ଓଃ କି ମାଡ ! ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଯୁବତୀଙ୍କୁ ନିର୍ଧୁମ ଛେଚିଲେ ସ୍ୱିଗି ବୟ… ଦେଖନ୍ତୁ Viral ଭିଡ଼ିଓ

ଏମିତି ଭିଡ଼ିଓ ବେଳେ ବେଳେ ଦେଖୁବାକୁ ମିଳୁଛି ତାହା ଅତି ଚମକାଇ ଦେଇଥାଏ। ଏମିତି ଏକ ଭିଡ଼ିଓ ନିକଟରେ ଭୁବନେଶ୍ୱର ରେ ଘଟିଛି ଯାହା ପୁଣି ସମସ୍ତ ଜନ ସାଧାରଣ ଙ୍କ ସାମ୍ନାରେ ରାସ୍ତା ମଝିରେ। ଏଠାରେ ଜଣେ ସ୍ୱିଗି ବୟ ଏମିତି ଅନ୍ଧାରୁଆ ମାଡ଼ ମାରିଥିଲେ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ। ଆଉ ଏମିତି ଯାହା ସବୁ ଘଟିଗଲା ସେଠାରେ ସମ୍ପୂର୍ଣ୍ଣ ଦେଖିଲେ ଜାଣି ପାରିବେ। ତେବେ ସେ ସମ୍ପର୍କରେ ଆସନ୍ତୁ ଜାଣିବା।

ଏହିଠାରେ ଏମିତି ଭିଡ଼ିଓ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଆଉ ଏହି ଭଳି ଘଟଣା ଆଗରୁ ଦେଖିଥିବେ ହେଲେ ଏମିତି ହୋଇ ନଥାଇପାରେ। ଏଠାରେ ଜଣେ ମହିଳାଙ୍କୁ ଜଣେ ପୁରୁଷ ଏମିତି ଅନ୍ଧାରୁଆ ମାରୁଛନ୍ତି ଯାହା ରହସ୍ୟ ସମ୍ପର୍କରେ ଜାଣିବା ପରେ ସମସ୍ତେ ମୁଣ୍ଡରେ ହାତ ଦେଇଛନ୍ତି। ଏହି ଘଟଣା ଟି ଆମ ରାଜଧାନୀ ର ରାସ୍ତା ଉପରେ ଦେଖା ଦେଇଛି। ତେବେ ଏହି ଘଟଣା ହୋଇଥିବା ବେଳେ ସାଧାରଣ ଲୋକ ମଧ୍ୟ ଏହାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି। ଏଠାରେ ଆପଣ ମାନେ ଭିଡ଼ିଓ ଟିକୁ ସମ୍ପୂର୍ଣ୍ଣ ଦେଖିଲେ ଜାଣି ପାରିବେ। ଏମିତି ଏକ ମହିଳା ଙ୍କ ପ୍ରତି ଅତ୍ୟାଚାର ତାହା ନିନ୍ଦନୀୟ।

ଏଠାରେ ପ୍ରକୃତ ଘଟଣା ଟି କିଛି ଅଲଗା ବୋଲି ଜଣା ପଡ଼ିଛି ଯାହା ସୂଚନାଯୋଗ୍ୟ।ଆଉ ଏଠାରେ ଜଣେ ମହିଳା ଆଉ ଗୋଟିଏ ପୁରୁଷ ସହିତ ପ୍ରଥମେ ଝଗଡା କରିଛନ୍ତି ତା ପରେ ଏମିତି ପରିସ୍ଥିତି ଉପୁଜୁଛି ଯାହା କୁ ଦେଖି ସେଥକାର ଲୋକ ପୁରା ସ୍ତବ୍ଧ ହୋଇ ଯାଇଛନ୍ତି। ଆଉ ଏହି ଘଟଣା କଣ ପାଇଁ ଏହିପରି ସୃଷ୍ଟି ହେଲା ତାହା କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ତାହା କିଛି ତିକ୍ତତା କୁ ନେଇ ହୋଇଛି ବୋଲି ଶୁଣିବାକୁ ମିଳୁଛି। ଏହି ରାସ୍ତା ମଝିରେ ନନଷ୍ଟାପ ମାଡ଼ ଗୋଟିଏ ପରେ ଗୋଟିଏ ଚାପୁଡ଼ା ତାହା ପୁଣି ଗୋଟିଏ ପୁରୁଷ ହାତ ରୁ ଯାହା ଦେଖିଲେ ଅଭିନୟ ଭଳି ଲାଗିବ କିନ୍ତୁ ତାହା ସତ୍ୟ। ଏଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ଆବକ ହୋଇ ଚାହିଁ ରହିଛନ୍ତି। ଆଉ ଏପଟେ ଘଟଣା କୁ ଦେଖି ସମସ୍ତେ ମଧ୍ୟ ଘୋର ନିନ୍ଦା କରୁଛନ୍ତି। ଜଣେ ପୁରୁଷର ଏମିତି ଆଚରଣ ଗୋଟିଏ ମହିଳା ଉପର ତାହାକୁ ନେଇ ପ୍ରଶ୍ନ।

ଆଉ ଏମିତି ଘଟଣା କୁ ନେଇ ବର୍ତ୍ତମାନ ସମୟରେ ଏକ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି ତାହା ପୁଣି ଆମ ରାଜଧାନୀ ଭୁବନେଶ୍ବର ର ଦୃଶ୍ୟ। ଏଠାରେ ଦିନ ରେ ରାସ୍ତା ମଝିରେ ଏହିଭଳି ଆଖି ବୁଝା ମାଡ଼ ତାହା ସମସ୍ତଙ୍କୁ ଚମକାଇ ଦେଇଛି। ମାଡ଼ ମାରିଥିବା ପୁରୁଷ ଟି ହେଲେ ଜଣେ ସ୍ୱିଗି ବୟ। ସେହି ସ୍ୱିଗି ବୟ କଣ ପାଇଁ ଏତେ ଉତକ୍ଷିପ୍ତ ହୋଇଗଲେ ତାହା ଦେଖିବା ପରେ ଜାଣି ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment