Odisha News Portal

ଅନୁଭବଙ୍କର ଭାଉଜ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି, ବର୍ଷାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ,ଦେଖିଲେ ଆପଣ ବି ହୋଇଯିବେ ଫିଦା…..

0 6

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ତଥ୍ୟ ବିଷୟରେ କହିବୁ ଯାହା ଆପଣ ମାନେ କେବେବି ଜାଣିନଥିବେ । ଆଜି ଆମେ ଆପଣ ମାନଙ୍କୁ ଅନୁଭବଙ୍କର ଭାଇଙ୍କର ସ୍ତ୍ରୀ ବିଷୟରେ କହିବୁ । ଯାହାକୁ ଆପଣ ମାନେ କେବେବି ଦେଖିନଥିବେ । ଏହା ସହିତ ଆପଣ ମାନେ ମଧ୍ୟ ଦେଖିଲେ ଜାଣିପାରିବେ କି ସେ ବର୍ଷାଙ୍କ ଠାରୁ ବହୁତ ସୁନ୍ଦର ଅଟନ୍ତି । ତେବେ ଆପଣ ମାନେ ତ ଜାଣିଛନ୍ତି କି ଅନୁଭବଙ୍କର ଭାଇ ହେଉଛନ୍ତି ଅନୁପ୍ରାସ ମହାନ୍ତି । ଅନୁପ୍ରାସ ମହାନ୍ତିଙ୍କର ସ୍ତ୍ରୀ ହେଉଛନ୍ତି ପ୍ରେରଣା ମହାନ୍ତି ।

ଆପଣ ମାନେ ପ୍ରେରଣା ମହାନ୍ତିଙ୍କୁ ହୁଏତ ଜାଣିନଥିବେ କାହିଁକିନା ସେ କୌଣସି ଚଳଚିତ୍ର୍ ବା ଓଲିଉଡ ଜଗତରେ କେବେବି ନଜର ଆସିନାହାନ୍ତି , କାହିଁକିନା ପ୍ରେରଣା ଟିଭି ସିରିଏଲ ଏବଂ ଓଲିଉଡ ଇଣ୍ଟଷ୍ଟ୍ରିରୁ ବହୁତ ଦୂରରେ ରହିଛନ୍ତି ।

ପ୍ରେରଣା ଜଣେ ହୋମ ମେକର ବା ହୋମ ଡିଜାଇନର ଭାବେ କାମ କରନ୍ତି , ସେ ସର୍ବଦା ପରଦା ବା କ୍ୟାମେରା ଠାରୁ ଦୂରରେ ରୁହନ୍ତି ସେଥିପାଇଁ ତାଙ୍କୁ କେବେବି କୌଣସି ସ୍ଥାନରେ କ୍ୟାମେରା ଆଗରେ ଦେଖିବାକୁ ମିଳେନା । ଅନୁଭବ ମହାନ୍ତିଙ୍କର ବଡ ଭାଉଜ ହେଉଛନ୍ତି ପ୍ରେରଣା ମହାନ୍ତି , ତେବେ ପ୍ରେରଣା ମଧ୍ୟ ବର୍ଷାଙ୍କ ଠାରୁ କମ ସୁନ୍ଦରୀ ନୁହନ୍ତି ସେ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

ଲୋକମାନେ କହୁଛନ୍ତି କି ବର୍ଷାଙ୍କ ଠାରୁ ବେଶି ସୁନ୍ଦର ହେଉଛନ୍ତି ପ୍ରେରଣା । ତେବେ ଏମିତି କିଛି କଥା ଶୁଣିବା ପରେ ଏବେ ପ୍ରେରଣାଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରେରଣାଙ୍କର ଏକ କୁନି ଝିଅ ମଧ୍ୟ ରହିଛି ଯାହାର ନାମ ହେଉଛି ଅଭିସାରିକା ମହାନ୍ତି । ଅଭିସାରିକାଙ୍କୁ ଆପଣ ମାନେ ଜାଣିଥିବେ କାହିଁକିନା ଅଭିସାରିକାଙ୍କୁ ଅନୁଭବ ଧରି ତାଙ୍କର ଇନଷ୍ଟାଗ୍ରାମରେ ବହୁତ ଫଟୋ ପୋଷ୍ଟ କରିଥିଲେ । ଅନୁଭବଙ୍କୁ ଅଭିସାରିକା ବହୁତ ହିଁ ଭଲ ଲାଗନ୍ତି ଏବଂ ଅଭିସାରିକାକୁ ଅନୁଭବ ବହୁତ ହିଁ ଭଲ ମଧ୍ୟ ପାଆନ୍ତି ।


ଅନୁପ୍ରାସ ଏବଂ ଅନୁଭବଙ୍କର ବହୁତ ପ୍ରିୟ ହେଉଛନ୍ତି ତାଙ୍କର ଏହି ବଡ ଭାଉଜ । ଅନୁଭବ ତାଙ୍କର ବଡ ଭାଉଜଙ୍କୁ ବହୁତ ଭଲ ପାଆନ୍ତି । ଅନୁଭବ ତାଙ୍କ ଭାଉଜଙ୍କୁ ନିଜର ଭଉଣୀ ପରି ଦେଖନ୍ତି ବୋଲି କହିଛନ୍ତି । ତେବେ ପ୍ରେରଣା ମହାନ୍ତି ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଏବଂ ସେ ତାଙ୍କର ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ହିଁ ଭଲ ପାଆନ୍ତି । ମାତ୍ର ସେ କେବେବି କକୌଣସି କ୍ୟାମେରା ଆଗରେ ନଜର ଆସନ୍ତି ନାହିଁ କାହିଁକିନା ସେ ପିଲ୍ମ ବା ଚଳଚ୍ଚିତ୍ର କରିବାକୁ ଭଲ ପାଆନ୍ତି ନାହିଁ । ହୋମ ଡିଜାଇନର ଭାବେ କାମ କରିବା ପାଇଁ ତାଙ୍କୁ ବହୁତ ଭଲ ଲାଗେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।