Odisha News Portal

ଆଗରୁ ଡରି ଡରି କରୁଥିଲୁ, କିନ୍ତୁ ଏବେ ଆମେ ନିର୍ଭୟ ରେ…. କଣ କହୁଛନ୍ତି ଦେହଜୀବୀ… ଦେଖନ୍ତୁ Video

ଆମ ସମାଜରେ ଶାରୀରିକ ସମ୍ପର୍କକୁ ନେଇ ଅନେକ ପ୍ରକାର କଥା ରହିଛି। ମନୁଷ୍ୟର ଖାଦ୍ୟ , ପାନୀୟ, ବାସଗୃହ ର ଆବଶ୍ୟକତା ରହିଛି। ଠିକ ସେହିଭଳି ଭାବରେ ଶାରୀରିକ ସମ୍ପର୍କର ମଧ୍ୟ ଅନେକ ଆବଶ୍ୟକତା ରହିଛି। କାରଣ ଏହା ଆମ ଭଗବାନଙ୍କ ସୃଷ୍ଟି ତେଣୁ ମନୁଷ୍ୟ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ୟାକୁଳ ହୋଇଥାନ୍ତି। ହେଲେ ପ୍ରତି ଦେଶରେ ଅଲଗା ଅଲଗା ସଂସ୍କୃତି ପରମ୍ପରା ରହିଛି। କେଉଁଠି ଶାରୀରିକ ସମ୍ପର୍କ ରଖିବା ଭଲ ତୋ ଆଉ କେଉଁଠି ତାହା ଅତ୍ୟନ୍ତ ପ୍ରାଇଭେଟ ବୋଲି ମାନା ଯାଇଥାଏ। ଜଣେ ଯୁବତୀ ବିବାହ ପୂର୍ବରୁ ଯଦି ଶାରୀରିକ ସମ୍ପର୍କ ରଖନ୍ତି ତେବେ ତାହା ଅତ୍ୟନ୍ତ ଖରାପ କାର୍ଯ୍ୟ ବୋଲି ଧରା ଯାଏ। ତେଣୁ ଏହା ବ୍ୟତୀତ ଯଦି କେହି ଦେହ ବ୍ୟାପାର କରନ୍ତି। ତେବେ ତାଙ୍କୁ ସମାଜ ଖରାପ ଆଖିରେ ଦେଖନ୍ତି।

ସୋସିଆଲ ମିଡ଼ିଆରେ ଏବେ ଜୋର ରେ ଚର୍ଚ୍ଚା ଧରିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ଆଉ ଏଠାରେ ବେଶ୍ୟା ବୃତ୍ତି ଯେଉଁ ମାନେ କରି ଥାଆନ୍ତି ସେମାନଙ୍କ ପାଇଁ ଏକ ନୂତନ ଆସିଛି ଯାହା କୁ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଆଉ ଆଗରୁ ବିଭିନ୍ନ ସମୟରେ ଅନେକ ଜାଗା ରେ ଆପଣ ମାନେ ଦେଖିଥିବେ ଦେହ ବ୍ୟବସାୟୀ ମାନେ ଧରା ପଡି ଥାନ୍ତି ଯାହା ର ଶିକାର ମଧ୍ୟ ସାଧାରଣ ଲୋକ ମାନେ ହୋଇ ଥାଆନ୍ତି। ଆଉ କିଛି ସ୍ଥାନ ରେ ତାଙ୍କୁ ବିଭିନ୍ନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ ଯାହାର ଭିଡ଼ିଓ ଆପଣ ମାନେ ଆଗରୁ ଦେଖିଥିବେ।

ଆଉ ସେହି ଯୌନ କର୍ମୀ ମାନଙ୍କୁ ସମାଜ ରେ ତାଙ୍କୁ ସମସ୍ତେ ଖରାପ ନଜରରେ ସର୍ବଦା ଦେଖି ଥାଆନ୍ତି ଯାହା ଆଇନ ଆଗରେ ଠିକ ନୁହେଁ। ଆଉ ସେହି କର୍ମୀ ତଥା ଉଭୟ ପୁରୁଷ ଓ ମହିଳା ଙ୍କୁ ଲୋକ ମାନେ ସବୁ ବେଳେ ନିଚ୍ଚ ଆଖିରେ ଦେଖିବା ସହିତ ଅପମାନ କରି ଥାଆନ୍ତି।।ତାଙ୍କୁ ସମାଜ ସାଧାରଣ ମଣିଷ ପରି ଆଖିରେ ଦେଖନ୍ତି ନାହିଁ ଏବଂ ତାଙ୍କୁ ବିଭିନ୍ନ କାର୍ଯ୍ୟ ରୁ ବଂଚିତ ହେବାକୁ ପଡିଥାଏ। ହେଲେ ଏବେ ସୁପ୍ରିମକୋର୍ଟ ଙ୍କର ନୂତନ ଆଇନ ଆସିଛି ଯାହା ର ସଂଶୋଧନ ଏବେ ହୋଇଛି।

ଏବେ ସୋସିଆଲ ମିଡ଼ିଆରେ ଜାଣିବାକୁ ମିଳିଛି ଯେ ସୁପ୍ରିମକୋର୍ଟ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି କର୍ମୀ ମାନଙ୍କୁ ସବୁ ପରିଚିତ କରା ଯାଉ ଏବଂ ସଏମାନଙ୍କୁ ସବୁ ଅଧିକାର ପ୍ରଦାନ କରା ଯାଉ। ଆଉ ତାଙ୍କର ସବୁ ପରିଚୟ ପତ୍ର କରିବା ଦ୍ୱାରା ସେମାନେମଧ୍ୟ ସମସ୍ତଙ୍କ ପରି ସମାଜ ରେ ରହି ପାରିବେ। ଆଉ ଏହି ଆଇନ ସମ୍ପର୍କରେ ଶୁଣିବା ପରେ ଦେହ ବ୍ୟବସାୟି ମାନେ ଏବେ ବହୁତ ଖୁସି ରହିଛନ୍ତି।ଏହି ଦେହ ବ୍ୟବସାୟିକୁ ନେଇ ଅନେକ ପ୍ରକାର ନିୟମ ଦେଖିବା ପାଇଁ ମିଳିଥାଏ। ତେବେ ସରକାର ଏକ ନୂଆ ନିୟମ ବାହାର କରିଛନ୍ତି। ଆସନ୍ତୁ ଜାଣିବା ଏହି ନୂଆ ନିୟମ ବିଷୟରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।