ଆଜିକାଲି ଯେଉଁ ପୋଷାକ ଖୋଲି ଡ୍ୟାନସ କରୁଛନ୍ତି ଆମେ ତାକୁ… ଏମିତି କାହିଁକି କହିଲେ ଏହି ମହିଳା… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆଜିର ଯୁବ ପିଢ଼ି କଥା ତ ଆପଣ ମାନେ ନିହାତି ଜାଣିଥିବେ, ଆଜି କାଲିର ଜମାନାରେ ଯିଏ ଯେତେ ଛୋଟ ପୋଷାକ ପିନ୍ଧି ଡାନ୍ସ କରିପାରୁଛି ସିଏ ସେତେ ପରିମାଣରେ ଲୋକ ମାନଙ୍କ ଆଗରେ ଫେମସ ହେବାରେ ଲାଗୁଛି | ଏମିତିକି ଫେମସ ହେବାକୁ ଯାଇ ଆମ ଓଡ଼ିଆ ଝିଅ ମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛନ୍ତି | ଏହି ପରି କିଛି କଥା କହିଛନ୍ତି ସେସିଆଲ ମିଡିଆ ଆଗରେ ଦୁଇ ଜଣ ମହିଳା |

ଆଜିର ଯୁବ ପିଢ଼ି ମାନଙ୍କୁ ଆୟତ୍ତରେ ରଖିବା ଆଉ ସମ୍ଭବ ହେଉନାହିଁ, ମହିଳା ଜଣଙ୍କ ନିଜ ଝିଅ କୁ ଡାନ୍ସ ଶିଖାଇବା ପାଇଁ ନେଇ ଆସିଥିଲେ ଆଉ ସେ କହୁଥିଲେ କି ରଙ୍ଗିଲା ଗୀତ ରେ ତାଙ୍କର ଝିଅକୁ ଡାନ୍ସ ପ୍ରକଟିସ କରାଉଛନ୍ତି ଏଣ୍ଟଟେନମେଣ୍ଟ ପାଇଁ,ଆଉ ସେମାନେ ମଧ୍ୟ କହିଛନ୍ତି କି ଆମ ପ୍ରତେକଙ୍କ ସହିତ ସଂଗୀତ ଆଉ ନାଚ ଯୋଡିରହିଛି , ତାହାର ମାନେ ନୁହଁ କି ଆମେ ଦରକାର ଠାରୁ କମ ପୋଷାକ ପିନ୍ଧିବା ଆଉ ସମାଜକୁ ଖରାପ ଶିକ୍ଷା ଦେବା |

ଆଉ ଜଣେ ମହିଳା ମଧ୍ୟ ସେହି କଥାକୁ ସମର୍ଥନ ଜଣାଇ କହିଛନ୍ତି କି ଆମେ ହେଲୁ ଓଡ଼ିଆ, ଆଉ ଓଡ଼ିଆ ମାନଙ୍କର ସ୍ୱତନ୍ତ୍ର ପରିଚୟ ଆଉ ସଂମାନ ମଧ୍ୟ ରହିଛି |ଓଡ଼ିଆ ମାନଙ୍କର ଧର୍ମ ଓ ପରମ୍ପରାକୁ ସଂମାନ ଦେଇ ଆମେ ପୋଷାକ ପିନ୍ଧିବା ଓ ଡାନ୍ସ କରିବା ଆବଶ୍ୟକ ହୋଇଥାଏ | ଯଦି ଆମେ ଏବେଠୁ ସଜାଗ ନ ହେବା ତାହେଲେ ଏହା ଆଗାମୀ ପିଢ଼ି ପାଇଁ ମଧ୍ୟ ଖରାପର ବାଟ ଦେଖାଇଦେବ | ଆଉ ଛୋଟ ଛୋଟ ପିଲାମାନଙ୍କୁ ଏହା ବହୁତ ଖରାପ ପ୍ରଭାବ ପକାଇବ |

ବଜାରରେ ବିଭିନ୍ନ ପ୍ରକାରର ପୋଷାକ ଉପଲବ୍ଧ ଅଛି କିନ୍ତୁ ଆମେ କଣ ପିନ୍ଧିବୁ ସେଇଟା ଆମ ମାନଙ୍କ ଉପରେ ନିର୍ଭର କରିଥାଏ, ଆଉ ସମସ୍ତେ ଏତିକି କଥା ଜାଣିବା ନିହାତି ଆବଶ୍ୟକ ଯେ ଆମେ ଏପରି ପୋଷାକ ପିନ୍ଧିବା ଯାହା ଫଳରେ ଅନ୍ୟ ମାନଙ୍କର ଖରାପ ନଜର ଯେପରି ଆମ ମାନଙ୍କ ଉପରେ ନ ପଡିବ , ଆମ ଦେହକୁ ଓ ସମାଜକୁ ସୁହାଇଲା ଭଳି ଡ୍ରେସ ପିନ୍ଧିବା ସହିତ ଡାନ୍ସ କରିବା ଆବଶ୍ୟକ |

ପୋଷାକକୁ ନେଇକି ଏପରି କିଛି କଥା ମିଡ଼ିଆ ଆଗରେ ବର୍ତମାନ ଭାଇରାଲ ହେବାରେ ଲାଗିଛି , ଓ ମହିଳା ମାନଙ୍କର କଥାକୁ ମଧ୍ୟ ଅନେକ ପସନ୍ଦ କରିବା ସହିତ ଏହିପରି କଥାକୁ ସମର୍ଥନ ମଧ୍ୟ ଜଣାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment