ଆଇଥିଲୁ ଯେ କିନ୍ତୁ କରି ପାରିଲୁନି… କଣ କହୁଛନ୍ତି ଏହି ଯୁବତୀ… ଦେଖନ୍ତୁ Video

ହଁ ବନ୍ଧୁଗଣ ଆଜି କାଲି ସୋସିଆଲ ମିଡ଼ିଆ ରେ ଭାଇରଲ ହୋଉଛି ଏପରି ଏକ ଭିଡିଓ ଯାହାକୁ ଦେଖି ଆପଣ ବି କିଛି ସମୟ ପାଇଁ ଅର୍ଚଯ୍ୟ ହୋଇଯିବେ, ଭାବିବେ କଣ ଏଇଟା, ଦିନ ଦ୍ୱି ପ୍ରହରରେ ପୁଣି ଚୋରି , ଖୋଲା ବଜାରରେ ପଶି ଚୋରି କରୁଛଅନ୍ତି ଚରଣୀ, ପାଠ ପଢିଲା ପିଲା ଭଳି ଦେଖା ଯାଉଥିଲେ ଦୁଇ ଜଣ କିନ୍ତୁ କଣ ସେମାନଙ୍କର ଅସୁବିଧା କଣ ପାଇଁ ସେମାନେ ଚୋରିଭଳି ଗୋଟିଏ ଅପରାଧ କରୁଛଅନ୍ତି ସମସ୍ତଙ୍କ ଉହାଡ଼ରେ, ଚୋରି କରିବା ସେମାନଙ୍କର ପ୍ରକୃତି ନା ସେମାନଙ୍କୁ କିଏ ବାଧ୍ୟ କରିଛି ଚୋରି କରିବା ପାଇଁ ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ଥିଲା ଓ ଚୋରି ପଛରେ ଥିବା ପ୍ରକୃତ ରହସ୍ୟ |

ସାଧାରଣତଃ ଚୋରି , ଡୋକାୟତି ପରି କାମ ଆମ ଜାଣିବାରେ ପୁଅ ମାନେ କରନ୍ତି ବୋଲି ଆମେ ଶୁଣିଛୁ ଓ ଦେଖିଛୁ ମଧ୍ୟ , କିନ୍ତୁ ସୋସିଆଲ ମିଡିଆରେ ବାଇରଲ ହେଉଛି ଏପରି ଏକ ଭିଡିଓ ଯୋଉଥିରେ ଝିଅ ପିଲାଟି କରୁଛି ଚୋରି, ବିଚ ମାର୍କେଟ ଉପରେ ଜଣେ ମହିଳା ପରିବା କିଣୁଥିଲା ବେଳେ ଝିଅ ଦୁଇ ଜଣ ପଛ ପଟୁ କରିଛଅନ୍ତି ଚୋରି, ଝିଅ ଦୁଇଜଣ ପଛପଟୁ ମହିଳା ଜଣଙ୍କର ପର୍ସ କୁ ବିଲେଟରେ କାଟି ଚୋରି କରୁଥିଲେ, ଆଉ ଏହି ସମୟରେ ତାଙ୍କର ଏହି କାର୍ଯ୍ୟକୁ ପଛରେ କିଛି ଲୋକ ଦେଖିଥିଲେ ଓ ସେହି ଚୋରି ଅବସ୍ଥାରେ ତାଙ୍କୁ ଧରିବା ସହିତ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ |

କିନ୍ତୁ ଘୋଟନାରୁ ଯାହା ଜଣା ପଡୁଛି ଝିଅ ଦୁଇଜଣ ଆମ ଓଡିଶାର ନୁହନ୍ତି ସେମାନେ ବଙ୍ଗଳା ରୁ ଆସିଛଅନ୍ତି ଓ ଦୀର୍ଘ ଦିନ ଧରି ଭଦ୍ରକ ସହରରେ ଘୁରି ବୁଲୁଛଅନ୍ତି ଓ ଚୋରି ମଧ୍ୟ କରୁଛଅନ୍ତି, କିନ୍ତୁ ଶେଷରେ ତାଙ୍କର ଚୋର ବିରତି ଧରା ପଡିଛି ପୁଣି ତାହା ପୋଲିସ ସାମ୍ନାରେ, ପୋଲିସ ଯାଇ ସେ ଝିଅ ଦୁଇଜଣଙ୍କୁ ଧରିବା ସହିତ ସେମାନଙ୍କୁ ପଚାର ଉଚ୍ଚାରା ମଧ୍ୟ କରିଛଅନ୍ତି, ଓ କଣ ପାଇଁ ସେମାନେ ଆମ ଓଡ଼ିଶା ର ଝିଅ ନ ହୋଇ ମଧ୍ୟ ଆମ ଓଡ଼ିଶାରେ ରହିଆସୁଥିଲେ ଓ ଚୋରି ଭଳି କାମ କରୁଥିଲେ, କିନ୍ତୁ ପୋଲିସ ର ଯାହା କହିବା କଥା କି ଝିଅ ଦୁଇଜଣଙ୍କୁ ପାଠ ପଢିଲା ପିଲା ଭଳି ଦେଖା ଯାଉଛଅନ୍ତି କିନ୍ତି ପାଠ ପଢିବା ବୟସରେ ପାଠ ନ ପଢି ଚାକିରୀ ନ କରି ସେମାନେ କାହିଁକି ଚୋରି ଭଳି ଗୋଟିଏ ନୀଚ୍ଚ କାମକୁ ମନ ବୋଲଇଥିଲେ |

ତେଣୁ ବର୍ତମାନ ପୋଲିଶ ସେ ଝିଅ ଦୁଇଜଣଙ୍କୁ ଅଟକ ରଖିବା ସହିତ ଘଟଣା ର ସତ୍ୟା ସତ୍ୟକୁ ଜାଣିବା ପାଇଁ ଚେଷ୍ଟା ଚଳେଇଛନ୍ତି, ଓ କଣ ପାଇଁ ସେମାନେ ଭଦ୍ରକ କୁ ଆସି ଚୋରି କାମ କରୁଛି ସେ ବିଷୟରେ ଅଧିକ ତଦନ୍ତ ଚଳେଇଛି, ଚୋରି ଭଳି କାମ ଝିଅ ପିଲା କରିବା ପୁଣି ଆଉ ଗୋଟିଏ ମହିଳା ଠାରୁ ତାହା ବଡ ଅର୍ଚଯ୍ୟ ର କଥା ସମସ୍ତଙ୍କ ପାଇଁ ହେବା ସହିତ ସୋଡିଆଲ ମିଡ଼ିଆରେ ଏହି ଖବରଟି ବର୍ତମାନ ବହୁତ ମାତ୍ରାରେ ଭାଇରଲ ହେବାକୁ ଲାଗିଛି |

ଏବେ ସେହି ଘଟଣାର ତଦନ୍ତ ହେବା ସହିତ ବାଙ୍ଗୀୟ ଝିଅ ଦୁଇଜଣ ଓଡିଶାକୁ ଆସି କଣ ପାଇଁ ଏଭଳି ଚୋରି ଭଳି ନୀଚ କାମ କରୁଥିଲେ ତାହାର ସତ୍ୟାସତ୍ୟକୁ ଖୋଜା ଚାଲିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment