Odisha News Portal

ଆଜିର ପ୍ରଶ୍ନ : କେଉଁଜୀବ ଦୂରରୁ ବାସ୍ନା ଜାଣିପାରେ ? ୯୯ % ଲୋକ ଭୂଲ ଉତ୍ତର ଦେଇଛନ୍ତି

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ୨୦ ଟି ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ୨୦ ଟି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଭାରତର ବୃହତ୍ତମ ଯାଦୁଘର କେଉଁଠି?
ଉତ୍ତର : କଲିକତା |

(୨) ପ୍ରଶ୍ନ:- କଥାକୁହା ହାତୀ କେଉଁଠି ଅଛନ୍ତି?
ଉତ୍ତର : ମାସ୍କୋ ଚିଡିଆଖାନାରେ |

(୩) ପ୍ରଶ୍ନ:- ତାଜମହଲର ନକଲ କାହାକୁ କୁହାଯାଏ?
ଉତ୍ତର:ବିବିକା ମାଙ୍କୱାର |

(୪) ପ୍ରଶ୍ନ :- ଭାରତ ଆସିଥିବା ପ୍ରଥମ ଇଂରେଜ କିଏ?
ଉତ୍ତର :ହକିନସ |

(୫) ପ୍ରଶ୍ନ:- ଔଦ୍ୟାଗିକ ବିଷ ବିଜ୍ଞ୍ୟାନ ଅନୁସନ୍ଧାନ କେନ୍ଦ୍ର? କେଉଁଠି?
ଉତ୍ତର : ଲକ୍ଷ୍ନୋଉ |

(୬) ପ୍ରଶ୍ନ :- ଅଷ୍ଟ୍ରେଲିଆର ରାଜଧାନୀ କିଏ?
ଉତ୍ତର : କାନବେରା |

(୭) ପ୍ରଶ୍ନ:- ଜାଇରେ ଦେଶର ପ୍ରଧାନ ବନ୍ଦରଟି କିଏ?
ଉତ୍ତର : ମାତାଦି |

(୮) ପ୍ରଶ୍ନ:- କାନାଡ଼ାର ବୃହତ୍ତମ ସହରଟି କିଏ?
ଉତ୍ତର : ମଣ୍ଟ୍ରିଲ୍ |

(୯) ପ୍ରଶ୍ନ:- ରୁଟି ଗଛ କେଉଁଠି ଦେଖାଯାଏ?
ଉତ୍ତର : ଆୟାରଲ୍ୟଣ୍ଡ|

(୧୦) ପ୍ରଶ୍ନ:- କେଉଁଜୀବ ଦୂରରୁ ବାସ୍ନା ଜାଣିପାରେ?
ଉତ୍ତର : ପିମ୍ପୁଡି |

(୧୧) ପ୍ରଶ୍ନ:- ପ୍ରାର୍ଥନା ସମାଜ କିଏ ଗଢ଼ିଥିଲେ?
ଉତ୍ତର : କେଶବଚନ୍ଦ୍ର ସେନ |

(୧୨) ପ୍ରଶ୍ନ:- ଭାରତର ଯାଆଁଳା IPS କିଏ?
ଉତ୍ତର : ଲବ ଓ କୁଶ ବର୍ମା |

(୧୩) ପ୍ରଶ୍ନ:- ପ୍ରଥମ ମହିଳା ଡାକ୍ତର କିଏ?
ଉତ୍ତର : ଆନନ୍ଦୀ ବାଈ ଯୋଶୀ |

(୧୪) ପ୍ରଶ୍ନ:- ପୁରୁଣା ଜିଲ୍ଲା କିଏ ତିଆରି କରିଥିଲେ?
ଉତ୍ତର: ସମ୍ରାଟ ହୁମାୟୁନ |

(୧୫) ପ୍ରଶ୍ନ:-ଭାରତର ପ୍ରଥମ କମ୍ୟନିଷ୍ଟ ପତ୍ରିକାର ନାମ କଣ?
ଉତ୍ତର:ସୋସିଆଲିଷ୍ଟ |

(୧୬) ପ୍ରଶ୍ନ:- ପ୍ରଥମ ହେଲିକପ୍ଟର ର ନାଁ କଣ?
ଉତ୍ତର:ସିକୋରସ୍କାର |

(୧୭) ପ୍ରଶ୍ନ:-ଭରତଙ୍କ ରାଜଧାନୀ ର ନାଁ କଣ?
ଉତ୍ତର:ନନ୍ଦିଗ୍ରାମ |

(୧୮) ପ୍ରଶ୍ନ:-କେଉଁ ଝିଟିପିଟିର ବିଷ ଥାଏ?
ଉତ୍ତର:ହେଲୋଡର୍ମା |

(୧୯) ପ୍ରଶ୍ନ:-ସବୁଠୁ ବଡ କୁକୁର କିଏ?
ଉତ୍ତର:ମାଷ୍ଟାଫି |

(୨୦) ପ୍ରଶ୍ନ:-କେଉଁ ପକ୍ଷୀର ଅଣ୍ଡା ସବୁଠୁ ବଡ?
ଉତ୍ତର:ଓଟପକ୍ଷୀ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।