Odisha News Portal

ଆଜି ଡିସେମ୍ବର 14 ତାରିଖ ଶେଷ ସୂର୍ଯ୍ୟପରାଗ 5ଟି ରାଶିରେ ହେବ ଧନର ବର୍ଷା .ଭୟଙ୍କର ଘଟଣା…..

0 4

ଡିସେମ୍ବର 14 ତାରିଖ ରାତିରେ ବର୍ଷର ଶେଷ ସୂର୍ଯ୍ୟପରାଗ ମଙ୍ଗଳର ରାଶି ବିଛା ରାଶିରେ ଲାଗିବା ପାଇଁ ଯାଉଛି । ଏହି ପରାଗତା ଭାରତରେ ଦେଖାଯିବ ନାହିଁ । କିନ୍ତୁ ଏହାର ସମସ୍ତ ରାଶିର ବ୍ୟକ୍ତି ମାନଙ୍କ ଉପରେ ନିଶ୍ଚିତ ଭାବରେ ପଡିବ । ପରାଗ ସମୟରେ ବିଛା ରାଶିରେ ସୂର୍ଯ୍ୟଙ୍କ ସହିତ ବୁଧ, ଶୁକ୍ର, କେତୁ ଏବଂ ଚନ୍ଦ୍ର ମଧ୍ୟ ଉପସ୍ଥିତ ରହିବେ । ଏପରି କ୍ଷେତ୍ରରେ ବିଛା ରାଶିର ପାଞ୍ଚଟି ଗ୍ରହର ଉପସ୍ଥିତି ରହିବ । କିଛି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟପରାଗ ଖୁସି ଖବର ନେଇ ଆସିଥିବା ବେଳେ କିଛି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ସମସ୍ୟା ଦେଖାଯିବ । ଆମେ ସେହି ରାଶି ମାନଙ୍କ ବିଷୟରେ ଜଣାଇ ଦେବାକୁ ଚାହୁଁଛୁ ଯେ ଯେଉଁ ମାନଙ୍କ ଉପରେ ସୂର୍ଯ୍ୟପରାଗ ଭଲ ପ୍ରଭାବ ପଡିବ ।

1. ମିଥୁନ ରାଶି- ସୂର୍ଯ୍ୟପରାଗ ଆପଣଙ୍କ ରାଶିରେ ଷଷ୍ଠସ୍ଥାନରେ ଲାଗିବାକୁ ଯାଉଛି । ଏହି ସମୟରେ ଶତୃ ଆପଣଙ୍କୁ ହଇରାଣ କରିବାକୁ ଉଦ୍ୟମ କରିବେ କିନ୍ତୁ ଆପଣ ବାଧା ସତ୍ବ ଶତୃଙ୍କ ଉପରେ ବିଜୟ ଲାଭ କରିବେ । ନିଜର ସମସ୍ୟା ଗୁଡିକ ଧର୍ଯ୍ୟ ବୁଦ୍ଧି ବଳରେ ସମାଧାମନ କରିବେ ଏବଂ ସଫଳ ମଧ୍ୟ ହେବେ । ଆର୍ଥିକ ମାମଲାରେ ଲାଭର ଯୋଗ ରହିଛି । ଚାକିରି ପାଇବାରେ ସଫଳ ହେବେ ।

2.କର୍କଟ ରାଶି-

ସୂର୍ଯ୍ୟପରାଗ ଆପଣଙ୍କ ରାଶିରେ ପଞ୍ଚମ ସ୍ଥାନରେ ଲାଗିବାକୁ ଯାଉଛି । ଅତିତରୁ ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । ଯେଉଁମାନେ ଚାକିରି କରୁଛନ୍ତି ଏସି ସମୟ ଭଲ ରହିବ ଏବଂ ସେମାନଙ୍କର ଆମଦାନୀ ବଢିବାର ଯୋଗ ମଧ୍ୟ ବନୁଅଛି । ସନ୍ତାନ ମାନଙ୍କର ଶିକ୍ଷା ପାଇଁ ଆପଣଙ୍କୁ ଅଳ୍ପ ଉଦ୍ୟମ କରିବାକୁ ପଡିବ ।

3. କନ୍ୟା ରାଶି-

ଏହି ସମୟ ଭାଇ ବନ୍ଧୁଙ୍କ ପାଇଁ ଭଲ ରହବି ନାହିଁ ।ଏମାନଙ୍କୁ ନେଇ ଅଳ୍ପ ଚିନ୍ତା ଏବଂ ସମସ୍ୟା ହୋଇପାରେ । ଖାସ୍ କରି ବଡ ଭାଇଙ୍କ ସହିତ ତାଳମେଳ ବଜାଇ ରଖନ୍ତୁ କାରଣ ତାଙ୍କ ସହିତ ବିବାଦ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଆପଣ ମିଶ୍ରିତ ଫଳ ପାଇବେ । ନିଜ କଥା ଉପରେ ସଂଯମ ରଖନ୍ତୁ ।

4. କୁମ୍ଭ ରାଶି-

ଏହି ସମୟରେ ଆପଣଙ୍କୁ ବିଦେଶରୁ ଭଲ ଶୁଣିବାକୁ ମିଳିବ କିନ୍ତୁ ଆପଣ ନୂତନ ଯୋଜନା କରନ୍ତୁ ନାହିଁ । ଆର୍ଥିକ ମାମଲାରେ ନିର୍ଣ୍ଣୟ ନେବାରେ ଏହି ସମୟ ଭଲ ଅଟେ । କାମ ସମ୍ବନ୍ଧରେ କରାଯାଇ ଥିବା ଉଦ୍ୟମ ସଫଳ ହେବ । କିନ୍ତୁ ମନରେ କୌଣସି ଡର ଲାଗି ରହବି । ତେଣୁ ଧର୍ମକର୍ମରେ ମନ ନିବେଶ କରନ୍ତୁ ।

5. ମୀନ ରାଶି-

ସୂର୍ଯ୍ୟପରାଗ ନବମ ସ୍ଥାନରେ ଲାଗିବା ପାଇଁ ଯାଉଛି । ଯାହାକି ଆପଣଙ୍କ ଭାଗ୍ୟର ସ୍ଥାନ ହେବ । ଏହି ପରାଗ ଆପଣଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇବ । ବାପାଙ୍କର ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି , କିନ୍ତୁ ସମୟ ଗଡିବା ସହିତ ସବୁକିଛି ଠିକ୍ ହୋଇଯିବ । ସୂର୍ଯ୍ୟପରାଗ ଆପଣଙ୍କୁ ଅଧିକ ପ୍ରଭାବିତ କରିବ ନାହିଁ କିନ୍ତୁ ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।