Odisha News Portal

ଦେଖନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ! ଆଠଗଡରେ ଅଜବ ଜନ୍ତୁ ହଠାତ ଦଉଡି ଚାଲିବା ଆରମ୍ଭକଲା, ଏହି ବିରଳ ସାପ , ଭିଡିଓ ଦେଖିବା ପରେ ଆପଣ ମଧ୍ୟ କମ୍ପିଉଠିବେ…….

ସତ ହୋଇଗଲା କଥା । ଲୋକକଥା ରହିଛି ଯାହା ପୁଅକୁ ସାପ କାମୁଡେ ତା ମାଁ ଦୌଡି ଦେଖିଲେ ବି ଡରେ । ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ, ସୋସିଆଲ ମିଡିଆର ଯୁଗ । ଆଉ ଏହି ଯୁଗରେ କୌଣସି ବି ବଡ ଖବର କିମ୍ବା ଛୋଟ ଖବର ପ୍ରଚାର କିମ୍ବା ପ୍ରସାର କରିବା ପାଇଁ ଆଉ ଅଧିକ ସମୟ ଲାଗୁନାହିଁ ।

କୌଣସି ବି ଖୁସିକୁ ଦୁଃଖକୁ ଏବଂ ବିଭିନ୍ନ ଆଶ୍ଚର୍ଯ୍ୟକର ଘଟଣାକୁ ଲୋକମାନେ ଏହି ମାଧ୍ୟମରେ ଶେୟାର କରୁଛନ୍ତି ଏବଂ ନିଜର କଳା ପ୍ରତିଭା ବି ସମସ୍ତଙ୍କୁ ଦେଖାଇ ପାରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଆମେ ସେହିପରି ଗୋଟିଏ ଘଟଣା ବିଷୟରେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଙ୍କର ମଧ୍ୟ ହୋସ୍ ଉଡିଯିବ ।

ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ମାନେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରି ପାରିବେ ନାହିଁ । ତେବେ ସେହି ଭାଇରାଲ ହେଉଥିବା ଭିଜ୍ୟୁଆଲ୍ ଦେଖିବା ପରେ ଆପଣ ଦୌଡି ଛାଡନ୍ତୁ ସୂତୁଲୀ ଦେଖିଲେ ବି ଡରିବେ । କେବେ ଦେଖି ନ ଥିବା ଜନ୍ତୁ । ତେବେ ଚାଲନ୍ତୁ ଜାଣିନେବା କଣ ରହିଛି ସେହି ଭାଇରାଲ ଭିଡିଓରେ ଏବଂ କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ।

ତେବେ ଘଟଣାଟି ହେଉଛି ଆଠଗଡ ର ବେଣ୍ଟପଦା ରେ ଦେଖି ବାକୁ ମିଳିଛି ବିରଳ ସାପ । ବିଶ୍ବାସ କରନ୍ତୁ ଏବଳି ସାପ କେବେ ବି ଆପଣ ଙ୍କ ଜୀବନରେ ଆପଣ ଦେଖି ନ ଥିବେ । ସାପ ଟି ଦେଖିବା ପାଇଂ ଅବିକଳ ଦୌଡି ଟି ଏ ପରି ।

 ସାପଟି ଜଣଙ୍କ ଘର ସାମ୍ନା ରେ ବୁଲୁ ଥିଲା କିନ୍ତୁ ପ୍ରଥମେ ତ ପରିବାର ଲୋକ ମାନେ ଏହାକୁ ପ୍ଲାଷ୍ଟିକ ସୂତା ଭାବୁଥିଲେ । ହେଲେ ଏଚାନକ ସେହି ସାପଟି ଚାଲିବା ଆରମ୍ଭ କରି ଦେଲା । ଆଉ ଏହା ଦେଖି ହୋସ୍ ଉଡି ଗଲା ପରିବାର ଲୋକ ମାନଙ୍କର । ଆଖ ପାଖ ଲୋକଙ୍କ ଭିଡି ବି ଜମିଲା ସାପ ଦେଖିବାକୁ ।

ଆଉ ଏହା ପରେ ସ୍ନେକ୍ ହେଲ୍ପ ଲାଇନ୍ କୁ ଖବର ଦିଆ ଗଲା । ସାପ ଟି କୁ ଉଦ୍ଧାର କରି ଜଙ୍ଗଲ ରେ ବର୍ତ୍ତମାନ ତ ଛାଡି ଦିଆ ଯାଇଛି ହେଲେ ସେହି ସାପ କୁ ନେଇ ସମସ୍ତ ଙ୍କ ଭିତରେ ଆଶ୍ଚର୍ଯ୍ୟ ଖୁବ୍ ପରିମାଣ ରେ ବଢିଛି ।

ଆଜି ଯାଏଁ କେହି ବି ଏଭଳି ସାପ କେବେ ବି ଦେଖି ନାହାଁନ୍ତି । ଆଉ ତାହା ପ୍ରଥମ ଥର ପାଇଁ ଲୋକ ମାନେ ଦେଖିବା ପରେ ସେମାନ ଙ୍କ ର ଭୟ ର ପରିମାଣ ମଧ୍ୟ ଆହୁରି ଅଧିକ ବଢି ଯାଇଛି , ଆଉ ଏପରି କହିବାକୁ ଗଲେ ଲୋକକଥାକୁ ମଧ୍ୟ ସେମାନେ ଆପଣେଇ ନେଇଛନ୍ତି । ଯାହା ପୁଅକୁ ସାପ କାଡୁତେ ତା ମାଁ ପାଳଦୌଡି ଦେଖିଲେ ବି ଡରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।