Odisha News Portal

ପ୍ରଥମ ଥର ପାଇଁ ଦେଖନ୍ତୁ ଓଡିଆ କଣ୍ଠଶିଳ୍ପୀ ଅସିମା ପଣ୍ଡା ଙ୍କ ଜୀବନୀ ସମ୍ପର୍କରେ ! ତାଙ୍କର କାହାଣୀ ଏବଂ ସଂଘର୍ଷ ଜାଣିଲେ ଆପଣ ମଧ୍ୟ କାନ୍ଦି ପକାଇବେ…..

ଆଜି ଆମେ ଏମିତି ଜଣେ ପ୍ରତିଭାଶାଳୀ ସିଙ୍ଗର ଙ୍କ ଜୀବନୀ ବିଷୟରେ ଜାଣିବା ଯିଏକି ଉଭୟ ଓଡିଆ ଏବଂ ସମ୍ବଲପୁର ସଂଗୀତ ଜଗତ ର ଚୁଲବୁଲି ଗାୟିକା ଭାବେ ପ୍ରସିଦ୍ଧ ହୋଇଛନ୍ତି । ଆଉ ଅତି କମ୍ ସମୟ ଭି୍ତରେ ନିଜର ନାଁ କରି ପାରିଛନ୍ତି ସାରା ଓଡିଆ ଇଣ୍ଡଷ୍ଟ୍ରି ଜଗତ ରେ । ତେବେ ସେହି ପ୍ରତିଭାବାନ ସିଂଗର ଜଣ ଙ୍କ ର ନାଁ ହେଉଛି ଅସୀମା ପଣ୍ଡା ।

ତେବେ ଚାଲନ୍ତୁ ଜାଣିବା ତାଙ୍କର ଜୀବନ କାହାଣୀ ବିଷୟ ରେ । ତାଙ୍କର ଜୀବନ କେମିତି ଥିଲା, ସେ କେମିତି୍ ଏତେ ସଫଳତା ପାଇଲେ ଏବଂ ସେ କେଉଁଠି ରହୁଛନ୍ତି । ଏହି ସବୁ ଆମେ ଡିଟେଲ୍ସ ଆଲୋଚନା କରିବା ଏହି ଲେଖା ମାଧ୍ୟମ ରେ ।

ତେବେ ଓଡିଶା ର ଚୁଲ ବୁଲି ଗାୟିକା ଅସୀମା ପଣ୍ଡା 25 ଅକ୍ଟୋବର 1982 ମସିହା ରେ ଓଡିଶା ରାଜ୍ୟ ର ଢେଙ୍କାନାଳ ଜିଲ୍ଲା ର ଗୋଟିଏ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରି ଥିଲେ । ତେବେ ତାଙ୍କ ପରିବାର କଥା ଯଦି ଆମେ କହିବା ତେବେ ତାଙ୍କ ଘରେ ତାଙ୍କ ମାଁ ଅଛନ୍ତି ଏବଂ ତାଙ୍କ ବାପା ଓ ଜଣେ ବଡ ଭାଇ ଅଛନ୍ତି ।

ତାଙ୍କ ବଡ ଭାଇ ଙ୍କ ନାଁ ହେଉଛି ଆକାଶ ପଣ୍ଡା । ତେବେ ସେ ବିବାହ କରି ଥିଲେ କିନ୍ତୁ କୌଣସି କାରଣ ବଶତଃ ତାଙ୍କର ଡିଭୋର୍ସ ହୋଇ ଯାଇ ଥିଲା । ଆଉ ଏବେ ସେ ସିଙ୍ଗେଲ୍ ଅଛନ୍ତି । ତାଙ୍କର ଉଚ୍ଚତା ହେଉଛି 5 ଫୁଟ୍ 7 ଇଞ୍ଚ । ଆଉ ତାଙ୍କର ହବି ହେଉଛି ମ୍ୟୁଜିକ ଏବଂ ଡ୍ୟାନ୍ସ । ଆଉ ଏହା ସହିତ ସେ ଜଗିଙ୍ଗ୍ କରିବା ପାଇଁ ମଧ୍ୟ ବହୁତ ପସନ୍ଦ କରି ଥାନ୍ତି ।

ତେବେ ଅସୀମା ପଣ୍ଡା ନିଜର ସୁ ମଧୁର କଣ୍ଡ ଦ୍ବାରା ସମ୍ବଲପୁରୀ ମ୍ୟୁଜିକ ଜଗତ ରେ ବି ବହୁତ ପରିଚିତ ହୋଇ ପାରିଛନ୍ତି । ତେବେ ସେ ଗାଇ ଥିବା ଫେମସ୍ ଗୀତ ମାନଙ୍କ ମଧ୍ୟରୁ ନଡିଆ ତେଲ୍, ଜିଗରବାଲା , ଦେଶୀ ପିଲା , ହଳଦୀ ଗୀନା ଆଉ ବି ଅନେକ ଗୀତ ମାନ ସୁପରହିଟ ହୋଇଛି ଯେ କହିଲେ ନ ସରେ । ଅସୀମା ପଣ୍ଡା କେବଳ ଭଲ ସିଙ୍ଗିଙ୍ଗ୍ କରନ୍ତି ନାହିଁ ବରଂ ସେ ବହୁତ ଭଲ ଡ୍ୟାନ୍ସିଂ ବି କରନ୍ତି ।

 ଆଉ ତା ସହିତ ସେ ବହୁତ ଗୁଡିଏ ଷ୍ଟେଜ୍ ପ୍ରୋଗ୍ରାମ କୁ ବି ଏଣ୍ଟେଣ୍ଟ କରି ଥାନ୍ତି । ସେ ଫେମସ୍ ସିଙ୍ଗର ହ୍ୟୁମାନ ସାଗର ଙ୍କ ସାଙ୍ଗ ରେ ଏବଂ ମଣ୍ଟୁ ଛୋରିଆ ସାଙ୍ଗ ରେ ମଧ୍ୟ ଗୀତ ଗାଇଛନ୍ତି । ତେବେ ଓଡିଆ ଫିଲ୍ମ ଜଗତ ରେ ବି ତାଙ୍କର ବହୁତ ନାଁ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।