Odisha News Portal

ଅନୁଭବ ଙ୍କୁ ନେଇ ଜାଗୃତି ଶୁକ୍ଳା ଏବଂ ବର୍ଷା ଙ୍କ ମଧ୍ୟରେ ଲଢେଇ , ଜାଗୃତି କହିଲେ ଅନୁଭବ ମୋତେ କଥା ଦେଇ କହିଛନ୍ତି ମାତ୍ର କିଛି ଦିନ ପରେ……..

ଜାଗୃତି ଶୁକ୍ଳା , ବର୍ତ୍ତମାନ ସମୟରେ ସବୁଠୁ ଚର୍ଚ୍ଚିତ ନାଁ । ଆଉ ବର୍ତ୍ତମାନ ତାଙ୍କ ଟାର୍ଗେଟରେ ବର୍ଷା । ତେବେ ବର୍ଷା ଙ୍କୁ ଟାର୍ଗେଟ କରି ଫେସବୁକ୍ ରେ ଜାଗୃତି ଶୁକ୍ଳା କିଛି ଲେଖିଛନ୍ତି । ନିଜକୁ ଅନୁଭବ ମହାନ୍ତିଙ୍କ ଜଣେ ଭଲ ବନ୍ଧୁ ବୋଲି ଲେଖିଛନ୍ତି ଜାଗୃତି । ତେବେ ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ବିବାଦ ତାଙ୍କର ବ୍ୟକ୍ତିଗତ କଥା ଯାହା ଜାଗୃତି ଲେଖିଛନ୍ତି । ସେହି ବିବାଦ ଭିତରେ ମୋ ନାଂ କୁ ଯୋଡା ଯାଇ ଥିବାରୁ ମୁଁ ଏପରି କିଛି ଲେଖୁଛି ବୋଲି ଜାଗୃତି ଶୁକ୍ଳା ଲେଖିଛନ୍ତି ।

ତେବେ କିଛି ଦିନ ଅଶାଳିନ ଆପତ୍ତି ଜନକ ଟ୍ରୋଲ କରା ଯାଉ ଥିବା ଜାଗୃତି ଅଭିଯୋଗ ଆଣିଛନ୍ତି । ଆଉ ସବୁ ସୀମାନ ଟପିବା ପରେ ସେ ଲେଖିବାକୁ ବାଧ୍ୟ ହୋଇଛନ୍ତି । ମୋତେ ଟ୍ରୋଲ କରୁ ଥିବା ଲୋକେ ବର୍ଷାଙ୍କ ପ୍ରଶଂସକ । ତେବେ ମୁଁ ଜାଣି ପାରୁ ନାହିଁ ଏମାନଙ୍କ ପଛରେ କିଏ ଅଛି ।

ତେଣୁ ମୁଁ ବର୍ତ୍ତମାନ ପୋଲିସରେ ଅଭିଯୋଗ କରିବ ବୋଲି ଜାଗୃତି ଏକଥା କହିଛନ୍ତି ଏବଂ ଏହା ଦ୍ବାରା ଏହା ପଛରେ କିଏ ଅଛି ତାହା ଜଣା ପଡିବ । କେହି ଟଙ୍କା ଦେଇ ଏଭଳି କରାଉ ଥିବା ସନ୍ଦେହ କରା ଯାଉଛି ବୋଲି ଯାହା ଜାଗୃତି ଯେଉଁ ଭଳି ଭାବରେ ଫେସବୁକ୍ ରେ ଲେଖିଛନ୍ତି । ତେବେ ଏହି ମାମଲାର ଅନୁସନ୍ଧାନ କରା ଯାଉ ବୋଲି ଯାହା ସେ ଦାବି ରଖିଛନ୍ତି ।

ତେବେ ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି । କିନ୍ତୁ ଦୁଇ ତିନି ଦିନ ତଳେ ଗୋଟିଏ ଫୋଟ ବେଶ୍ ଚର୍ଚ୍ଚାରେ ରହିଥିଲା । ଆଉ ଯେଉଁ ଫୋଟଟି ଭାଇରାଲ ହେବା ସହିତ ସେହି ଫୋଟରେ ଅନେକ ଟ୍ରୋଲ ମଧ୍ୟ କରା ଯାଇଥିଲା ଜାଗୃତି ଙ୍କୁ । କାରଣ ସେହି ଫୋଟଟି ରହିଥିଲା ଅନୁଭବଙ୍କ ଓକିଲଙ୍କ ଚ୍ୟାମ୍ବର ଭିତରର ଆଉ ସେଥିରେ ଅନୁଭବ ଙ୍କ ଓକିଲ ଏବଂ ଅନୁଭବ ଆଉ ଜାଗୃତି ରହିଥିଲେ ।

ତେଣୁ ଏହି ଫୋଟକୁ ନେଇ ଅନେକ ଟ୍ରୋଲ କରାଯାଇଥିବାରୁ ଯାହା ଜାଗୃତି ବର୍ତ୍ତମାନ ସମୟରେ ଅଭିଯୋଗ ଆଣୁଛନ୍ତି ଯେ, ଯେଉଁ ମାନେ ମୋତେ ଟ୍ରୋଲ କରୁଛନ୍ତି ସେମାନେ ବର୍ଷାଙ୍କ ପ୍ରଶଂସକ ବୋଲି କହିଛନ୍ତି । ତେବେ ସିଧାସଳଖ ନହେଲେ ବି କୋଉଠି ନାଁ କୋଉଠି ବୁଲେଇ ବଙ୍କେଇ ଜାଗୃତି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ।

ତେବେ ତାଙ୍କ କହିବା କଥା ହେଉଛି କି କେହି ଟଙ୍କା ଦେଇ ଏଭଳି କରାଉ ଥିବାର ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେଣୁ ସେ ଓଡିଶା ସିଏମ୍ ଙ୍କତୁ ,ସେ ଅନୁରୋଧ କରୁଛନ୍ତି ଯେ ଏହି ମାମଲାର ଅନୁସନ୍ଧାନ କରାଯାଉ । ବର୍ଷାଙ୍କୁ ଫେସବୁକ୍ ରେ ଟାର୍ଗେଟ କରି ଜାଗୃିତ ଶୁକ୍ଳା ଏକଥା ଲେଖିଛନ୍ତି । ଜାଗୃତି ଶୁକ୍ଳା ଯେ କି ଜଣେ ଲେଖିବା ଏବଂ ଏକାଧାରରେ ଜଣେ ଆଙ୍କର ମଧ୍ୟ , ତେଣୁ ଯେଉଁଭଳି ଭାବରେ ତାଙ୍କ ନାଁ ବର୍ଷା ଏବଂ ଅନୁଭବଙ୍କ ମଝିକୁ ଟଣା ହେଲା ଏବଂ ଦୁଇ ତି୍ନି ତଳର ଏହି ପୋଷ୍ଟ କୁ ନେଇ ଯେତେବେଳେ ଅନେକ ଟ୍ରୋଲ କରାଗଲା ତେଣୁ ସେ ଏପରି କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।