Odisha News Portal

ଆଗକୁ ଆହୁରି ଆସିବ ଏମିତିକା ବିବାଦୀୟ ଗୀତ – ଭାଉଜ ତୁମର… ଶଙ୍କର ଓଁ ସରଣମ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପୁଣି ଥରେ ଏକ ଭିଡ଼ିଓ ସମ୍ନାକୁ ଆସୁଛି ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି କେଉଁଭଳି ଭାବରେ ଶଙ୍କର ଅନୁସରଣ ତାଙ୍କର ଗୋଟିଏ ଗୀତ କୁ ନେଇକି ରାଜ୍ୟରେ ବିଭିନ୍ନ ଅଞ୍ଚଳର ଝିଅ ମାନେ ବିବାଦ କରିବା ପରେ ସେମାନଙ୍କୁ ଚେତା ବନି ଦେବା ପାଇକି ଆଉ ଗୋଟିଏ ଗୀତ ବାହାର କରିଛନ୍ତି | ଆଉ ସେ କହିଛନ୍ତି କି ସେହି ଗୀତ ଟି କାଳ୍ପନିକ ଥିଲା ଆଉ ଯେଉଁଥିପାଇଁ ଏତେ ମହିଳା ମାନେ ବିବାଦ କରିବା ପାଇଁ ଆସିଯାଇଥିଲେ ରାସ୍ତା ଉପରକୁ | ଆଉ ମୁଁ ଆଉ ଗୋଟିଏ ସତ ଘଟଣା କୁ ନେଇକି ଗୀତ ରେ ବନାଉଛି ତେବେ ଦେଖିବା ଆସନ୍ତୁ କେତେ ଜଣ ସାମ୍ନା କୁ ଆସୁଛନ୍ତି | ତେବେ ଏହିଭଳି କିଛି କହିଛନ୍ତି ଶଙ୍କର, ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ବିଭିନ୍ନ ରାଜ୍ୟର ଝିଅ ମାନଙ୍କର ଚରିତ୍ର କୁ ନେଇକି ଗୀତ ଟି ସୃଷ୍ଟି ହେଇଥିବାରୁ ତାହାକୁ ନେଇକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହିଳା ମାନେ | ତେବେ ଶଙ୍କର ଅନୁସରଣ ହେଉଛନ୍ତି ଜଣେ କମେଡିଆନ, ଆଉ ସେ ସନଜରେ ଚାଲୁଥିବା ଇସୁ କୁ ନେଇକି ଫେସବୁକ ରେ ଅନେକ କଥା ଲେଖନ୍ତି | ତେବେ ତା ମାନେ ନୁହଁ କି ତମେ ଏଭଳି ସବୁ ଜିଲ୍ଲାର ଝିଅ ଙ୍କର ଚରିତ୍ର କୁ ନେଇକି ଲେଖି ଦେବ ଗୀତ |ତେବେ ଏହି କଥା କୁ ନେଇକି ମହିଳା ମାନଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା |

ଆଉ ଶଙ୍କର ଅନୁସରଣ ଙ୍କୁ କୁହା ଯାଇଥିଲା କି ତାଙ୍କୁ କୁଆଡେ ଏହି ଗୀତ କୁ ନେଇକି ଜେଲ କୁ ଯାଇଛନ୍ତି, ଆଉ ତାଙ୍କୁ କୁଆଡେ ବେଲ ମିଳୁନି ବୋଲି | ଆଉ ସେହି ଗୀତକୁ ନେଇକି ଚର୍ଚ୍ଚା ଚାଲିଥିବାରୁ ଶଙ୍କର ଆଉ ଗୋଟିଏ ଗୀତ ଭାଇରାଲ କରେଇଛନ୍ତି | ଆଉ କହିଛନ୍ତି କି ସେଇଟା କାଳ୍ପନିକ ଥିଲା ଆଉ ଯେଉଁଥିପାଇଁ ଏତେ ମହିଳା ସତୀ ସାବିତ୍ରୀ ଅରୁଆ ଚାଉଳ ମାନେ ବାହାରକୁ ଆସିଥିଲେ ଏବେ ସତ ଗୀତଟି ଗାଇବି ଦେଖିବି କେତେଜଣ ସାମ୍ନା କୁ ଆସୁଛନ୍ତି |

ତେବେ ପ୍ରକାଶ ପାଇଥିବା ତାଙ୍କର ଆଉ ଗୋଟିଏ ନୂଆ ଗୀତ ଟି ହେଉଛି “ଏବେ ସୁପ୍ରିମକୋର୍ଟ ଦେଇ ଦେଇଛି ନୂଆ ଗ୍ରୀନ ସିଜିନାଲ “,” ଏବେ ଭାଉଜ ମାନେ ଘଇତା ଛାଡି ଖୋଜ ନୂଆ ଘଇତା ” ଏହିଭଳି କିଛି ଗୀତ ପ୍ରକାଶ କରିଛନ୍ତି ଶଙ୍କର ଅନୁସରଣ | ଆଉ କହିଛନ୍ତି କି ସେ ବିବାଦ ପାଇକି ଇନଭିଟେସନ ଦେଇଛନ୍ତି ବୋଲି | ଆଉ ଗୋଟିଏ କଥା କହିଛନ୍ତି କି ନା ତାଙ୍କୁ ଜେଲ ହେଇଛି ନା ତାଙ୍କୁ ଫାଶୀ | ଆଉ ତାଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।