ଆଗ ଯୋଉ ଅକ୍ଷୟ ପରିଜା ଥିଲେ ସିଏ କିଛି କରୁନଥିଲେ, କିନ୍ତୁ ଏବେ ମୁଁ ଲୋକ ଲଗେଇବିନି ନିଜେ ପିଟିବି… ଏ ନେଇ କଣ କହୁଛନ୍ତି ମିଟୁ ମିଥୁନ, ଦେଖନ୍ତୁ Video

ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକାଶ ପାଉଛି ଗୋଟିଏ ଏମିତି ଘଟଣା ଯାହା ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ପାଇଁକି ଅତ୍ୟନ୍ତ ନିନ୍ଦନୀୟ କଥା ଅଟେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି କିଭଳି ଭାବରେ ଅକ୍ଷୟ ପରିଜା ଙ୍କ ନା ରେ ଝିଅ ସହିତ ଶାରୀରିକ ସମ୍ପର୍କ ଓ ଯୌନ ନିର୍ଯାତନା କୁ ନେଇକି ଅଭିଯୋଗ ପ୍ରକାଶ ପାଇଛି | ଆଉ ଯାହା ଫ୍ଲିମ କଳାକାର ଜଗତ ପାଇଁକି ଅତ୍ୟନ୍ତ ଲଜ୍ୟାକର କଥା ବୋଲି କହିବା ସହିତ ଆହୁରି ମଧ୍ୟ କୁହାଯାଇଛି | ଆଉ ଯେଉଁ ଘଟଣା କୁ ନେଇକି ମିଟୁ ମିଥୁନ କହିଥିଲେ କି ଯଦି ଅକ୍ଷୟ ପରିଜା ଦୋଷୀ ବୋଲି ପ୍ରମାଣିତ ହେଇଯାଆନ୍ତି ତାହେଲେ ସେ ନିଜେ ବାଡ଼େଇବେ ବୋଲି |

ତେବେ ଯାହା ଜଣା ପଡିଛି କି କଞ୍ଚା ଲଙ୍କା ଅଟିଟି ପ୍ଲାଟଫର୍ମ ର ମୁଖ୍ୟ ଅକ୍ଷୟ ପରିଜା ଙ୍କ ଭିଡ଼ିଓ ଚାରିଆଡେ ଚର୍ଚ୍ଚା ହେବ କୁ ଲାଗିଥିଲା | ଆଉ ଯେଉଁଠି ତାଙ୍କ ଫ୍ଲିମ ରେ କାମ ଦେବେ ବୋଲି କହିକି ଦୀର୍ଘ ଗୋଟିଏ ବର୍ଷ ହେବ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଆଉ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ | ଆଉ ଝିଅ ଜଣଙ୍କ ସେହି କଥା କୁ ବିରୋଧ କରିଲେ ତାଙ୍କୁ ଜୀବନରୁ ମାରି ଦେବାର ମଧ୍ୟ ଧମକ ଦେଉଥିଲେ ଅକ୍ଷୟ ପରିଜା | ଆଉ ତାଙ୍କର କହିବା କଥା କି ଝିଅ ଜଣଙ୍କ ର ଯେତେବେଳେ ବାହାଘର ଠିକ ହେଇଯାଇଥିଲା ସେତେବେଳେ ଅକ୍ଷୟ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ଥାନା ରେ ଅଭିଯୋଗ ମଧ୍ୟ କରାଯାଇଥିଲା |

ଆଉ ଏହି ସବୁ କଥା ଶୁଣିଲା ପରେ ଲିଟୁ ମିଥୁନ କହିଛନ୍ତି କି ଅକ୍ଷୟ ପରିଜା ଙ୍କ ସହିତ ସେ ଆଗରୁ ଅନେକ କାମ କରିଛନ୍ତି | ଆଉ ସେ ଲୋକ ମାନଙ୍କୁ ବହୁତ ପଇସା ଦିଅନ୍ତି ଆଉ ସେ ସେମିତି ମଧ୍ୟ ଲୋକ ନୁହନ୍ତି | କିନ୍ତୁ ଏବେ ଅକ୍ଷୟ ପରିଜା କେମିତି ହେଇଥିବେ ତାଙ୍କୁ ଜଣା ନାହିଁ | ଆଉ ସେ କହିଛନ୍ତି କି ଯଦି ଅକ୍ଷୟ ପରିଜା ସେମିତି କିଛି କରିଥିବେ ତୋ ସେ ନିଜେ ତାଙ୍କୁ ବାଡ଼େଇବେ ଲୋକ ମଧ୍ୟ ଲାଗିବନି ବୋଲି କହିଛନ୍ତି ଲିଟୁ |

ତେବେ ତାଙ୍କର କହିବା କଥା କି କାଷ୍ଟିଙ୍ଗ କାଉଜ ସବୁବେଳେ ଲାଗିରହୁଛି ମିଛରେ ଫ୍ଲିମ କଳାକାର ମାନଙ୍କ ନା ରେ | ତେଣୁ ସେଥିପ୍ରତି ଧ୍ୟାନ ନ ଦେଇକି ସେ ପ୍ରମାଣ କଥା କହିଛନ୍ତି | ସେ କହିଛନ୍ତି କି ପୋଲିସ ପ୍ରମାଣ କକରିବା ଦରକାର ଯେ ସେ ଦୋଷୀ ବୋଲି | ତାହା ଛଡା ସେ କହିଛନ୍ତି କି ଆଜି ଲୋକ ମାନେ ଓଡ଼ିଆ ଫ୍ଲିମ କୁ ପସନ୍ଦ କରୁନାହାନ୍ତି କାରଣ ଟେଲି ଫ୍ଲିମ ହେଉଛି ବୋଲି |ତେଣୁ ବାବୁସାନ, ଅନୁଭବ ଆଉ ଅରିନ୍ଦମ ଯଦି ମିଶିବେ ତାହେଲେ ଲିଟୁ ମିଥୁନ ଫ୍ଲିମ କରିବେ ବୋଲି କହିଛନ୍ତି | ଯାହା ଏବେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment