ଆଜି ରାତିରୁ ମିଳିବ ଶନିଦେବଙ୍କ କୃପା ଦୃଷ୍ଟି , ଏହି 5 ଟି ରାଶିର ଭାଗ୍ୟ ଚମିକିବ ! ଏଥିରେ ଆପଣଙ୍କ ରାଶି ନାହିଁ ତ ?

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କେବେ ସୁଖ ଆସିଥାଏ ତ ପୁଣି କେବେ ଦୁଃଖ ଆସିଥାଏ । ଅଧିକାଂଶ ଲୋକ ନିଜର ଅସୁବିଧା ଦୂର କରିବା ପାଇଁ ଜ୍ୟୋତିଷଙ୍କର ସାହାଯ୍ୟ ନେଇଥାନ୍ତି । ବ୍ୟକ୍ତିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାର କୁଣ୍ଡଳିରେ ଲେଖା ହୋଇ ରହିଥାଏ । ଯାହାକି ଗ୍ରହ ମାନଙ୍କର ଦଶା ଉପରେ ନିର୍ଭର କରିଥାଏ । କିନ୍ତୁ କେବେ କେବେ ଲୋକମାନଙ୍କର ଭାଗ୍ୟ ଗ୍ରହ ମାନଙ୍କର ବଦଳିବା ଦ୍ବାରା ଚମକି ଯାଇଥାଏ । କିଛି ଏମିତି ଭାବରେ ଦେଖିବାକୁ ମିଳିଛି , କାରଣ ଆପଣଙ୍କୁ କହିରଖୁଛୁ କି ଆଜି ରାତି ଠାରୁ ଗ୍ରହମାନଙ୍କର ସ୍ଥିତିରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଯୋଗୁଁ ଗ୍ରହରେ ମହାସଂଯୋଗ ଘଟିବାକୁ ଯାଉଛି । ପ୍ରତ୍ୟେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଆଜି ଆମେ ଶନି ଗ୍ରହ ବିଷୟରେ ଜାଣିବା ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ସମୟ ବହୁତ ଅଧିକ ଭଲ ହେବାକୁ ଲାଗିଥାଏ । ଶନିଦେବଙ୍କର ପ୍ରକୋପ ଯେତେ ଅଧିକ ପଡିଥାଏ ତାହାଠାରୁ ଅଧିକ ସେ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି ।

ଶନିଦେବ କାହାର ଶତୃ ନୁହଁନ୍ତି ବରଂ ସେ ସମସ୍ତଙ୍କର ମିତ୍ର ଅଟନ୍ତି । ସେ ନ୍ୟାୟ ପ୍ରିୟ ଦେବତା ଅଟନ୍ତି ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ସବୁବେଳେ ନ୍ୟାୟ କରିଥାନ୍ତି ଏବଂ ଯିଏ ଅନ୍ୟାୟ ପଥରେ ଥାଏ ତାଙ୍କୁ ଭଗବାନ ଶନିଦେବଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ଏବଂ ଯାହାକୁ ଆମେ ଶନି ଦଶ ପଡିଛି ବୋଲି କହିଥାଉ ।

ବାରଟି ରାଶି ଉପରେ ଶନିଙ୍କର ପ୍ରଭାବ ରହିଥାଏ କିନ୍ତୁ ଏହି ମାସରେ ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାର ଉପରେ ଭଗବାନଙ୍କ ଶନିଙ୍କର ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୂର୍ଣ୍ଣ ରହିବେ ବୋଲି କୁହାଯାଇଛି । ତେବେ ଚାଲନ୍ତୁ ଜାଣିବା କଣ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ।

1. ମେଷ ରାଶି-


ମେଷରାଶିର ବ୍ୟକ୍ତିଙ୍କର ଏବେ ଖରାପ ସମୟ ଶେଷ ହୋଇଯାଇଛି । ଏମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ । ସେମାନଙ୍କର ଧନର କୌଣସି ଅଭାବ ଦେଖା ଦେବନାହିଁ । କିନ୍ତୁ ଏମାନଙ୍କୁ ଶନି ଦେବ ଉପରେ ସଂମ୍ପୂର୍ଣ୍ଣ ବିଶ୍ବାସ ରଖିବାକୁ ହେବ ।

2. ସିଂହ ରାଶି-

ଶନିଦେବଙ୍କର କୃପା ଏହି ରାଶିଉପରେ ଲଗାତାର ଭାବରେ ରହିବ । ଜୀବନରେ ଯାହାବି ସମସ୍ୟା ରହିଥିଲା ତାହା ଆଉ ରହିବ ନାହିଁ ।

3. କନ୍ୟା ରାଶି-

ଏମାନଙ୍କର ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଏହାସହିତ ଅଟକି ରହିଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବ ।

4. ତୁଳାରାଶି-
ସଫଳତା ଆପଣଙ୍କ ପାଖରେ ପହଞ୍ଚିଯାଇଛି ତେଣୁ ଆପଣ କେବଳ କଳିଝଗଡା ଠାରୁ ଦୂରେଇ ରୁହନ୍ତୁ ଏବଂ ଅଯଥା କର୍ମରୁ ନିବୃତ ରୁହନ୍ତୁ ।

5. କର୍କଟ ରାଶି-
ଶନିଦେବଙ୍କର କୃପାରୁ ପରିବାରରେ ଶୁଖସମୃଦ୍ଧି ଲାଗି ରହିବ , ନୂଆ ବାହାନ ମଧ୍ୟ କିଣି ପାରନ୍ତି ଏବଂ ଜୀବନସାଥୀଙ୍କ ସହିତ ଭଲ ସମୟ ମଧ୍ୟ ବିତାଇବେ ।

6. କୁମ୍ଭ ରାଶି-

ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ଜୋରରେ ସଫଳତା ପାଇବା ପାଇଁ କେହି ଅଟକାଇ ପାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment