ସାଧରଣ ମଣିଷ ଯେତେବେଳେ କୌଣସି ଉଚ୍ଚ ପଦବୀରେ ବସୁଛି। ସେତେବେଳେ ସେମାନଙ୍କ କିଛି କର୍ତ୍ତବ୍ୟ ରହିଥାଏ। କିନ୍ତୁ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କି କୌଣସି ଉଚ୍ଚ ପଦବୀରେ ରହିଲା ପରେ ସେମାନଙ୍କ କର୍ତ୍ତବ୍ୟକୁ ପଛରେ ପକାଇ ନିଜର ବ୍ୟକ୍ତିଗତ ବ୍ୟାପାର ଉପରେ ଗୁରୁତ୍ୱ ଦେଇଥାନ୍ତି। ଏହା ବ୍ୟତୀତ ଅନେକ ସମୟରେ ଦେଖାଯାଏ କାହାରିକୁ ଖାତିର ମଧ୍ୟ କରିନଥାନ୍ତି, ନିୟମ କାନୁନ ବି ମାନିଥାନ୍ତି। ଏପରି ଅନେକ ଭିଡ଼ିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଥାଏ।
ଅନେକ ଉଚ୍ଚ ପଦବିରେ ରହିଥିବା, ଯେଉଁମାନେ କି ନିଜର କର୍ତ୍ତବ୍ୟକୁ ଆଗ ଭାବିଥାନ୍ତି, ନିୟମ କାନୁନ କୁ ପାଳନ କରିଥାନ୍ତି। ତେବେ ନିୟମ କାନୁନ ମାନୁଥିବା ଉଚ୍ଚ ପଦାଧିକାରୀଙ୍କୁ ଆପଣ ମାନେ ବହୁତ କମ ଦେଖିଥିବେ। ତେବେ ବନ୍ଧୁଗଣ ଆମର ଏହି ସବୁ କହିବାର ଅର୍ଥ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କିଛି, କାମ କରି ଦେଖାଇଛନ୍ତି। ଯାହାକି ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣା ଦାୟକ ଭାବରେ କାମ କରିବ ବୋଲି ଆଶା କରୁଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ କୌଣସି କାମରେ ନିଜ କାର ରେ ବାହାରକୁ ଯାଉଥିଲେ, ଏହାପରେ ରାସ୍ତାରେ ଏମରଜେନ୍ସି ଭାବରେ ଏକ ଆମ୍ବୁଲାନ୍ସ ଗାଡି ଯାଉଥିଲା। ସେ ନିଜର ମାନବିକତା ଦେଖାଇ ନିଜର ଗାଡି ସାଇଡ଼ କରି ଆମ୍ବୁଲାନ୍ସକୁ ଯିବା ପାଇଁ ଦେଇଥିଲେ। ଏହାପରେ ଜରୁରୀ କାଳୀନ ଆମ୍ବୁଲାନ୍ସ ଆଗକୁ ଯାଇଥିଲା, ଏବଂ ଠିକ ସମୟରେ ମଧ୍ୟ ଆମ୍ବୁଲାନ୍ସ ଗାଡି ଯାଇ ପହଞ୍ଚିଥିଲା।
ତେବେ ବନ୍ଧୁଗଣ ଏଠାରେ ଗୋଟିଏ କଥା ପୂରା ସ୍ପଷ୍ଟ ହେଉଛି, ଯେ ଏଭଳି ଜଣେ ସହୃଦୟ ନେତା ବହୁତ କମ ଅଛନ୍ତି। ଯେଉଁମାନେ କି ନିଜର କର୍ତ୍ତବ୍ୟକୁ ଆଗ ବୋଲି ମାନିବା। ବାସ୍ତବରେ ମାନ୍ୟବର ନବୀନ ପଟ୍ଟନାୟକ ମହଦୟ ଏଭଳି କାର୍ଯ୍ୟ ପାଇଁ ଚାରି ଆଡ଼େ ପ୍ରଶଂସା ସୁଅ ଛୁଟୁଛି। ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣା ଦାୟକ ହେବ। ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଦେଖିଥିବେ, ଯେ ଅନେକ ଉଚ୍ଚ ପଦସ୍ତ ଅଧିକାରୀ ନିଜର କର୍ତ୍ତବ୍ୟକୁ ପଛରେ ପକାଇ ଥାନ୍ତି। ଯାହା ଫଳରେ ସେମାନଙ୍କୁ ଲୋକମାନଙ୍କ ଆଗରେ ଏକ ଉପହାସ ପାତ୍ର ସାଜିଥାନ୍ତି।
ଏହିଭଳି ଲୋକ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାନବିକତା ସେମାନଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ। ବନ୍ଧୁଗଣ ଗୋଟିଏ କଥା ମନେ ରଖନ୍ତୁ ଆଇନ କାଉନ ସମସ୍ତଙ୍କ ପାଇଁ ସମାନ ସେ ଛୋଟ ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ। ଆପଣ ମାନେ ମଧ୍ୟ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ଆଗ ଯିବାକୁ ଦିଅନ୍ତୁ। ଏଭଳି ସେବାରେ ଲୋକଙ୍କ ଜୀବନ ମରଣର କଥା ଟିକିଏ, ବିଳମ୍ବ ଜୀବନ ମଧ୍ୟ ନେଇଯାଇ ପାରେ। ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ତ୍ତବ୍ୟ ପାଳନ କରି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।