Odisha News Portal

ଓଡିଆ ପିଲ୍ମ ଜଗତର ଫେମସ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କର ପରିବାର ଏବଂ ସଂପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଓଡିଆ ପିଲ୍ମ ଜଗତର ଫେମସ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ତ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ । ଏହା ସହିତ ତାଙ୍କର ପିଲ୍ମ ଗୁଡିକ ମଧ୍ୟ ଆପଣ ମାନେ ନିଶ୍ଚିତ ଦେଖିଥିବେ । ତେବେ କଣ ଆପଣ ମାନେ ଜାଣିଛନ୍ତି କି ଅପରାଜିତା ମହାନ୍ତି ଏହି ପିଲ୍ମ ଜଗତକୁ କିପରି ଆସିଥିଲେ ବୋଲି । ଏହା ସହିତ ତାଙ୍କର ପରିବାରରେ କେତେ ଜଣ ଲୋକ ଅଛନ୍ତି ଏବଂ ସେ ଗୋଟିଏ ପିଲ୍ମ କରିବା ପାଇଁ କେତେ ଟଙ୍କା ନିଅନ୍ତି । ଏହା ସହିତ ତାଙ୍କର ମୋଟ ସଂପତ୍ତି କେତେ ଅଟେ । ତେବେ ଆଜି ଆମେ ଆପଣ ମାନଙ୍କୁ ଅପରାଜିତା ମହାନ୍ତିଙ୍କର ସମସ୍ତ ବିଷୟରେ କହିବୁ ଯାହାକୁ ହୁଏତ ଆପଣ ମାନେ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଅପରାଜିତା ମହାନ୍ତିଙ୍କର ସୁପରହିଟ ଫିଲ୍ମ ଗୁଡିକ ତ ଆପଣ ମାନେ ନିଶ୍ଚିତ ରୂପରେ ଦେଖିଥିବେ । ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଦର୍ଶକ ମାନଙ୍କ ମନରେ ଏକ ଭିନ୍ନ ସ୍ଥାନ ବନେଇ ପାରିଛନ୍ତି । ଅପରାଜିତା ମହାନ୍ତିଙ୍କୁ କେହି କେହି ଟିକି ଅପା ବୋଲି ମଧ୍ୟ ଡାକିଥାନ୍ତି ।

ତାଙ୍କର ଜନ୍ମ 1965 ମସିହାରେ ସମ୍ବଲପୁରରେ ହୋଇଥିଲା । ବର୍ତ୍ତମାନ ସମୟରେ ତାଙ୍କର ବୟସ ହେଉଛି 55 ବର୍ଷ । ଅପରାଜିତା ମହାନ୍ତି ବର୍ତ୍ତମାନ ତାଙ୍କର ପରିବାର ସହିତ ଭୁବନେଶ୍ୱରରେ ରହୁଛନ୍ତି । ତାଙ୍କର ବାବାଙ୍କର ନାମ ହେଉଛି ଅବଦୁଲ ଅଜିଜ ଖାନ । ତାଙ୍କର ମା ହେଉଛନ୍ତି ହରପ୍ରିୟା ରାୟ ଏହା ସହିତ ତାଙ୍କର ସ୍ୱାମୀ ହେଉଛନ୍ତି ଉତ୍ତମ ମହାନ୍ତି । ତାଙ୍କର ସ୍ୱାମୀ ଉତ୍ତମ ମହାନ୍ତିଙ୍କୁ ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସୁପଷ୍ଟାର ଉତ୍ତ ମହାନ୍ତିଙ୍କୁ ମଧ୍ୟ ଆପଣ ମାନେ ଅନେକ ପିଲ୍ମରେ କାମ କରିବାର ଦେଖିଥିବେ ।

ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତି ମଧ୍ୟ ଦୁହେଁ ଏକା ସାଙ୍ଗରେ ଅନେକ ଫିଲ୍ମ କରିଛନ୍ତି । ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଯୋଡିକୁ ମଧ୍ୟ ଦର୍ଶକ ମାନେ ବହୁତ ହିଁ ପସନ୍ଦ କରିଥାନ୍ତି । 1987 ମସିହାରେ ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତି ଦୁହେଁ ପରସ୍ପରକୁ ଭଲ ପାଇଁ ବିବାହ କରିଥିଲେ । ତାଙ୍କର ପୁଅ ବାବୁସାନ ମହାନ୍ତି ।

ବାବୁସାନଙ୍କର ସ୍ତ୍ରୀଙ୍କର ନାମ ହେଉଛି ତୃପ୍ତି ସେ ମଧ୍ୟ ତାଙ୍କୁ ଭଲ ପାଇ ବିବାହ କରିଥିଲେ । ସେ ତାଙ୍କର ପିଲା ଦିନର ସାଙ୍ଗ ଥିଲେ । ଅପରାଜିତା ମହାନ୍ତି 2008 ରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା 1980 ମସିହାରୁ । ପ୍ରଥମ ପିଲ୍ମ ତାଙ୍କର ଥିଲା ସୀତା ଲବ କୁଶ । ତାହା ପରେ 1992 ରେ ଉଦଣ୍ଡି ସୀତା ଫିଲ୍ମ କରିଥିଲେ । ଏହା ପରେ ସେ 200 ରୁ ମଧ୍ୟ ଅଦିକ ପିଲ୍ମ ତାଙ୍କର ଜୀବନରେ କରିଛନ୍ତି ।


ଅପରାଜିତା ମହାନ୍ତି ଅଭିନୟ କରିବା ସହ ପିଲ୍ମର ପ୍ରଯୋଜକ ମଧ୍ୟ ଅଟନ୍ତି । ଏବେବି ଓଡିଶାର ଲୋକମାନେ ଅପରାଜିତା ଏବେ ତାଙ୍କର ପିଲ୍ମ ଦେଖିବା ପାଇଁ ବହୁତ ହିଁ ପସନ୍ଦ କରନ୍ତି । ଓଡିଆ ସିନେମା ଜଗତକୁ ଅପରାଜିତା ତାଙ୍କର ଅଭିନୟ ଦ୍ୱାରା ବହୁତ ଆଗକୁ ନେଇ ପାରିଛନ୍ତି । ଅପରାଜିତା ମହାନ୍ତି ଏବେ ମଧ୍ୟ ପିଲ୍ମ କରୁଛନ୍ତି ଓ ତାଙ୍କର ପିଲ୍ମ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ରହିଅଛି । ଅପରାଜିତା ମହାନ୍ତି ଗୋଟିଏ ପିଲ୍ମ କରିବା ପାଇଁ 5 ରୁ 6 ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସଂପତ୍ତି ହିସାବରେ ତାଙ୍କ ପାଖରେ ପ୍ରାୟ 5 ରୁ 6 କୋଟି ଟଙ୍କା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।