଠିନ ପରିଶ୍ରମ କରନ୍ତି, ମାତ୍ର ଧନୀ ହୋଇ ପାରନ୍ତି ନାହିଁ କାରଣ ତାଙ୍କର ଭାଗ୍ୟରେ ଅର୍ଥ ପ୍ରାପ୍ତିର ଯୋଗ ନଥାଏ  ।

କିନ୍ତୁ ବର୍ତ୍ତମାନ କିଛି ଲୋକ ମାନଙ୍କ ର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଯେଉଁଥିପାଇଁ କିଛି ରାଶି ମାନଙ୍କ ର ଶୁଭ ସମୟ ଆସିବାକୁ ଯାଉଛି । ତେବେ କେଉଁ ରାଶି ମାନଙ୍କ ର ମାତା ଲକ୍ଷ୍ମୀ ଙ୍କ କୃପା ରୁ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ;

ମେଷ ରାଶି ,

ଆପଣଙ୍କ ର ଆଗାମୀ ଭବିଷ୍ୟତ ରେ ବହୁତ ଶୁଭ ହେବାର ଅଛି। ଆପଣଙ୍କ ର ପଦଣ୍ଣତି ର ଯୋଗ ଅଛି । ଆପଣଙ୍କ ଉଚ୍ଚ ଅଧିକାରୀ ଙ୍କ ଠାରୁ ଆପଣକୁ ସମ୍ମାନ ମିଳିବାର ଯୋଗ ଅଛି।ବ୍ୟାପାର କ୍ଷେତ୍ର ରେ ଆପଣଙ୍କ ର ବଡ଼ ଉପଲବ୍ଧି ରହିବ।ବଂଧୁ ମାନଙ୍କ ଠାରୁ ସହଯୋଗ ମିଳିବ।କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବେ।ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଯାହା ଫଳରେ ସଂଚୟ ଅଧିକ ହେବ ।

ବୃଷ ରାଶି ,

ମାତା ଲକ୍ଷ୍ମୀ ଙ୍କ କୃପା ସବୁ କ୍ଷେତ୍ର ରେ ଆପଣକୁ ସଫଳତା ମିଳିବ।ବହୁତ ଦିନ ରୁ କରୁଥିବା କାର୍ଯ୍ୟ ସମ୍ପନ୍ନ ହେବ।ଆପଣଙ୍କୁ ଆପଣ ଙ୍କ ପରିଶ୍ରମ ର ଉଚିତ୍ ଫଳ ପ୍ରାପ୍ତି ହେବ।ଆପଣ କୁ ଆପଣଙ୍କ ଘର ର ବଡ ସଦସ୍ୟ ଙ୍କ ସହଯୋଗ ପ୍ରାପ୍ତି ହେବ ଯାହା ଦ୍ୱାରା ଆପଣ ଙ୍କ ମନ ଶାନ୍ତି ରହିବ । ଘର ପରିବାର ରେ ସୁଖ ଶାନ୍ତି ବଜାଇ ରହିବ ।

ତୁଳା ରାଶି ,

ଏହି ରାଶି ର ଲୋକ ମାନଙ୍କ ର ଅନେକ ଦିନ ରୁ ସମସ୍ୟା ଲାଗି ରହିଥିଲା । ମାତା ଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଭାଗ୍ୟ ବଦଳି ଯିବ । ଆପଣଙ୍କ ଭାଗ୍ୟ ରେ ନୂତନ ସୁଯୋଗ ଆସିବ ରହିଯାଇଥିବା କାର୍ଯ୍ୟ ପୂରଣ ହେବ। ମାତା ଙ୍କ କୃପା ରୁ ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି।

କନ୍ୟା ରାଶି ,

ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି।, ବ୍ୟାପାର ର ରେ ଅଚାନକ ଧନ ଲାଭ ର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ର ରେ ଆପଣ ଊନତି କରିବେ। ଆଗାମୀ ଦିନରେ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ୍ଣ ହେବ ।

ସିଂହ ରାଶି ,

ଆପଣଙ୍କ ଦମ୍ପଦ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ପ୍ରେମ ଜୀବନରେ ମଧୁରତା ଆସିବ ଏବଂ ଏକ ଦୃଢ଼ ସମ୍ପର୍କ ସ୍ଥାପିତ ହେବ।ଆପଣଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବାକୁ ଯାଉଛି ।

କୁମ୍ଭ ରାଶି ,

ଆପଣଙ୍କ ଜୀବନ ରେ ଏମିତି କିଛି ପରିବର୍ତ୍ତନ ଆସିବାକୁ ଯାଉଚି ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଆପଣଙ୍କ ପରିଶ୍ରମ ଓ ଧର୍ଯ୍ୟ ର ଉଚିତ୍ ମୂଲ୍ୟ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।