Odisha News Portal

ଆଜିର ରାଶିଫଳ, 27 ଅକ୍ଟୋବର 2020, ରବିବାର, ଏହି ୫ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ହେବ ଧନବର୍ଷା….

ଆଜି ଆମେ ଆପଣ ମାନଙ୍କୁ 27 ଡିସେମ୍ବର ଅର୍ଥାତ ସୋମବାର ଦିନଟି ଆପଣଙ୍କର କେମିତି କଟିବ ସେ ବିଷୟରେ କହିବୁ । 27 ଡିସେମ୍ବରରେ ବାରଟି ରାଶିର ରାଶିଫଳ ବିଷୟରେ ଆଜି ଆମେ ଆପଣ ମାନଙ୍କୁ ସୂଚନା ଦେବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
1–ମେଷ ରାଶିଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି , ଆଜି ଆପଣ ନିଜ ପରିବାରରେ ହସ ଖୁସିରେ ସମୟ ବିତାଇବେ ନଚେତ ଆପଣ ନିଜ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏହା ସହ ଚାକିରିରେ ପଦୋନ୍ନତି ମିଳିବ ।

2–ବୃଷ ରାଶି

ଆଜି ଆପଣଙ୍କ ମନ ଧାର୍ମିକ କ୍ଷେତ୍ରରେ ଲାଗିବ , ଆଜି କାମରେ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ଜମି ବାଡିକୁ ନେଇ କୌଣସି ବିବାଦରେ ଫସି ପାରନ୍ତି । ଘର ପରିବାରରେ କୌଣସି ବଡ ଲୋକଙ୍କର ସ୍ୱାସ୍ଥ୍ୟରେ ଖର୍ଚାନ୍ତ ହୋଇପାରନ୍ତି ।

3–ମିଥୁନ ରାଶି

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି , ଆପଣଙ୍କୁ କୌଣସି କ୍ଷେତ୍ରରୁ ଭଲ ଧନ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହିତ ଶାସନ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହଯୋଗ ମିଳିବ । ଆପଣ ଯଦି ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ତେବେ ସେଥିରେ ସଫଳତା ପାଇବେ ।

4–କର୍କଟ ରାଶି

ଆଜି ଦିନଟି ଆପଣଙ୍କର ସାମାନ୍ୟ ରହିବ , ଆପଣଙ୍କୁ କୌଣସି ବଡ ଚିନ୍ତା ହଇରାଣ କରିପାରେ । ଆପଣ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟବସାୟେରେ ଆୟର ପନ୍ଥା ସାମାନ୍ୟ ରହିବ , ଆପଣଙ୍କ ଶତ୍ରୁ ପରାସ୍ତ ହେବେ ।

5–ସିଂହ ରାଶି

ଛାତ୍ର ଶିକ୍ଷା ଓ ପ୍ରତିଯୋଗୀତା ମୂଳକ କ୍ଷେତ୍ରରେ ଉନ୍ନତି କରିବେ , ନବ ଦମ୍ପତିଙ୍କ ପାଇଁ ସନ୍ତାନ ସୁଖ ପାଇବାର ଅଛି । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ କୌଣସି ନୂଆ ଡିଲ କରିବାରେ ସଫଳ ହେବେ .

6–କନ୍ୟା ରାଶି

ଆଜି ଆପଣଙ୍କ ପାଇଁ ଦିନଟି ଭଲରେ ଯିବ । ଆଜି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ବଢିପାରେ । ଆର୍ଥିକ କ୍ଷେତ୍ର ରେ ସୁଧାର ଆସିବ କିନ୍ତୁ ଖର୍ଚାନ୍ତ ହୋଇପାରନ୍ତି ସମାଜରେ ମାନ ସମ୍ମାନ ବଢିବ ।

7–ତୁଳା ରାଶି

ଆଜି ଆପଣଙ୍କୁ ଜୀବନରେ ଭୌତିକ ସୁଖ ମିଳିବା ସହ ବୈବାହିକ ଜୀବନରେ ବି ଖୁସି ଆସିବ । ପରିବାରର ସଦସ୍ୟଙ୍କ ସହଯୋଗରେ କୌଣସି ମହତ୍ଵ ପୂର୍ଣ କାର୍ଯ୍ୟ ଆପଣଙ୍କର ପୂର୍ଣ ହୋଇଯିବ । ଆପଣଙ୍କୁ ମାନ ସମ୍ମାନ ମିଳିବ ।

8–ବିଛା ରାଶି

ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ଆଜି କିଛି ବଡ ଲୋକଙ୍କ ସମ୍ପର୍କରେ ଆସିବା ଦ୍ଵାରା ତାଙ୍କ ସାହାଯ୍ୟରେ ଅଟକି ଥିବା କିଛି କାର୍ଯ୍ୟ ପୁରା ହୋଇଯିବ । ଚାକିରି କ୍ଷେତ୍ରରେ ଉପରିସ୍ଥଙ୍କ ପ୍ରଶଂସା ମିଳିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ ।

9–ଧନୁ ରାଶି

ପରିବାରରେ ଦାୟିତ୍ଵ ବଢିବ। ପାରିବାରିକ କାର୍ଯ୍ୟରେ ଭାଇ ବନ୍ଧୁଙ୍କ ସହଯୋଗ ମିଳିବ । କାର୍ଯ୍ୟ ସ୍ଥଳରେ ଆଜି ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ମିଳିପାରେ । ସମାଜରେ ପ୍ରତିଷ୍ଠା ମିଳିବ , କୋଟ କଚେରୀ ମାମଲା ରେ ବିଜୟୀ ହେବେ ।

10–ମକର ରାଶି

କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରି ସବୁ କାର୍ଯ୍ୟ ରେ ସଫଳତା ପାଇବେ । ଆଜି ଆପଣ କିଛି ସୌଖୀନ ଦ୍ରବ୍ୟ କିଣା କିଣି ରେ ଧନ ଖର୍ଚ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବାରୁ ଆପଣଙ୍କୁ ଖୁସି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆଜି ଆପଣ ପରିବାର ସହ ବୁଲିବାକୁ ଯାଇପାରନ୍ତି ।

11–କୁମ୍ଭ ରାଶି

ଘର ପରିବାର ରେ କୌଣସି କଥାକୁ ନେଇ କଥା କଟା କଟି ହୋଇପାରେ। କାର୍ଯ୍ୟ ସ୍ଥଳରେ କଠିନ ପରିଶ୍ରମ କରିବା ଦ୍ଵାରା ସଫଳତା ମିଳିବ । ଆପଣଙ୍କୁ କୌଣସି କ୍ଷେତ୍ରରୁ ଭଲ ଧନ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସବୁ ଠିକ ଠାକ ରହିବ । ଅଫିସରେ ସହଯୋଗୀଙ୍କ ଭରପୁର ସହଯୋଗ ମିଳିବ ।

12-ମୀନ ରାଶି

ଆଜି ଆପଣଙ୍କ ପାଇଁ ଦିନଟି ବହୁତ ଭଲ ଅଛି । ଆପଣଙ୍କୁ ବିଭିନ୍ନ ସ୍ରୋତରୁ ଆୟର ମାର୍ଗ ଖୋଲିଯିବ ସରକାରୀ ଚାକିରି ରେ ଆବେଦନ କରିଥିବା କାର୍ଯ୍ୟରେ ସଫଳତା ମିଳିବ । ବୈବାହିକ ଜୀବନ ଠିକ ଠାକ ରହିବ ,ଛାତ୍ରଚାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।