Odisha News Portal

ଆନନ୍ଦ ମହିନ୍ଦ୍ରା ସେୟାର କଲେ ଦେଶୀ କାର୍ ଭିଡିଓ: କହିଲେ-‘ୟା ଆଗରେ ଏଲନ୍ ମସ୍କ-ଟେସ୍ଲା ବି ଫେଲ୍ ! ଊିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ….

0 15

ଆମ ଦେଶ ରେ ଅନେକ ବଡ ବଡ କଂପାନୀ ରହିଛି । ଆପଣ ମାନେ ନିଶ୍ଚିତ ଭାବରେ ସେ ସବୁ ବିଷୟ ରେ ଅଳ୍ପ ବହୁତ ଜାଣି ଥିବେ । ତେବେ ଆପଣ ମାନଙ୍କୁ ଆଜି ଆମେ ଯେଉଁ କେପାନୀ ବିଷୟ ରେ କହିବାକୁ ଯାଉଛୁ ତାହାକୁ ହୁଏତ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ବହୁତ ଭଲ ଭାବରେ ଜାଣି ଥିବେ । ତେଣୁ ଯଦି ଆପଣ ମାନେ ସେହି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମର ଏହି ଲେଖା ଟି କୁ ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଥରେ ପଢନ୍ତୁ । ଚାଲନ୍ତୁ ଆରମ୍ଭ କରିବା । ତେବେ ଆମେ ଯେଉଁ କଂପାନୀ ବିଷୟରେ କହିବାକୁ ଯାଉଛୁ ତାହା ଆଉ କେଉଁ କଂପାନୀ ନୁହ୍ଁ ତାହା ହେଉଛି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ।

ତେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ବା ସକ୍ରିୟ ରୁହନ୍ତି । ସେ ଟ୍ୱିଟର ଜରିଆରେ ନିଜ ପ୍ରଶଂସକ ଙ୍କ ସହିତ ସବୁ ବେଳେ ଯୋଡି ହୋଇ ରୁହନ୍ତି । ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟ ରେ ନିଜର ଟ୍ୱିଟର ଆକାଉଣ୍ଡ ରେ ମଜାଳିଆ ଓ ଆଶ୍ଚର୍ଯ୍ୟ ଜନକ ଭିଡିଓ ସବୁ ସେୟାର କରନ୍ତି ।

ଆଉ ଆନନ୍ଦ ମହିନ୍ଦ୍ରା ଙ୍କ ସେହି ସବୁ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇ ଥାଏ । ତେବେ ଗତ ବୁଧବାର ଦିନ ଏହି ଭଳି ଏକ ମଜାଳିଆ ଭିଡିଓ ପୋଷ୍ଟ କରି ଥିଲେ ଆନନ୍ଦ ମହିନ୍ଦ୍ରା । ଆଉ ପୋଷ୍ଟ ରେ ସେ ଇଲେକ୍ଟ୍ରିକ ଆମେରିକୀୟ କାର ନିର୍ମାତା କମ୍ପାନୀ ର ପ୍ରମୁଖ ଏଲନ ମସ୍କ ଓ ଟେସ୍ଲା କାର ସମ୍ପର୍କ ରେ କହିଛନ୍ତି ।


ତେବେ ଆନନ୍ଦ ମହିନ୍ଦ୍ରା ସେୟାର କରି ଥିବା ଏହି ମଜାଳିଆ ଭିଡିଓ ଦକ୍ଷିଣ ଭାରତ ର ବୋଲି କୁହା ଯାଉଛି । ଆଉ ଭିଡିଓ ରେ ଏକ ଶଗଡ଼ ଗାଡି ରାସ୍ତା ଉପରେ ଛିଡା ହୋଇ ଥିବା ଦେଖି ବାକୁ ମିଳିଛି । ଶଗଡ଼ ର ପଛ ପଟ ଭାଗ ରେ ଆମ୍ବାସେଡର କାର୍ ର ଏକ ଅଂଶ ଲାଗିଛି । ଆଉ ତାକୁ ବହୁତ ସୁନ୍ଦର ଭାବେ ସଜା ଯାଇଛି ।

ତେବେ ଶଗଡ଼ ରେ ଯିଏ ବସନ୍ତି ତାଙ୍କୁ ଆମ୍ବାସେଡର ଲାଗି ଥିବା ଅଂଶ ରେ ହିଁ ବସି ବାକୁ ପଡି ଥାଏ । ତେବେ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟ ରେ ଏହି ଭିଡିଓ ଟି ସେୟାର କରି ଲେଖିଛନ୍ତି ଯେ, ‘ମୋତେ ଲାଗୁଛି ଏଲନ ମସ୍କ ଓ ଟେସ୍ଲା ନବୀକରଣ ଉର୍ଜା ଦ୍ୱାରା ସଞ୍ଚାଳିତ କାର ଏହି ଭାରତୀୟ କାରକୁ ମୁକାବିଲା କରି ପାରିବ । ତେବେ କିନ୍ତୁ ଏହାର ନିର୍ଗମନ ପ୍ରଣାଳୀ ବିଷୟ ରେ ସେ ନିଶ୍ଚିତ ନୁହନ୍ତି ବୋଲି ମଧ୍ୟ କହିଛନ୍ତି ।’

ତେବେ ବର୍ତ୍ତମାନ ସମୟରେ ଆନନ୍ଦ ମହିନ୍ଦ୍ରା ଙ୍କ ଏହି ଭିଡିଓ କୁ ଅନେକ ଲୋକ ରିଟ୍ୱିଟ ମଧ୍ୟ କରିଛନ୍ତି ଏବଂ ଅନେକ ୟୁଜର୍ସ ଏହି ଭିଡିଓ ରେ ନିଜର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି । ଆଉ ସବୁ ଠାରୁ ବଡ କଥା ହେଉଛି କି ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଆଉ ଏହା ସହିତ ଲୋକମାନେ ଏହି ଭିଡିଓ ରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।