ଆଶ୍ଚର୍ଯ୍ୟ ! କୁନି ପୁଅର ଚମତ୍କାର ପ୍ରତିଭା ବଳରେ କଥା କହୁଛି ମୃଦଙ୍ଗ…. ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆଜିର ଦୁନିଆରେ ଏମିତି ବହୁତ କଳାକାର ଅଛନ୍ତି ଯାହାକୁ ଆମେ କମ ବେଶୀ ଜାଣିଥାଉ ଓ ତାଙ୍କର ସେହି କଳା ଦେଖିବା ବା ଶୁଣିସାରିବା ପରେ ଆମ ମନ ସେହି କଳାକାର ପ୍ରତି ଟାଣିଥାଏ | ହଁ ଦର୍ଶକ ବନ୍ଧୁ ଠିକ ସେହି ପରି ଜଣେ କୁନି ବାଳକ ମୃଦଙ୍ଗ ବଜାଇ ଏବେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି | ତାଙ୍କର ଏହି ମୃଦଙ୍ଗ ବଜାଇବା ର କଳା କୁ ଯିଏ କେହି ବି ଶୁଣୁଛି ତାଙ୍କୁ ବେଶ ପ୍ରଶଂସା କରିବା ରେ ଦେଖାଯାଇଛି |

ତେବେ ଏହି କୁନି ବାଳକ ଜଣଙ୍କ ଘରେ ଛାତ ଉପରେ ରହି ତାହାର ସେହି କୁନି କୁନି ହାତରେ ମୃଦଙ୍ଗ କୁ ଯେମିତି ପ୍ରହାର କରୁଛି ଓ କି ମୋନହର ଦୁଶ୍ୟ | ମୃଦଙ୍ଗ ର ତାଳେ ତାଳେ ମୁହଁରେ ଥାଏ ତାଙ୍କର ଅନେକ ଭାଷା କୋଷ ଯାହାକୁ ଆଧାର କରି ସେ ମୃଦଙ୍ଗ କୁ ପ୍ରହାର କରିଚାଲିଛି | ତେବେ କୁନି ପିଲାର ଏହି ପରି ପ୍ରତିଭା ଦେଖି ଯିଏ କେହି ଆଶ୍ଚର୍ଯ୍ୟ ହେଇଯିବେ | କାରଣ ଏତେ ଅଳ୍ପ ବୟସ ରେ ସେ ଯେପରି ଭାବରେ ମୃଦଙ୍ଗ ବଜାଉଛନ୍ତି ତାହା ହୁଏତ ଅଭିଜ୍ଞ ବ୍ୟକ୍ତି ଙ୍କ ଠାରେ ଦେଖିବାକୁ ମିଳିବନି |

ତେବେ ଆଜି କାଲି ନିଜର ପ୍ରତିଭା ଦେଖାଇବାରେ ଓ ନିଜ ଭିତରେ ଥିବା ଟେଲେଣ୍ଟ କୁ ଦେଖାଇବା ପାଇଁ ଇଣ୍ଟେର୍ନେଟ ର ସୁବିଧା ହେଲାଣି ଯାହା ଦ୍ୱାରା ସମସ୍ତେ ନିଜର ପ୍ରତିଭା ଦେଖାଇ ପାରୁଛନ୍ତି | ତେବେ ସେହି କୁନି ବାଳକ ଏହିପରି ଚେଷ୍ଟା ଓ ଚମତ୍କାର ପ୍ରତିଭା ଦେଖି ବିଭିନ୍ନ ଦିଗରୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟି ଆସୁଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment