Odisha News Portal

ଏହି ଘରୋଇ ଇପାୟକୁ ଅବଲମ୍ବନ କରିବା ଦ୍ବାରା ଆପଣଙ୍କର କଳା ଦାନ୍ତକୁ ଧଳା କରିବା ସହ ମୋତୀ ପରି ଚମକିବ…..

0 2

କଳା ହଳଦିଆ ଦାନ୍ତକୁ ମୋତି ପରି ସଫା କରିଦେବ ଏହି ଉପାୟ । ଆପଣ ମାନେ ତ ଜାଣିଥିବେ କି ଯଦି ଆମ ସ୍ମାଇଲ ଭଲ ଥିବ ତେବେ ଆମ ଇମପ୍ରେସନ ମଧ୍ୟ ଭଲ ରହିବ । ଇଣ୍ଟରଭ୍ୟୁୟ , ଜବ ଏବଂ ସମସ୍ତଙ୍କ ସାମ୍ନାରେ ହସିବାତ ଦୂରରେ ଥାଉ ବହୁତ ସମୟରେ ଆମେ ମାନେ କଥା ମଧ୍ୟ କହିପାରୁନାହିଁ । କାରଣ କେହି ଯେମିତି ଆମ ଦାନ୍ତର ଥଟ୍ଟା ନକରୁ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବୁ ଏହି ଉପାୟ ଆପଣଙ୍କର ଦାନ୍ତରେ ବହୁତ ଭଲ ଭାବରେ କାମ କରିବ । ଆପଣଙ୍କର ସଂପୂର୍ଣ୍ଣ ଦାନ୍ତର କେୟାର କରିବ ଏହା ସହିତ ଆପଣଙ୍କର କଳା , ହଳଦିଆ ଦାନ୍ତକୁ ମୋତି ଭଳି ସଫା କରିଦେବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ତେବେ ଏହି ଉପାୟକୁ ତିଆରି କରିବା ପାଇଁ ସବୁଠାରୁ ପ୍ରଥମ ସାମଗ୍ରୀ ଆବଶ୍ୟକ କଦଳୀ । ଆପଣ ମାନଙ୍କୁ ସଂପୂର୍ଣ୍ଣ ପାଚି ଯାଇଥିବା କଦଳୀ ନେବାକୁ ହେବ । ଆପଣ ଗୋଟିଏ ଛୋଟ ଅଂଶ କଦଳୀ ନେବେ । ଆମକୁ କଦଳୀ ଚୋପାର ଆବଶ୍ୟକ ତେଣଉ ଆପଣ ମାନେ ଏହି ଚୋପାକୁ କାଟି କାଢି ଦିଅନ୍ତୁ ।

ଦାନ୍ତର ହଳଦିଆ ପଣକୁ ବିଶେଷ କରି ଗୋରା କରିବା ପାଇଁ କଦଳୀ ବହୁତ ଅଧିକ ଲାଭ ଦାୟକ ଅଟେ । କାରଣ କଦଳୀରେ ମ୍ୟାଗନେଟ ନାମକ ଏମିତି ତତ୍ତ୍ୱ ମିଳିଥାଏ ଯାହା ଆମର ଦାନ୍ତର ଉପର ସ୍ତରକୁ ଯାଇ ଅବଜରଭ ହୋଇଥାଏ । ଏହା ସହିତ ଆମ ଦାନ୍ତକୁ ଧଳା କରିବାରେ ସହାୟକ ହୋଇଥାଏ । ଆପଣ ମାନେ ଏହାକୁ ଏକ ପାତ୍ରକୁ ନେଇ ନିଅନ୍ତୁ , ଦ୍ୱିତୀୟ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ଲୁଣ । ଆପଣ ମାନେ ଚିମୁଟାଏ ଲୁଣ ନେଇକରି ସେଥିରେ ମିଶାନ୍ତୁ ।

 

ତୃତୀୟ ଜିନିଷ ଏଠାରେ ଆପଣ ମାନଙ୍କୁ ଆବଶ୍ୟକ ତାହା ଅଟେ ହଳଦୀ ଗୁଣ୍ଡ । ଜର୍ମ ଅନଫେକସନ , କ୍ୟାବେଟିଜ ସହିତ ସଫା କରିବାରେ ଏହା ଆମକୁ ବହୁତ ଅଧିକ ସାହାର୍ଯ୍ୟ କରେ । ଚିମୁଟାଏ ହଳଦୀ ନେଇ କରି ଆପଣ ସେଥିରେ ମିଶାନ୍ତୁ । ଚତୁର୍ଥ ସାମଗ୍ରୀ ଆପଣ ମାନଙ୍କୁ ଆବଶ୍ୟକ ତାହା ହେଇଛି ଟୁଥପେଷ୍ଟ । ଆପଣ ମାନେ ଅଳ୍ପ ମାତ୍ରାରେ କଲକେଟ ଏଥିରେ ମିଶାନ୍ତୁ । ଏହା ପରେ ଆପଣ ମାନେ ଏହାକୁ ଭଲ ଭାବରେ ଗୋଳାଇ ମିଶାଇ ଦିଅନ୍ତୁ । କଳା , ହଳଦିଆ ଦାନ୍ତକୁ ଭଲ କରିବା ପାଇଁ ଏହି ପେଷ୍ଟ ବହୁତ ଅଧିକ ଲାଭ ଦାୟକ ଅଟେ । 

ଏହାକୁ ଆପଣ ମାନେ ସାଧାରଣ ଟୁଥପେଷ୍ଟ ପରି ଆପଣଙ୍କର ଦାନ୍ତରେ ପ୍ରୟୋଗ କରନ୍ତୁ । ମାତ୍ର ଯଦି ଆପଣ ମାନେ ବିଡି , ସିଗାରେଟ ଏବଂ ମଦର ସେବନ କରୁଛନ୍ତି ତେବେ ଏହାର ପ୍ରୟୋଗ ସମୟରେ ତାହାକୁ ସଂପୂର୍ଣ୍ଣ ଭାବରେ ଆପଣ ମାନେ ବନ୍ଦ କରିଦିଅନ୍ତୁ । ଏହା ସହିତ କଫିର ସେବନ କମରୁ ବହୁତ କମ ରୂପରେ କରନ୍ତୁ । ଆପଣ ଏକ ବ୍ରସ ସାହାର୍ଯ୍ୟରେ ଏହାକୁ ନେଇ କରି ଅର୍ଥାତ ଯେତିକି ଟୁଥପେଷ୍ଟ ନିଅନ୍ତି ସେତିକି ନେଇ କରି ଆପଣଙ୍କର ଦାନ୍ତକୁ ସଫା କରନ୍ତୁ । ତାପରେ ଆପଣ ମାନେ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ପ୍ରଥମ ଥରରୁ ହିଁ ଆପଣ ମାନଙ୍କୁ ଆପଣଙ୍କ ଦାନ୍ତରେ ଏହାର ଫରକ ଜଣା ପଡିବ ।

 

ଏହା ସହିତ ଆପଣଙ୍କର ଦାନ୍ତର ହଳଦିଆ ପଣ ବହୁତ ଶୀଘ୍ର ଦୂର ହେବାରେ ଲାଗିବ । ଏହାର ପ୍ରୟୋଗ ସପ୍ତାହରେ ତିନିଥର ଏହି ଭଳି ଭାବରେ କରନ୍ତୁ । ପ୍ରତ୍ୟେକ ଥରର ଦୁଇ ମିନିଟ ଏହାର ପ୍ରୟୋଗ ଦ୍ୱାରା ଆପଣ ଦେଖିବେ ଆପଣଙ୍କର ଦାନ୍ତର ହଳଦିଆ ପଣ ଦୂର ହୋଇଯିବ ଏବଂ ଦାନ୍ତ ସଫା ହେବାକୁ ଲାଗିବ । ଏହାପରେ ଆପଣ ମାନେ ମନଖୋଲା ହସିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।